ଆଜି OTV ରିପୋର୍ଟର Arindam Das ଓ ODRAF ଯବାନ ସୀତାରାମ ମୁର୍ମୁ ଙ୍କ ଏକାଦଶାହ, ଦେଖନ୍ତୁ କେମିତି ଗୀତରେ ଗୀତରେ ସେମାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି, ଦେଖନ୍ତୁ Video

ବନ୍ଧୁଗଣ, କିଛି ଦିନ ତଳେ ମହାନଦୀ ବ୍ୟାରେଜ ରେ ଘ-ଟି-ଯା-ଇଥିବା ଘ-ଟ-ଣା ସମ୍ବନ୍ଧରେ ଆପଣ ମାନେ ନିଶ୍ଚିତ ଜାଣିଥିବେ । ଏହି ଦୁ-ଖ-ଦ ଘ-ଟ-ଣା ଟି କାହାକୁ ଅଛପା ରହିନାହିଁ । ଜଙ୍ଗଲି ହାତୀ କୁ ବଞ୍ଚାଇବା ନିମନ୍ତେ ଯାଇ ଦୁଇଟି ଜୀବନ ଚାଲିଗଲା । ଜଣେ ହେଉଛନ୍ତି ଓଟିଭି ର ବିଖ୍ୟାତ ରିପୋର୍ଟର ଅରିନ୍ଦମ ଦାସ ଏବଂ ଅନ୍ୟ ଜଣେ ଓଡ୍ରାଫ କର୍ମୀ ସୀତାରାମ ମୁର୍ମୁ । ଗଭୀର ଜଳ ମଧ୍ୟରେ ହାତୀଛୁଆ କୁ ଘଉଡାଇବା ନିମନ୍ତେ ପ୍ରୟାସ ଚାଲିଥିଲା ।

ମାତ୍ର ବିଧିର ବିଧାନ କେ କରିବ ଆନ । ମହାନଦୀରେ ଘ-ଟି-ଗ-ଲା ଅ-ଘ-ଟ-ଣ । ହାତୀଛୁଆ ଟିକୁ ଘଉଡାଇ ନେଉଥିଲେ ମାତ୍ର ହାତୀ ଟି ବୁଝି ପାରୁ ନଥାଏ ପାଣିର ସୁଅ ହାତୀ ଟିକୁ ଭୟଭିତ କରି ପକାଇଥିଲା । ପାଣି ର ଉଚ୍ଚତା କ୍ରମଶ ହାତୀର ମସ୍ତକ ଉପରେ ଲାଗିଲା । ଓଡ୍ରାଫ ଟିମ ଓଟିଭି ରିପୋର୍ଟର ଅରିନ୍ଦମ ଏବଂ କ୍ୟାମେରା ମ୍ୟାନ ପ୍ରଦୀପ ଙ୍କ ସମେତ ସମୁଦାୟ ୭ ଜଣ ଜଳ ମଧ୍ୟ କୁ ଯାଇଥିଲେ ।

ଗଭୀର ଜଳ ରେ ହଟାତ ସୁଅ ଛୁ-ଟି-ବାକୁ ଲାଗିଲା । ଏଭଳି ଭାବରେ ପାଣି ର ପ୍ରବାହ ବଢିବାକୁ ଲାଗିଲା ଯେ ଚାହୁଁ ଚାହୁଁ ବୋଟ ଟି ଓ-ଲ-ଟି ପଡିଲା । କିନ୍ତୁ ଓଡ୍ରାଫ ଟିମ ଏବଂ ଓଟିଭି ଟିମ ନିଜ କୁ ବଞ୍ଚାଇବା ନିମନ୍ତେ ସଂପୂର୍ଣ୍ଣ ପ୍ରୟାସ କରିଥିଲେ । ଆଜି ମଧ୍ୟ ସେହି ଦୃଶ୍ୟ ମନେ ପଡୁଅଛି କିଭଳି ଅରିନ୍ଦମ ନିଜକୁ ବଞ୍ଚାଇବା ନିମନ୍ତେ ଆ-କୁ-ଳ ହେଉଥିଲେ ।

କିନ୍ତୁ ସମସ୍ତ ପ୍ରୟାସ ବୃଥା ରେ ଚାଲିଗଲା । ସବୁଦିନ ପାଇଁ ଆଖି ବୁଝିଦେଲେ OTV ରିପୋର୍ଟର ଅରିନ୍ଦମ ଏବଂ ଓଡ୍ରାଫ କର୍ମୀ ସୀତାରାମ ମୁର୍ମୁ । ସୂଚନା ଅନୁଯାୟୀ ସୀତାରାମ ମୁର୍ମୁ ଜଣେ ପଦକ୍ଷଣ ସାହାସୀ ରେସକ୍ୟୁ ଯୋ-ଦ୍ଧା ଥିଲେ । ସେ ଏଭଳି ବହୁତ ବିପତ୍ତି ର ସାମ୍ନା କରି ଲୋକ ମାନଙ୍କୁ ବି-ପ-ତ୍ତି ରୁ ରକ୍ଷା କରିଛନ୍ତି । ମାତ୍ର ସେ ମଧ୍ୟ ବିଧିର ନିୟମ ଆଗରେ ହାରିଗଲେ ।

ସବୁଦିନ ଲାଗି ଆରପାରି କୁ ଚାଲିଗଲେ । ଏହି କ୍ଷତି କୁ ସ୍ମରଣ କରି ବର୍ତ୍ତମାନ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ନାମରେ ଏକ ସମ୍ବଲପୁରୀ ସଙ୍ଗୀତ କରାଯାଇଅଛି । ଏହି ଗୀତ ରେ ସେଦିନ ଘଟିଥିବା ସମସ୍ତ ଘଟଣା କୁ ଅତି ଭାବବିହୋଳ ଭାବରେ ଗାଇଛନ୍ତି କଣ୍ଠଶିଳ୍ପୀ । ଆପଣ ମଧ୍ୟ ଏହି ଗୀତ କୁ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆପେ ଆପେ ଝରିଯିବ ।

Leave a Reply

Your email address will not be published. Required fields are marked *