ଆର୍ୟନ ଖାନଙ୍କ ମୋବାଇଲରୁ ଆସିଲା ସାଂଘାତିକ ତଥ୍ୟ ! ଜାଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ୩ ଅକ୍ଟୋବର ରେ କ୍ରୁସ୍‌ରେ ରେଭ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ଅଚାନକ ଚ-ଢ଼ା-ଉ କରିଥିଲା । ଏଥିରେ ୮ ଜଣଙ୍କୁ ଧରାଯାଇ ଥିବା ବେଳେ ସେଥିରେ ଥିଲେ ବଲିଉଡ୍‌ର କିଂ ଖାନ୍‌ ଶାହରୁଖ୍‌ଙ୍କ ପୁଅ ଆର୍ଯ୍ୟନ ଖାନ । ଗି-ର-ଫ ପରେ ବେ-ଲ୍ ଆବେଦନ କରାଯାଇଥିଲେ ବି ତାଙ୍କୁ ବେ-ଲ୍ ମିଳି ନଥିଲା । ଆଜି ମୁମ୍ବାଇର ଏକ କୋ-ର୍ଟ-ରେ ଏହି ମାମଲାରେ ଶୁଣାଣି ବେଳେ ଆର୍ଯ୍ୟନ୍‌ଙ୍କ ରିମାଣ୍ଡ ଅବଧି ୩ ଦିନ ବଢ଼ାଇଛନ୍ତି କୋର୍ଟ ।

ଅଧିକ ତ-ଦ-ନ୍ତ ପାଇଁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଆର୍ଯ୍ୟନ ଏନ୍‌ସିବି କ-ଷ୍ଟୁ-ଡି-ରେ ରହିବେ ବୋଲି କୋର୍ଟ କହିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମୁନ୍‌ମୁନ୍‌ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ । ଏନସିବି ଅ-ଭି-ଯୋ-ଗ କରିଛି ଯେ ଆର୍ଯ୍ୟନ୍ ଖାନ୍ ଡ୍ର-ଗ୍ ସି-ଣ୍ଡି-କେ-ଟ୍- ର ଏକ ଅଂଶ ।

ସୂଚନାନୁସାରେ, ତାଙ୍କ ମୋବାଇଲରୁ ପ୍ରାପ୍ତ କିଛି ଚାଟ୍ ମଧ୍ୟ ଏହା ଆଡକୁ ଇଶାରା ଦେଉଛି । ଏଭଳି ପରିସ୍ଥିତିରେ ଏନସିବି କ୍ରୁଜ୍ ପାର୍ଟି ସହ ଜଡିତ ପ୍ରତ୍ୟେକ ଦିଗକୁ ଖୋଜୁଛି । ତେବେ ସୂଚନା ଅନୁସାରେ ଆର୍ଯ୍ୟନ ଙ୍କ ଫୋନ କୁ ବହୁତ କିଛି ତଥ୍ୟ ମିଲୁଛି ଏବଂ ମୁମ୍ବାଇ ରେ ଏହା କେଉଁଠି କେଉଁଠି ଲମ୍ବିଛି ଇତ୍ୟାଦି ତେଣୁ ତାଙ୍କୁ ହେପଜାତ ରେ ରଖିବା ନିହାତି ଆବଶ୍ୟକ ।
ତେବେ ସେପଟେ ଆର୍ଯ୍ୟ ଖାନଙ୍କ ଓକିଲ ସତୀଶ ମନସିନ୍ଦେ କୋର୍ଟଙ୍କୁ କହିଛନ୍ତି ଯେ ବଲିଉଡ ଯୋଗୁଁ ଆର୍ଯ୍ୟ ଖାନଙ୍କୁ ଏକ ବିଶେଷ ଅତିଥି ଭାବରେ କ୍ରୁଜରେ ନିମନ୍ତ୍ରଣ କରାଯାଇଥିଲା ।

ଦଳ ସଂଗଠନ ସହିତ ତାଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା । ଆର୍ଯ୍ୟଙ୍କ ପାଖରେ ଜାହାଜ ଟିକେଟ ଏବଂ ବୋର୍ଡିଂ ପାସ୍ ମଧ୍ୟ ନଥିଲା । ସେ କହିଛନ୍ତି ଯେ ଏନସିବି ଅନୁସନ୍ଧାନରେ ସେପରି କୌଣସି ପ୍ରମାଣ ମିଳିନଥିଲା, ଯାହା ପ୍ରମାଣିତ କରିପାରିବ ​ଯେ ଆର୍ଯ୍ୟନ୍‌ ଖାନ ଡ୍ର-ଗ୍ସ କ୍ରୟ ଏବଂ ବିକ୍ରିରେ ଜଡିତ ଅଛନ୍ତି । ତେଣୁ ତାଙ୍କୁ ହେପାଯତ ରେ ରଖିବା କୌଣସି ଆବଶ୍ୟକ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *