ସାଂଘାତିକ ଅଭିଯୋଗ ଆଣିଲେ ଜଣେ ସାକ୍ଷୀ, କହିଲେ ‘Aryan Khan ଙ୍କୁ ଛାଡିବା ପାଇଁ Shahrukh ଙ୍କ ସହ 25 କୋଟି ର ଡୀଲ କରିଥିଲା NCB ହେଲେ…’ ଦେଖନ୍ତୁ Video

ବନ୍ଧୁଗଣ ମୁମ୍ବାଇ କୃ-ଶ ଡ୍ର-ଗ ପାର୍ଟିକୁ ନେଇ ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚା ଜୋରସୋର ଧରିଛି । ପ୍ରତିଦିନ ଏହି ମା-ମ-ଲା ସହ ଜଡିତ କିଛି ନୂଆ ନୂଆ ରହସ୍ୟର ପ-ର-ଦା-ଫା-ସ ହେଉଛି ଓ ଆଜି ମଧ୍ୟ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ବଡ ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ବର୍ତ୍ତମାନର ଖବର ଅନୁସାରେ ମୁମ୍ବାଇ କୃଶ ଡ୍ର-ଗ ମା-ମ-ଲା-ରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଅରିୟାନ ଖାନଙ୍କୁ ମୁ-କୁ-ଳା-ଇ-ବା ପାଇଁ ହୋଇଥିଲା ଏକ ବଡ ଡିଲ । ଶାହରୁଖଙ୍କୁ ୨୫ କୋଟି ଟଙ୍କା ମାଗିଥିଲେ ଜଣେ ଏନସିବି ଅଧିକାରୀ । ଏଭଳି ଅ-ଭି-ଯୋ-ଗ ଆଣିଛନ୍ତି ଜଣେ ସାକ୍ଷୀ । ବନ୍ଧୁଗଣ ତାଙ୍କ ନାମ ହେଉଛି ପ୍ରଭାକର ସେନ । ସେ କହିଛନ୍ତି କୃଶ ଡ୍ର-ଗ ମା-ମ-ଲା-ରେ ଅରିୟାନ ଧ-ରା ପଡିବା ପରେ ତାଙ୍କୁ ଛା-ଡି-ବା ପାଇଁ ଏକ ଡିଲ ହୋଇଥିଲା ।

ଶାହରୁଖ ଖାନଙ୍କୁ ୨୫ କୋଟି ଟଙ୍କା ମାଗିଥିବା ବେଳେ ୧୮ କୋଟିରେ ଡିଲ ଫାଇନାଲ ହୋଇଥିଲା । ଏଥିରୁ ୮ କୋଟି ଟଙ୍କା ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ ନେଇଥାନ୍ତେ । ଅରିୟାନ ଗି-ର-ଫ ହେବା ପରେ ଜଣେ ବ୍ୟକ୍ତିଙ୍କ ସହ ଅରିୟାନଙ୍କ ଫଟୋ ଓ ଭିଡିଓ ଭା-ଇ-ରା-ଲ ହୋଇଥିଲା । ସେହି ବ୍ୟକ୍ତି ଜଣକ ହେଉଛନ୍ତି କିରନ ଗୋସ୍ଵାମୀ । ପ୍ରଭାକର ତାଙ୍କର ବଡି ଗାର୍ଡ ବୋଲି ଜଣା ପଡିଛି ।

ଘ-ଟ-ଣା ଦିନ ରାତିରେ ପ୍ରଭାକରଙ୍କୁ ଏହି ଡିଲ ସମ୍ପର୍କରେ ସୂଚନା ମିଳିଥିଲା । ଏହି ଡିଲ ବିଷୟରେ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ସହ କଥା ହୋଇଥିଲା । ହେଲେ ଡିଲ ସମୟରେ ପୂଜା ଫୋନ ନ ଉଠାଇବାରୁ ଡିଲ ଭା-ଙ୍ଗି ଯାଇଥିଲା । ତେବେ ପ୍ରଭାକର ଏନେଇ କୋ-ର୍ଟ-ରେ ସତ୍ୟପାଠ ଦଖିଲ କରିଛନ୍ତି । ଏହି ଅ-ଭି-ଯୋ-ଗ-କୁ ଖ-ଣ୍ଡ-ନ କରିବା ସହ ଏହି ମି-ଥ୍ୟା ଅ-ଭି-ଯୋ-ଗ-ର ଉଚିତ ଜବାବ ଦେବେ ବୋଲି କହିଛନ୍ତି ସମୀର ବାଙ୍ଖଡେ ।

Leave a Reply

Your email address will not be published. Required fields are marked *