Aryan Khan ଙ୍କ ମାମଲାରେ କିଛି ଏମିତି ଜବାବ ଦେଲେ Akshay Kumar, ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ଗି-ର-ଫ ହେବା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ବି-ବା-ଦ ସୃଷ୍ଟି ହୋଇଛି । ଗତ ଶନିବାର ଦିନ ମୁମ୍ବାଇରୁ ଗୋଆ ଯାଉଥିବା ଏକ କୃସ୍ ପାର୍ଟିରେ ଏନସିବି ଟିମ ଚ-ଢା-ଉ କରିଥିଲା । ସେହି କୃସରେ ଡ୍ର-ଗ୍ସ ପାର୍ଟି ଚାଲିଥିଲା ଓ ସେହି କୃସରେ ଆରିୟାନ ଖାନ ଉପସ୍ଥିତ ଥିଲେ । ଏହା ପରେ ଆରିୟାନଙ୍କ ସହ ତାଙ୍କ ସାଥି ମାନଙ୍କୁ ଏନସିବି ଗି-ର-ଫ କରି କ-ଷ୍ଟେ-ଡି-ରେ ରଖିଥିଲା । ଗତ ୭ ତାରିଖରେ ଆରିୟାନଙ୍କୁ କୋ-ର୍ଟ ନିଷ୍ପତ୍ତି ଦ୍ଵାରା ଜେ-ଲ-କୁ ପଠାଯାଇଛି ।

ଆରିୟାନ ଜେ-ଲ ଯିବା ପରେ ବାପା ଶାହରୁଖ ଓ ମା ଗୌରିଙ୍କ ଉପରେ ଦୁଃଖର ପା-ହା-ଡ ଭା-ଙ୍ଗି ପଡିଛି । ଅନ୍ୟ ପକ୍ଷରେ ବଲିଉଡ ଇଣ୍ଡଷ୍ଟ୍ରିର କିଛି କଳାକାର ମାନେ ଆରିୟାନଙ୍କୁ ସମର୍ଥନ ଦେଉଛନ୍ତି । କାରଣ ଆରିୟାନ ବହୁତ କମ ବର୍ଷରେ ଏପରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଅରିୟାନଙ୍କୁ ଏହି ପରିସ୍ଥିତି ସହ ଲ-ଢି-ବା ପାଇଁ ବଲିଉଡର ଅନେକ ଦିଗଜ କଳାକାର ମାନେ ସମର୍ଥନ ଦେଉଛନ୍ତି ।

ବର୍ତ୍ତମାନ ବଲିଉଡର ପ୍ରସିଦ୍ଧ କଳାକାର ଅକ୍ଷୟ କୁମାର ଏହି ଡ୍ର-ଗ୍ସ ମାମଲାରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବଲିଉଡର ଖିଲାଡ଼ି ଅକ୍ଷୟ କୁମାର ଏହି ମାମଲାକୁ ନେଇ ଏକ ବଡ ପ୍ରାତିକ୍ରିୟା ଦେଇଛନ୍ତି । ଅକ୍ଷୟଙ୍କୁ ଯେତେବେଳେ ଏହି ମାମଲା ବିଷୟରେ ପଚରା ଯାଇଥିଲା ସେତେବେଳେ ଅକ୍ଷୟ କହିଥିଲେ-‘ପ୍ରଥମ କଥା ହେଉଛି ମୁ ସେ କୃସ୍ ପାର୍ଟିରେ ନଥିଲି କୃସ୍ ରେ କଣ ହୋଇଛି ତାହା ବିଷୟରେ ମୁ କିଛି ବି ଜାଣି ନାହିଁ ।

ଦ୍ଵିତୀୟ କଥା ହେଉଛି ଏନସିବି ଆରିୟାନ ଖାନଙ୍କୁ ଗି-ର-ଫ କରିଛି ଓ ଏହି ମା-ମ-ଲା-ର ତ-ଦ-ନ୍ତ କରୁଛି । ତେବେ ଆରିୟାନ ଦୋ-ଷୀ ଅଟନ୍ତି ନା ନି-ର୍ଦୋ-ଶୀ ବହୁତ ଶୀଘ୍ର ଜଣା ପଡିଯିବ’ । ଏହାପରେ ଆଗକୁ ଅକ୍ଷୟ କହିଛନ୍ତି-‘ଯଦି ଆରିୟାନ ଦୋ-ଷୀ ଥିବେ ତେବେ ତାଙ୍କୁ ଦ-ଣ୍ଡ ମିଳିବା ଉଚିତ ଓ ଯଦି ସେ ଦୋ-ଷୀ ନଥିବେ ତା ହେଲେ ତାଙ୍କ ଉପରେ ଆ-ରୋ-ପି-ର ଟ୍ୟାଗ ଲଗାଇବା ଠିକ ନୁହେଁ ।

ଆପଣ ମାନେ ଅରିୟାନଙ୍କୁ ନେଇ ମି-ଡି-ଆ-ରେ ଏତେ ହାଇ ଲାଇଟ କରନ୍ତୁ ନାହିଁ । ସତ କଣ ଆମେ ବହୁତ ଶୀଘ୍ର ଜାଣିବା’ । ତା ହେଲେ ବନ୍ଧୁଗଣ ଅକ୍ଷୟଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *