ଆସନ୍ତା ମାସରେ ଏହି ୫ ଟି ରାଶିର ଲୋକମାନଙ୍କୁ ରହିବାକୁ ହେବ ସତର୍କ, ଅଚାନକ ବିଗିଡି ଯାଇପାରେ ସ୍ୱାସ୍ଥ୍ୟ

ମେ ମାସ ଶେଷ ହୋଇ ଜୁନ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ କେତେକଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଜ୍ୟୋତିଷ ବିଦ୍ଵାନଙ୍କ କହିବା ଅନୁଯାୟୀ ମେ ମାସରେ ପାଞ୍ଚୋଟି ରାଶିର ଜାତକ (ବୃଷ, ମିଥୁନ, କନ୍ୟା, ତୁଳା ଓ କୁମ୍ଭ) ଙ୍କୁ ତାଙ୍କ ଜୀବନ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ । ଏହା ସତ୍ତ୍ୱେ ମଧ୍ୟ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଜୁନ ମାସରେ ଆପଣଙ୍କ ସ୍ୱାସ୍ଥ କିପର ରହିବ । ତେବେ ଆସନ୍ତୁ ଜାଣିବା ।

ବୃଷ ରାଶି :

ଆପଣଙ୍କ ଅଷ୍ଟମ ଭାଗରେ କେତୁ ରହିବା ଦ୍ଵାରା ଆଣ୍ଠୁ ଗଣ୍ଠି ଓ ଅଣ୍ଟା ଦରଜ ରହିଥାବ । ଏହା ପରେ ମଧ୍ୟ ଆପଣ ଆପଣଙ୍କର ପାଚନ ପ୍ରକ୍ରିୟା ହିସାବରେ ଖାଦ୍ୟ ଖାଇବା ଉଚିତ୍ ଓ ବାହାରର ଖାଦ୍ୟକୁ ଗ୍ରହଣ ନକରିବା ହିଁ ଭଲ ହେବ ।

ମିଥୁନ ରାଶି :

ମିଥୁନ ରାଶିର ରାଶିର ଲୋକଙ୍କ ପାଇଁ ମେ ମାସ ସ୍ୱାସ୍ଥ୍ୟ ଅନୁଯାୟୀ କିଛି ଭଲ ନାହିଁ । ଆପଣଙ୍କୁ ଛୋଟ ରୁ ଛୋଟ ରୋଗ ମଧ୍ୟ ଅଣଦେଖା କରିବା ଭାରି ପଡିପାରେ । ଏଥିପାଇଁ ସ୍ୱାସ୍ଥ୍ୟ ଠିକ ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଏହି ମାସରେ ଯୋଗ ବା ମେଡିଟେସନ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା ରାଶି :

ସ୍ୱାସ୍ଥ୍ୟ ର ଦୃଷ୍ଟି କୋଣରୁ ମେ ମାସ ବହୁତ ଚିନ୍ତା ଜନକ ହେବାର ଅଛି । କନ୍ୟା ରାଶିର ସ୍ୱାମୀ ବୁଦ୍ଧ ଅଷ୍ଟମ ଭାଗରେ ସୁର୍ଯ୍ୟ ସହିତ ଅଛନ୍ତି ଏବଂ ଏହା ଉପରେ ମଙ୍ଗଳ କଡା ନଜର ରଖିଛନ୍ତି । ଏଥିପାଇଁ ଆପଣଙ୍କ ଇମ୍ୟୁନ ସିଷ୍ଟମ ଟିକେ କମଜୋର ଆସିପାରେ । ଯଦି ଆପଣ ସମୟ ଥିବା ପୂର୍ବରୁ ସାବଧାନ ନ ହୁଅନ୍ତି ତାହେଲେ କରୋନା ରୋଗରେ ସଂକ୍ରମିତ ମଧ୍ୟ ହୋଇପାରନ୍ତି ।

ତୁଳା ରାଶି :

ତୁଳା ରାଶିରେ ଚତୁର୍ଥ ଭାଗ ରେ ଶନି, ମଙ୍ଗଳ ଓ ବୃହସ୍ପତି ଙ୍କ ସଂଯୋଗ ଅଛି ଏବଂ ସପ୍ତମ ଭାଗରେ ସୁର୍ଯ୍ୟ ଓ ବୁଧ ଏକା ସାଙ୍ଗରେ ଅଛନ୍ତି । ଯେଉଁଠି ଅଷ୍ଟମ ଭାଗରେ ଶୁକ୍ର ପୁରା ମାସଟା ଅବସ୍ଥାନ କରିବେ । ଏଥିପାଇଁ ଆପଣଙ୍କ ଛାତି ଓ ଫୁସ୍ ଫୁସ୍ ରେ ଗମ୍ଭୀର ରୋଗ ହୋଇପାରେ । ଏହାପରେ ଯେଉଁ ଲୋକମାନଙ୍କ ଶ୍ଵାସ ରୋଗ ଅଛି ସେମାନେ ବିଶେଷ ଭାବରେ ନିଜ ପ୍ରତି ଧ୍ୟାନ ଦେବାକୁ ହେବ ।

କୁମ୍ଭ ରାଶି :

ଏହି ମାସରେ ଆପଣଙ୍କୁ ଭାବି ଚିନ୍ତି ପାଦ ରଖିବାକୁ ପଡିବ । ଜ୍ୟୋତିଷମାନଙ୍କ ଅନୁସାରେ ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏଥିପାଇଁ ଆପଣଙ୍କୁ ଅଧିକ ସଜାଗ ଓ ସାବଧାନ ରହିବାକୁ ହେବ । କାହିଁକିନା ଏହି ସମୟରେ ଛୋଟ ଭୁଲ ମଧ୍ୟ ବଡ ବିପଦ ଆଣିଥାଏ । କୁମ୍ଭ ରାଶିର ଜାତକଙ୍କୁ ଏହି ମାସରେ ଆଖିର ସମସ୍ୟା ଜନିତ ରୋଗ ହେଇପାରେ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *