ଦେଖନ୍ତୁ ଆସାମରେ ବନ୍ୟାର କରାଳ ରୂପ, ବଞ୍ଚିବା ପାଇଁ ଲୋକ କେମିତି କରୁଛନ୍ତି ସଂଘର୍ଷ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆସାମ ରେ ବନ୍ୟା ସ୍ଥିତି ଗମ୍ଭୀର । ଦୁଇଦିନ ଭିତରେ ବନ୍ୟା ଭୂଷଖଣ୍ଡ ରେ ୬୨ ଜଣଙ୍କ ମୃ-ତ୍ୟୁ ଘଟିଲାଣି । ଆସାମ ରେ ୫୩ ଜଣ ବନ୍ୟା ରେ ପ୍ରାଣ ହରାଇଥିବା ବେଳେ ୯ ଜଣ ଭୁଷଖଣ୍ଡନ ରେ ଜୀବନ ହରାଇଛନ୍ତି । ଆସାମ ର ୩୨ ଜିଲ୍ଲା ର ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ରିଲିଫ କ୍ୟାମ୍ପ ରେ ଅଛନ୍ତି ଦେଢ ଲକ୍ଷ ଲୋକ । ୩ ହଜାର ଗ୍ରାମ ବନ୍ୟା ଘେରରେ ରହିଅଛି ୪୩ ହଜାର ହେକ୍ଟର ଚାଷଜମି ପାଣିରେ ବୁଡିଯାଇଅଛି ।

ଅନେକ ସ୍ଥାନରେ କଲ୍ଭଟ ରାସ୍ତା ଧୋଇ ହୋଇଯାଇଅଛି । ହୋଯାଇ ଜିଲ୍ଲା ରେ ଏକ ବୋଟ ବୁଡି ଯିବାରୁ ୩ ଜଣ ପିଲା ନିଖୋଜ ହୋଇଯାଇଛନ୍ତି । ବନ୍ୟା ଘେରରେ ଫସି ରହିଥିବା ଲୋକ ଙ୍କ ଉଦ୍ଧାର ପାଇଁ ସ୍ଵତନ୍ତ୍ର ଫ୍ଲାଇଟ ବ୍ୟବସ୍ଥା ହୋଇଅଛି । ଅନ୍ୟପଟେ ବନ୍ୟାବେଳେ ରାସ୍ତା ଉପରେ ଲୋକେ ମାଛ ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ଦୁଇଥର ବନ୍ୟା ର ସାମ୍ନା କରିଥିଲା ଆସାମ । ପ୍ରଫେସର ପ୦ଅଟ୍ଟନାୟକ କହିଛନ୍ତି ଯେ ଆସାମ ଦ୍ଵିତୀୟ ଥର ନିମନ୍ତେ ଏହିଭଳି ସମସ୍ୟା ର ସମ୍ମୁଖିନ ହେଉଛି । ଲାଷ୍ଟ ୪୮ ଘଣ୍ଟା ରେ ୧୦୦୦ ମିଲିମିଟର ବର୍ଷା ସେଠାରେ ହୋଇ ସାରିଛି । ଏଣୁ ଏହା ବହୁତ ଗମ୍ଭୀର ସ୍ଥିତି ଅଟେ । ତେବେ ସେ କହିଛନ୍ତି ଯେ ଆହୁରି ୪୮ ଘଣ୍ଟା ଅର୍ଥାତ ୨୧ ତାରିଖ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ରହିପାରେ ।

ଏହାପରେ ଏହା ଧୀରେ ଧୀରେ କମିବ । ବଙ୍ଗୋପସାଗରରେ ବ୍ରାଞ୍ଚ ସମୁଦାୟ ଭାବରେ ଫିଡ କରୁଛି ଆସାମ ଉପରେ । ଏବଂ ଆସାମ ହେଉଛି ଆମ୍ଭେ ଦେଶର ଗୋଟିଏ ଷ୍ଟେଟ ଯିଏ କି ସର୍କୁଲେସ ରେନ ଫଲ, ୭୬ ଉପରେ ପାଉଛି । ଆସାମ ଏବଂ ମେଘାଳୟ ବ୍ୟତୀତ ଆଉ ସମସ୍ତେ ମନସୁନ ର ଡେଫିସେନ୍ସ ଅବସ୍ଥାରେ ଅଛନ୍ତି ।

ଏଣୁ ଏହି ପରିସ୍ଥିତି ବହୁତ ଭୟଙ୍କର ଅବସ୍ଥାରେ ଅଛି । କାରଣ ବ୍ରହ୍ମପୁତ୍ର ମିଜର ରିଭର ବର୍ତ୍ତମାନ ଡେନଜର ମାର୍କ ଉପରେ ସ୍ଲୋ କରୁଛି । ଏଣୁ ଏହି ପରିସ୍ଥିତି ଆଉ ୪୮ ଘଣ୍ଟା ଲାଗି ରହିଲା ଭଳି ଲାଗୁଛି ଏହା ପରେ ଋଡ୍ୟୁସ ହେବ ବୋଲି କହିଛନ୍ତି ପାଣିପାଗ ବିଭାଗ ର ବିଶେଷଜ୍ଞ ପ୍ରଫେସର ପଟ୍ଟନାୟକ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *