Pakistani ଝିଅଟି Aryan Khan କୁ ନେଇ ଯାହା କହିଲା, ପୁରା ଭାରତରେ ହେଉଛି ଚର୍ଚ୍ଚା, ଦେଖନ୍ତୁ Video ସେ କଣ କହୁଛନ୍ତି ?

ବନ୍ଧୁଗଣ ଆରିୟାନ ଖାନ ଗି-ର-ଫ ହେବ ପରେ ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କର ବହୁତ ଚର୍ଚା ହେଉଛି । ଡ୍ର-ଗ୍ସ କେ-ସ-ରେ ଫ-ସି-ବା ପରେ ଅରିୟାନ ଖାନ ସମସ୍ତ ସ୍ଥାନରେ ଚର୍ଚାରେ ଅଛନ୍ତି । ଏନସିବି ଗତ ଶନିବାର ଦିନ ଅରିୟାନଙ୍କୁ ଗି-ର-ଫ କରିଥିଲା ଓ ବର୍ତ୍ତମାନ ଆରିୟାନ ଜେ-ଲ-ରେ ଅଛନ୍ତି । ଅନ୍ୟ ପକ୍ଷରେ ନିଜ ପୁଅକୁ ବଞ୍ଚାଇବା ପାଇଁ ଶାହରୁଖ ନିଜ ସମସ୍ତ ଫିଲ୍ମର ସୁ-ଟି-ଙ୍ଗ-ଙ୍କୁ ଛାଡି ଆପ୍ରାଣ ଚେଷ୍ଟା କରୁଛନ୍ତି ।

ଅରିୟାନ ଖାନଙ୍କ ପାଇଁ ଅନେକ ବଲିଉଡ କଳାକାର ମାନେ ସମର୍ଥନ କରୁଛନ୍ତି । ସଲମାନ ଖାନ, ହ୍ରୀତିକ ରୋଷନ ଓ ସୋନୁ ସୁଦଙ୍କ ପରି ଦିଗଜ ବଲିଉଡ କଳାକାର ମାନେ ଶାହରୁଖ ଖାନଙ୍କୁ ସମର୍ଥନ ଦେଉଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଏକ ପାକିସ୍ତାନୀ ଝିଅ ଆରିୟାନଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସେହି ପାକିସ୍ତାନୀ ଝିଅର ନାମ ହେଉଛି ସିଯା । ସିଯା ଏକ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆ-ରେ ଅପଲୋଡ କରିଛନ୍ତି । ସିଯାଙ୍କ ମତରେ- ‘ମୁ ଗତ କିଛି ଦିନ ହେବ ଆରିୟାନ ଖାନଙ୍କ ମାମଲା ଦେଖୁଛି । ମୁ ଏତିକି ତ ଜାଣି ଯାଇଛି ବଲିଉଡ ବାହାରୁ ଯେମିତି ଦେଖା ଯାଉଛି ଭିତରୁ ସେମିତି ନୁହେଁ । ବଲିଉଡ ଉପରେ ପାକିସ୍ତାନୀ ଝିଅ ମାନଙ୍କର ଜେଭଳି ନଜରିଆ ଥିଲା ତାହା ସଂପୂର୍ଣ୍ଣ ବଦଳି ଯାଇଛି’ ।

ଆଗକୁ ସିଯା କହିଛନ୍ତି-‘ଶାହରୁଖ ଖାନ ସବୁ ପାକିସ୍ତାନୀଙ୍କ ମନରେ ରାଜ କରୁଥିଲେ ହେଲେ ତାଙ୍କ ବିଷୟରେ ଆଜି ଯାହା ଖବର ଦେଖିବାକୁ ମିଳୁଛି ସେଥିପାଇଁ ଦୁଃଖ ଲାଗୁଛି ।ବଲିଉଡରେ ଯେଉଁ ସବୁ ବଡ ବଡ ଖାନ ଅଛନ୍ତି ସେମାନଙ୍କର କେବଳ ନାମ ବଡ ଅଛି ହେଲେ ସେମାନଙ୍କ କାମ ବହୁତ ଛୋଟ । ମୁ କେବେ ଭାବି ନଥିଲି ଯେ, ଶାହରୁଖ ଖାନଙ୍କ ଘରେ ନି-ଶା-ର ମାହୋଲ ସୃଷ୍ଟି ହେବ । ଏହି ଖବର ଜାଣିବା ପରେ ମୋତେ ବହୁତ ଅଜବ ଲାଗିଲା ଓ ଏହି ଖବର ଉପରେ ବିଶ୍ଵାସ କରିବାକୁ ଲାଗିଲା’ ।

ଏହାପରେ ଆଗକୁ ସିଯା କହିଛନ୍ତି- ‘ଶାହରୁଖ ଖାନ ଏତେ ବର୍ଷ ଯାଏଁ ଯେତେ ବଡ ନାମ ଅର୍ଜନ କରିଛନ୍ତି ତାକୁ ତାଙ୍କ ପୁଅକୁ ବୁଡାଉଛି । ଶାହରୁଖ ନିଜକୁ ରାଜା ପରି ଭାବନ୍ତି ସେଥିପାଇଁ ତାଙ୍କୁ କିଙ୍ଗ ଖାନ କୁହାଯାଏ । ହେଲେ ପ୍ରକୃତରେ ଶାହରୁଖ ଓ ତାଙ୍କ ପରିବାର ନି-ଶା-ଖୋ-ର ଅଟନ୍ତି’ । ତା ହେଲେ ବନ୍ଧୁଗଣ ପାକିସ୍ତାନୀ ଝିଅର ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *