Gopal Das ଙ୍କ ବନ୍ଧୁଙ୍କ ଚାଞ୍ଚଲ୍ୟକର ଖୁଲାସା, ଶୁଣନ୍ତୁ ସେ କଣ କହିଲେ ?

ମହଙ୍ଗା ପଡିଲା କି chapuda ମ-ଆଡ । ଦିନେ ନବ ଦାସ ଗୋପାଳଙ୍କୁ chapuda ମ-ଆରିଥିଲେ । ହେଲମେଟ ଚେକିଂ ପାଇଁ ଧରପଗଡ ଚାଲୁଥିଲା ବେଳେ ସିଧା ନବ ଦାସ କୁଆଡେ ଆସି ତାଙ୍କୁ ଶକ୍ତ chapuda କଷିଥିଲେ । ଝାରସୁଗୁଡାରେ ଡ୍ୟୁଟିରେ ଥିଲା ବେଳେ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରିଥିଲେ ନବ । ନବ ଦାସ ସେତେ ବେଳେ କଂଗ୍ରେସର ବିଧାୟକ ଭାବରେ ରହିଥିଲେ ।

ତେବେ ଗୋପାଳଙ୍କ ସ୍ତ୍ରୀଙ୍କ କହିବା ଅନୁଯାଇ ତାଙ୍କ ସ୍ଵାମୀ ଗୋପାଳଙ୍କର ମାନସିକ ସ୍ଥିତି ଖରାପ ଥିଲା । ତେବେ ଜଣେ ମାନସିକ ବିକୃତି ବ୍ୟକ୍ତି ହିସାବରେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ guli ମ-ଆରିଥିବା କଥା ବହୁ ଚର୍ଚାକୁ ଆସିଥିଲା । ତେବେ ବର୍ତ୍ତମାନ ସମୟରେ ଗୋପାଳଙ୍କ ଜଣେ ବନ୍ଧୁଙ୍କ ମୁହଁରୁ ଏପରି କିଛି ମନ୍ତବ୍ୟ ଶୁଣିବାକୁ ମିଳିଛି ।

ଯେଉଁଠି ଗୋପାଳ ଦାସଙ୍କୁ ନବ  ଦାସ chapuda ମ-ଆରିଥିବା କଥାଟି ବର୍ତ୍ତମାନ ଗୋପାଳଙ୍କ ଏକ ବନ୍ଧୁ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ହେଲମେଟ ଧର ପଗଡ ବେଳେ ଗୋପାଳ ଦାସଙ୍କୁ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ଏକ chapuda ମ-ଆରିଥିଲେ । ତେବେ ସେତେବେଳେ ମନ୍ତ୍ରୀ ନବ ଦାସ କଙ୍ଗ୍ରେସର ବିଧାୟକ ରୂପେ କାର୍ଯ୍ୟ କରୁଥିଲେ ।

ତେବେ ଗୋପାଳଙ୍କୁ ମନ୍ତ୍ରୀ ନବ ଦାସ chapuda ମ-ଆରିଥିବା କଥା ଗୋପାଳ ତାଙ୍କର ଅତି କିଛି ନିକଟସ୍ଥ ବନ୍ଧୁ ମାନଙ୍କୁ କହିଥିଲେ । ତେବେ ସେବେ ଠାରୁ ହିଁ ମନ୍ତ୍ରୀ ନବ ଦାସଙ୍କ ହାତରୁ ଗୋପାଳ ଦାସ chapuda ଖାଇବା ପରେ ରାଗରେ ଜର ଜର ହୋଇଥିଲେ । ତେବେ ହୁଏତ ସେପରି କିଛି ବ୍ୟକ୍ତିଗତ ଶତ୍ରୁତାକୁ ଆଖି ଆଗରେ ରଖି ପୋଲିସ ASI ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ guliମ-ଆଡ କରିଥିଲା ।

ଯେଉଁଥିରେ ମନ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ପରଲୋକ ଘଟିଥିଲା । ତେବେ ଗୋପାଳଙ୍କର ବନ୍ଧୁଙ୍କର କହିବା ଅନୁଯାଇ ଗୋପାଳ ଜଣେ ବହୁତ ଶାନ୍ତ ଶିଷ୍ଠ ଧରଣର ପିଲାଟିଏ ଅଟେ । କଲେଜ ପଢିବା ସମୟରେ ବି ସେପରି କାହା ସହିତ କିଛି ଶତ୍ରୁତା କରିନଥିଲା ।

ଏହା ଛଡା ସେପରି କିଛି ମାନସିକ ରୋଗରେ ମଧ୍ୟ ଗୋପାଳ ଆଗରୁ ପୀଡିତ ନଥିଲେ । ତେବେ ମନ୍ତ୍ରୀ ନବ ଦାସଙ୍କର ମୃ-ତ୍ୟୁକୁ ନେଇ ଗୋପାଳ ଦାସଙ୍କର ପ୍ରକୃତ ଉଦ୍ଧେଶ୍ୟ କଣ ରହିଥିଲା । ତାହା କ୍ର-ଆ ଇମ ବ୍ରାଞ୍ଚ ସଠିକ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *