ଯେତେବେଳେ 80 ବର୍ଷ ପୁରୁଣା ଘରେ ଦେଖା ଗଲେ ନାଗର ପୁରା ପରିବାର, ଏମିତି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଡରିଯିବେ, ତା’ ପରେ କାହା ହେଲା…ଦେଖନ୍ତୁ Video

ବନ୍ଧୁଗଣ ଆମ ନାଗ ସାପ ସହ ଜଡିତ ଅନେକ ଅନ୍ଧ ବିଶ୍ଵାସ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି । ଆମ ହିନ୍ଦୁ ଧର୍ମ ଅନୁସାରେ ନାଗ ସାପର ଅନେକ ପୌରାଣିକ ମାନ୍ୟତା ରହିଛି ଓ ଲୋକମାନେ ମଧ୍ୟ ଆଗ କାଳରୁ ନାଗ ସାପର ପୂଜା ଅର୍ଚ୍ଚନା କରନ୍ତି । ହେଲେ ଏହି ସାପ ଯେତିକି ପୂଜନୀୟ ସେତିକି ମା-ରା-ତ୍ମ-କ ମଧ୍ୟ ହୋଇଥାଏ । ଯଦି ଆପଣ ନାଗ ସାପକୁ ଘରେ ରଖି ପୂଜା କରିବେ ତା ହେଲେ ଆପଣ  ନିଜ ପ୍ରା-ଣ ହରାଇବେ ।

ଏହି ସାପରେ ବହୁତ ମା-ରା-ତ୍ମ-କ ବି-ଶ ରହିଥାଏ ଯାହା ମଣିଷକୁ ମାତ୍ର କିଛି ମିନିଟ ମଧ୍ୟରେ ମା-ରି-ଥା-ଏ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ନାଗ ସାପ ସହ ଜଡିତ ଏକ ଘ-ଟ-ଣା ବହୁତ ଚର୍ଚାରେ ଅଛି ଓ ଆପଣ ମାନଙ୍କୁ ଆଜି ଆମେ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘ-ଟ-ଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ଏକ ୮୦ ବର୍ଷ ପୁରୁଣା ମାଟି ଘରେ ନାଗ ସାପର ପରିବାର ଦେଖିବାକୁ ମିଳିଛି । ଏହି ଘରଟି ଆଜମଗଡର ରତ୍ନାବୀର ଗାଁରେ ଅଛି । ତେବେ ଘରଟି ସଂପୂର୍ଣ୍ଣ ମାଟିରେ ତିଆରି ହୋଇଛି ଓ ଏହି ଘର କାନ୍ଥ ଭିତରେ ଏକ ନାଗୁଣୀ ତାର ଛୁଆ ମାନଙ୍କ ସହ ରହୁଥିଲା । ଯେତେବେଳେ ପରିବାର ଲୋକଙ୍କୁ ସାପ ବିଷୟରେ ଜଣା ପଡିଲା ସେତେବେଳେ ସେମାନେ ଏହାର ସୂଚନା ବନ ବିଭାଗକୁ ଦେଇଥିଲେ ଯାହାଫଳରେ ସେହି ସ୍ଥାନକୁ ଏକ ସାପ ଧରାଳି ଆସିଥିଲେ ।

https://www.youtube.com/watch?v=_fSiXyvo7i4

କାନ୍ଥ ଭା-ଙ୍ଗି-ବା ଫଳରେ ପାଖାପାଖି ୨୦ ରୁ ୨୨ଟି ନାଗ ଛୁଆ ମିଳିଲେ ଏହା ସହ କିଛି ଅଣ୍ଡା ମଧ୍ୟ ମିଳିଛି ଯେଉଁଥିରେ ଛୁଆ ଥିଲେ । ସାପ ଛୁଆ ପାଖରେ ନାଗୁଣୀ ନଥିବାରୁ ଆଉ ଟିକେ ଅଧିକ ମାଟି ଖୋଳା ଯାଇଥିଲା ଓ ନାଗୁଣୀକୁ ମଧ୍ୟ ଉ-ଧା-ର କରଯାଇଥିଲା । ସାପ ଧରାଳି ଜଣକ ସଫଳତାର ସହ ନାଗୁଣୀ ଓ ତାର ଛୁଆ ମାନଙ୍କୁ ଉଧାର କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *