2022 ରେ ବିବାହ କରିବେ Bollywood ର ଏହି 6 ଷ୍ଟାର କପଲ, 6 ନଂ ଯୋଡି ସମସ୍ତଙ୍କ ଫେବ୍ରେଟ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ କି ବର୍ତ୍ତମାନ ଚାଲିଛି ବାହାଘର ର ସିଜିନ । ତେବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି । ତେବେ ଆଗକୁ ଆହୁରି କିଛି ଅଭିନେତା ଅଭିନେତ୍ରୀ ମାନେ ବିବାହ କରିବାକୁ ଯାଉଛନ୍ତି । ତେବେ ୨୦୨୧ ରେ ଅନେକ କଳାକାର ବିବାହ କରି ନିଜର ନୂତନ ଜୀଵନ ଆରମ୍ଭ କରିଛନ୍ତି ।

ତେବେ ଏହା ଛଡା ଖବର ଶୁଣିବାକୁ ମିଳୁଛି କି ୨୦୨୨ ରେ ବଲିଉଡ ର କିଛି ଏଭଳି କଳାକାର ମାନେ ଅଛନ୍ତି ଯେଉଁମାନେ ବିବାହ କରିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ବିଦ୍ୟୁତ ଯମୱାଲ ଏବଂ ନନ୍ଦିତା ମହଟାନି । ତେବେ ବିଦ୍ୟୁତ ହେଉଛନ୍ତି ବଲିଉଡ ର ଜଣେ ଆକ୍ସନ ହିରୋ ଏବଂ ଜଣେ ସଫଳ ଅଭିନେତା । ତେବେ ବିଦ୍ୟୁତ ବଲିଉଡ ର ଫ୍ୟାସନ ଡିଜାଇନର ନନ୍ଦିତା ଙ୍କ ସହ ୨୦୨୧ ସେପ୍ଟେମ୍ବର ୧ ରେ ନିର୍ବନ୍ଧ କରି ଦେଇଛନ୍ତି ଏବଂ ଏହି ଦୁଇ ଜଣ ୨୦୨୨ ରେ ବିବାହ କରିବାକୁ ଯାଉଛନ୍ତି ।


୨-ଦ୍ଵିତୀୟ ରେ ହେଉଛନ୍ତି ଦୀପକ ଚହର ଏବଂ ଜୟା ଭରଦ୍ୱାଜ । ତେବେ ଦୀପକ ହେଉଛନ୍ତି ଜଣେ ଭାରତୀୟ କ୍ରିକେଟର ତେବେ ସେ ଆଇପିଏଲ ରେ ଚେନ୍ନାଇ ତରଫରୁ ଖେଳିଥାଆନ୍ତି ତେବେ ସେ ଜୟା ଭରଦ୍ଵାଜ ଙ୍କୁ ପ୍ରପୋଜ କରିଥିଲେ ଏବଂ ସେ ରାଜି ହୋଇ ଯାଇ ଥିଲେ ଏବଂ ଦୁଇ ଜଣ ୨୦୨୨ ରେ ବିବାହ କରିବାକୁ ଯାଉଛନ୍ତି ।


୩- ତୃତୀୟ ରେ ହେଉଛନ୍ତି ଅଲ୍ଲୀ ଫଜଲ ଏବଂ ରିଚା ଚଡା । ତେବେ ଅଲ୍ଲୀ ଫଜଲ ଏବଂ ରିଚା ଉଭୟ ହେଉଛନ୍ତି ବଲିଉଡ ର ଜଣେ ଜଂଡ଼ ସଫଳ ଅଭିନେତା ଏବଂ ଅଭିନେତ୍ରୀ । ତେବେ ଦୁହେଁ ବହୁତ ଦିନରୁ ଏକାଠି ରହିଛନ୍ତି ଏବଂ ବିବାହ ମଧ୍ୟ କରିଥାନ୍ତେ କିନ୍ତୁ କରୋନା ଯୋଗୁଁ ଦୁହେଁ ନିଜର ବିବାହ ଦିନ କୁ ଘୁଞ୍ଚାଇ ଦେଇଥିଲେ ଏବଂ ଖବର ଅନୁସାରେ ବର୍ତ୍ତମାନ ଦୁହେଁ ୨୦୨୨ ରେ ବିବାହ କରିବେ ।


୪- ଚତୁର୍ଥ ରେ ହେଉଛନ୍ତି ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜେନ । ତେବେ ସୁଶାନ୍ତ ସିଂହ ରାଜପୁତ ଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭି ଜଗତର ସଫଳ ଅଭିନେତ୍ରୀ ହେଉଛନ୍ତି ଅଙ୍କିତା । ତେବେ ସେ ବ୍ୟବସାୟୀ ବିକି ଜେନ ଙ୍କ ସହ ୨୦୨୧ ର ଡିସେମ୍ବର ରେ ହିଁ ବିବାହ କରିବାକୁ ଯାଉଛନ୍ତି ।


୫- ପଞ୍ଚମରେ ହେଉଛନ୍ତି ରଣବିର କପୂର ଏବଂ ଆଲିଆ ଭଟ । ତେବେ ବଲିଉଡ ରେ ଏହି ଦୁଇ ଜଣଙ୍କୁ କିଏ ନ ଜାଣେ ଦୁହେଁ ସଫଳ ଏବଂ ଖୁବ ପ୍ରତିଭା ଶାଳୀ କଳାକାର ମାନେ । ତେବେ ଦୁହିଁଙ୍କ ପ୍ରେମର ଚର୍ଚ୍ଚା ବର୍ତ୍ତମାନ ଚାରିଆଡ଼େ ଘୁରି ବୁଲୁଛି । ତେବେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି କି ଦୁହେଁ ୨୦୨୨ ରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇ ଯିବେ ।


୬- ଷଷ୍ଠ ରେ ହେଉଛନ୍ତି ଟାଇଗର ଏବଂ ଦିଶା ପଟାନି । ତେବେ ଅଭିନେତା ଟାଇଗର ଏବଂ ଅଭିନେତ୍ରୀ ଦିଶା ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ । ତେବେ ଦୁହେଁ ବଲିଉଡ ର ଜଣେ ଜଣେ ସଫଳ କଳାକାର । ଦୁହେଁ ନିଜର ସୁନ୍ଦର ଅଭିନୟ ଏବଂ ସୁନ୍ଦର ନୃତ୍ୟ ରେ ଲୋକ ମାନଙ୍କ ହୃଦୟ ରେ ବାସ କରିଥାନ୍ତି । ତେବେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି ଯେ ୨୦୨୨ ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯିବେ । ତେବେ ଏହି ଲେଖା ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *