ଘରକୁ ଫେରିବେ Aryan, ମା’ Gouri ଦୀପରେ ସଜେଇଲେ Mannat କୁ, ଏଣେ ଘରକୁ ବିରୀୟାନୀ ନେଇକି ଯିବେ Salman, ମନ୍ନତରେ ଚାଲିଛି ସେଲିବ୍ରେସନ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଶାହରୁଖ ଖାନଙ୍କ ଘର ମନ୍ନତ ବାହାରେ ଫ୍ୟାନ୍ସ ମାନେ ସେଲିବ୍ରେସନ କରୁଛନ୍ତି । ଅରିୟାନ ଖାନ ଆଜି ଆର୍ଥର ରୋଡ ଜେ-ଲ-ରୁ ବାହାରିବେ ଓ ସିଧା ଆସି ମନ୍ନତରେ ପହଞ୍ଚିବେ । ଅରିୟାନ ଆସିବା ପୂର୍ବରୁ ମନ୍ନତକୁ ଦୀପାବଳି ଭଳି ସଜାଇବା ଆରମ୍ଭ ହୋଇସାରି ଲାଣି । ଅନ୍ୟ ପକ୍ଷରେ ଆରିୟାନ ଖାନ ପାଇଁ ମା ଗୌରି ଖାନ ସବୁ ପ୍ରକାରର ପ୍ରିୟ ଖାଦ୍ୟ ତିଆରି କରୁଥିବାର ଶୁଣିବାକୁ ମିଳିଛି ।

ଅନ୍ୟ ପଟରେ ସଲମାନ ଖାନ ସ୍ପେଶିଆଲ ବିରିୟାନୀ ନେଇ ପହଞ୍ଚିବେ ମନ୍ନତରେ । ସଲମାନ ଖାନ ସହ ତାଙ୍କ ବାପା ସଲିମ ଖାନ ବି ମନ୍ନତ ଯିବେ । ସଲିମ ଆଗରୁ ମଧ୍ୟ କହିଥିଲେ-‘ମୋ ନାତି ନି-ର୍ଦୋ-ଷ ତାକୁ ଛାଡି ଦିଅ’ । ତେବେ ଗତ କାଲି ମାନ୍ୟବର ମୁମ୍ବାଇ ହାଇକୋର୍ଟ ଅରିୟାନ ଖାନଙ୍କ ବେଲ ଶୁଣାଣୀ କରିଥିଲେ । ଅରିୟାନଙ୍କୁ ମିଳିଯାଇଛି ବେ-ଲ ଓ ଏହା ସହିତ ଆରିୟାନଙ୍କ ଓକିଲ ସତିଶ ମନସିନ୍ଦେ କହିଛନ୍ତି, ସତ୍ୟମେବ ଜୟତେ ।

ଏହା ସହ ସେ କହିଛନ୍ତି ଅରିୟାନଙ୍କ ପାଖରୁ କୌଣସି ଡ୍ର-ଗ ମିଳିନଥିଲା ଏବଂ ସେ ସଂପୂର୍ଣ୍ଣ ନି-ର୍ଦୋ-ଷ ଅଟନ୍ତି । ତେବେ ଆରିୟାନ ଖାନ ନି-ର୍ଦୋ-ଷ ନା ନାହିଁ ତାହା ପରବର୍ତ୍ତୀ ସମୟରେ ବିଚାର କରାଯିବ । କିନ୍ତୁ ବର୍ତ୍ତମାନର ସମୟରେ ଶାହରୁଖ ଖାନ ଓ ତାଙ୍କ ପରିବାର ପାଇଁ ବହୁତ ଖୁସିର ସମୟ । ଫ୍ୟାନ୍ସ ମାନେ ବି ମୁମ୍ବାଇ ହାଇକୋର୍ଟର ଏହି ନିଷ୍ପତ୍ତିରେ ବହୁତ ଅଧିକ ଖୁସି ଅଛନ୍ତି ଓ ଶାହରୁଖ ଖାନଙ୍କ ଘର ମନ୍ନତ ବାହାରେ ସେଲିବ୍ରେସନ କରୁଛନ୍ତି ।

ଯାହାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେବାରେ ଲାଗିଛି । ଶାହରୁଖ ଖାନଙ୍କ ଠାରୁ ଅଧିକ ଖୁସି ତାଙ୍କ ଫ୍ୟାନ୍ସ ମାନେ ଅଛନ୍ତି ବୋଲି ଆପଣ ମାନେ ଦେଖିବାକୁ ପାଉଥିବେ । ବହୁତ ଦିନ ଧରି ତାଙ୍କ ଫ୍ୟାନ୍ସ ମାନେ ମନ୍ନତ ବାହାରେ ଅରିୟାନଙ୍କ ଜା-ମି-ନ ପାଇଁ ପ୍ରୟାସ କରୁଥିଲେ ।

ତେଣୁ ବର୍ତ୍ତମାନ ସେମାନଙ୍କ ସେଲିବ୍ରେସନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଅରିୟାନ ଖାନଙ୍କ ବେଲରେ ଆପଣ ମାନେ ଖୁସି ଅଛନ୍ତି ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *