ମୁମ୍ବାଇ ଡ୍ର-ଗ୍ସ ପାର୍ଟିରେ ଓଡିଶା ଲିଙ୍କ, କିନ୍ତୁ Aryan ଙ୍କ ସହ ଗିରଫ ହୋଇଥିବା ଏହି ଓଡିଆ କିଏ ?

ବନ୍ଧୁଗଣ ମୁମ୍ବାଇ କୃସ୍ ଡ୍ର-ଗ୍ସ ପାର୍ଟି ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । କୃସ୍ ଡ୍ର-ଗ୍ସ ପାର୍ଟିରେ ବର୍ତ୍ତମାନ ୧୧ ଜଣଙ୍କୁ ଗି-ର-ଫ କରାଯାଇଛି । ଆରିୟାନ, ଅରବାଜ ଓ ମୁନମୁନଙ୍କ ସହ ଅନ୍ୟ ୮ ଜଣଙ୍କୁ ଗି-ର-ଫ କରାଯାଇଛି । ସବୁଠାରୁ ବଡ କଥା ହେଉଛି ସେଥିମଧ୍ୟରୁ ଜଣେ ଓଡିଆ ବ୍ୟକ୍ତି ଥିବାର ଚର୍ଚା ହେଉଛି । ଜାତୀୟ ଗ-ଣ-ମା-ଧ୍ୟ-ମର ରିପୋର୍ଟ ଅନୁସାରେ ଗି-ର-ଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଓଡିଆ ମଧ୍ୟ ରହିଛନ୍ତି ।

ତେବେ ତାଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ । ଏନସିବି କଷ୍ଟେଡିରେ ବର୍ତ୍ତମାନ ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ରହିଛନ୍ତି । ଅନ୍ୟ ପକ୍ଷରେ ଶାହରୁଖ ନିଜ ଫିଲ୍ମ ‘ପଠାନ’ର ସୁ-ଟି-ଙ୍ଗ ଛାଡି ପୁଅକୁ ବଞ୍ଚାଇବା ପାଇଁ ଆସି ଯାଇଛନ୍ତି । ଗତ କାଲି ଆରିୟାନଙ୍କ କ-ଷ୍ଟେ-ଡି-କୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବଢା ଯାଇଛି ।

ଏନସିବି ହାତରେ ୭ ତାରିଖ ପର୍ଯ୍ୟନ୍ତ ସମୟ ଅଛି ସେଥିପାଇଁ ସମସ୍ତ ପ୍ରମାଣକୁ ଖୋଜୁଛି ଏନସିବି । ଆରିୟାନ କେତେ ଥର କୃସ୍ ଯାଇଥିଲେ କେତେ ଥର ଡ୍ର-ଗ୍ସ ନେଇଥିଲେ ଓ କେବେ ଠାରୁ ଡ୍ର-ଗ୍ସ ନେଉଛନ୍ତି ଏ ସବୁର ତ-ଦ-ନ୍ତ କରୁଛି ଏନସିବି । ଅନ୍ୟ ପକ୍ଷରେ ଗି-ର-ଫ ହୋଇଥିବା ଅନ୍ୟ ୮ ଜଣଙ୍କ ମଧ୍ୟରୁ ଜଣଙ୍କ ଘର ଓଡିଶାରେ ବୋଲି ଜଣା ପଡିଛି ହେଲେ ସେହି ବ୍ୟକ୍ତିଙ୍କ ସଂପୂର୍ଣ୍ଣ ତଥ୍ୟ ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳି ନାହିଁ ।

ଏହି ଓଡିଆ ବ୍ୟକ୍ତି ଜଣକ କିଏ ଜାଣିବା ପାଇଁ ସମସ୍ତ ଲୋକ ଅପେକ୍ଷାରେ ଅଛନ୍ତି । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ଏହି ବ୍ୟକ୍ତିଙ୍କ ଚର୍ଚା ବର୍ତ୍ତମାନ ଜୋରସୋର ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *