ରିଅଲ ଲାଇଫରେ ଦିଅର-ଭାଉଜ ଓ ଶାଳି-ଭିଣେଇ ଅଟନ୍ତି Bollywood ର ଏହି ସବୁ ଷ୍ଟାର, କିନ୍ତୁ ଫିଲ୍ମରେ ଦେଇ ସାରିଛନ୍ତି ଏମିତି ହଟ ସୀନ କି ଆପଣ ବି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆମ ଦେଶରେ ଭେଣେଇ- ଭାଉଜ ଓ ଶାଳି- ଭେଣେଇଙ୍କ ସମ୍ପର୍କକୁ ବହୁତ ଖାସ ମାନା ଯାଇଥାଏ । କାରଣ ଏହି ଭେଣେଇ- ଭାଉଜ ଓ ଶାଳି- ଭେଣେଇଙ୍କ ସମ୍ପର୍କ ବହୁତ ଭଲ ହୋଇଥାଏ । ଭେଣେଇ-ଭାଉଜ ସମ୍ପର୍କରେ ଭାଉଜ ସବୁବେଳେ ନିଜ ଭେଣେଇକୁ ଛୋଟ ଭାଇ ପରି ଦେଖିଥାନ୍ତି । ଶାଳି- ଭେଣେଇଙ୍କ ସମ୍ପର୍କ ମଧ୍ୟ କିଛି ଏହିପରି ହୋଇଥାଏ । ବନ୍ଧୁଗଣ ଏହି ଦୁଇଟି ସମ୍ପର୍କରେ ବହୁତ ମଜାମସ୍ତି ଓ ଖୁସି ମଜାକ ରହିଥାଏ । ବନ୍ଧୁଗଣ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କିଛି ଭେଣେଇ- ଭାଉଜ ଓ ଶାଳି- ଭେଣେଇ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ରିଅଲ ଲାଇଫରେ କିଛି କଳାକାର ଭେଣେଇ- ଭାଉଜ ଓ ଶାଳି- ଭେଣେଇ ଅଟନ୍ତି ହେଲେ ଏହି କଳାକାର ମାନେ ରିଲ ଲାଇଫରେ ପରସ୍ପର ସହ ରୋମାନ୍ସ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର ଏହି ଭେଣେଇ- ଭାଉଜ ଓ ଶାଳି- ଭେଣେଇ ଯୋଡି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସେଫ ଅଲି ଖାନ ଓ ତାଙ୍କ ଶାଳି କରିସ୍ମା କପୁର । କରିସ୍ମାଙ୍କ ଭଉଣୀ କରିନାଙ୍କ ସହ ସେଫ ବିବାହ କରିଛନ୍ତି ତେଣୁ ଏହି ଦ୍ରୁଷ୍ଟିରୁ କରିନା ଓ ସେଫଙ୍କ ମଧ୍ୟରେ ଭେଣେଇ-ଶାଳିର ସମ୍ପର୍କ ଅଛି । ହେଲେ ଫିଲ୍ମ ‘ହମ ସାଥ ସାଥ ହେଁ’ରେ କରିସ୍ମା ଓ ସେଫ ପରସ୍ପର ସହ ରୋମାନ୍ସ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ ହେଲେ ସେହି ସମୟରେ ସେଫଙ୍କ ବିବାହ କରିନାଙ୍କ ସହ ହୋଇନଥିଲା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ ରାନୀ ମୁଖାର୍ଜୀ । ରାନୀ ହେଉଛନ୍ତି କାଜୋଲଙ୍କ ସମ୍ପର୍କୀୟ ଭଉଣୀ । କାଜୋଲଙ୍କୁ ଅଜୟ ବିବାହ କରିଛନ୍ତି ତେଣୁ ସେହି ଦ୍ରୁଷ୍ଟିରୁ ଅଜୟ ଓ ରାନୀଙ୍କ ମଧ୍ୟରେ ଭେଣେଇ-ଶାଳିର ସମ୍ପର୍କ ଅଛି । ଅଜୟ ଓ ରାନୀ ଏକା ସହ ଫିଲ୍ମ ‘ଚୋରୀ ଚୋରୀ’ରେ ନଜର ଆସିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅନିଲ କପୁର ଓ ଅଭିନେତ୍ରୀ ଶ୍ରୀଦେବୀ । ଏହି ଦୁଇଜଣଙ୍କ ମଧ୍ୟରେ ଭେଣେଇ-ଭାଉଜର ସମ୍ପର୍କ ଅଛି । ବନ୍ଧୁଗଣ ଗୋଟେ ସମୟରେ ଏହି ଦୁଇଜଣ ଏକା ସହ ଅନେକ ଫିଲ୍ମରେ ରୋମାନ୍ସ କରିଥିବାର ନଜର ଆସିଛନ୍ତି । ଶ୍ରୀଦେବୀ ଅନିଲଙ୍କ ବଡ ଭାଇ ବୋନୀ କପୁରଙ୍କ ସହ ବିବାହ କରିଛନ୍ତି ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଉଦୟ ଚୋପଡା ଓ ଅଭିନେତ୍ରୀ ରାନୀ ମୁଖାର୍ଜୀ । ରାନୀ ମୁଖାର୍ଜୀ ଉଦୟଙ୍କ ବଡ ଭାଇ ଆଦିତ୍ୟ ଚୋପଡାଙ୍କ ସହ ୨୦୦୨ ମସିହାରେ ବିବାହ କରିଥିଲେ । ତେଣୁ ସେହି ଦ୍ରୁଷ୍ଟିରୁ ରାନୀ ଓ ଉଦୟଙ୍କ ମଧ୍ୟରେ ଭେଣେଇ- ଭାଉଜର ସମ୍ପର୍କ ଅଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *