Arindam ଙ୍କ ନାଁରେ ଅପପ୍ରଚାର କୁ ନେଇ ଥାନାର ଦ୍ଵାରସ୍ଥ ହେଲେ ସାମ୍ବାଦିକ ସଙ୍ଘ, ସେ କଣ କହୁଛନ୍ତି ଥରେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ସ୍ଵର୍ଗତ ଅରିନ୍ଦମ ଦାସଙ୍କ ମୃ-ତ୍ୟୁକୁ ଗତ କିଛି ଦିନ ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-କୁ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହି ସୋ-ସି-ଆ-ଲ ମି-ଡି-ଆ-ରେ ଅ-ପ-ପ୍ର-ଚା-ର କରୁଥିବାର ଦେଖିବାକୁ ମିଳୁଛି । କିଏ ଅରିନ୍ଦମଙ୍କ ବିଷୟରେ ଭଲ କଥା କହୁଛି ତ କିଏ ଖରାପ କଥା କହୁଛି । ତେବେ ଏହି ସମୟରେ ସାମ୍ବାଦିକ ସଂଘ ପକ୍ଷରୁ କ୍ୟାପିଟାଲ ଥାନାରେ ଏକ ଏ-ତ-ଲା ଦିଆଯାଇଛି ।

ସାମ୍ବାଦିକ ସଂଘ ଗଣମାଧ୍ୟମ ସାମ୍ନାକୁ ଆସି ଅରିନ୍ଦମଙ୍କ ବିଷୟରେ କିଛି ବିଶେଷ କଥା କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସାମ୍ବାଦିକ ସଂଘ ମତରେ-‘ ଆମ ସାନ ଭାଇ ଅରିନ୍ଦମ ଚାଲିଗଲା ପରେ ସମସ୍ତ ଓଡିଶା ବାସୀ ଦୁଃଖ ପ୍ରକାଶ କରୁଥିବା ବେଳେ ଜଣେ ଅ-ସ-ମା-ଜି-କ ଦୁ-ଷ୍ଟ ପ୍ରକୃତିର ବ୍ୟକ୍ତି ଅରିନ୍ଦମକୁ ନେଇ ଅ-ପ-ମା-ନ ଜ-ନ-କ ମନ୍ତବ୍ୟ ରଖିଛନ୍ତି ।


ସେ ଯାହା ସବୁ କଥା କହିଛନ୍ତି ଏଠି ଆମେ କହିପାରିବୁ ନାହିଁ । ସେହି ଦୁ-ଷ୍ଟ ବ୍ୟକ୍ତି ଜଣକ ସୋ-ସି-ଆ-ଲ ମି-ଡି-ଆ-ରେ ଅରିନ୍ଦମଙ୍କୁ ଅ-ପ-ମା-ନ କରୁଛି’ । ଆଗକୁ ସାମ୍ବାଦିକ ସଂଘ କହିଛନ୍ତି- ‘ତାଙ୍କର ଏହି କାମ ପାଇଁ ଆମେ ତାଙ୍କୁ ପ୍ରଥମେ ପଚାରିଥିଲୁ, ଭାଇ ତମେ କାହିଁକି ଏମିତି କରୁଛ ? ହେଲେ ସେ ଆମ ପ୍ରଶ୍ନର ଉତ୍ତର ନଦେଇ ଆମକୁ ବହୁତ ଗା-ଳି କରିଲେ ଓ ସେ ସବୁ ଆମେ ଏଠି କହିପାରିବୁ ନାହିଁ ।

ତେଣୁ ଆଜି ଆମେ ଥାନା ଅଧିକାରୁଙ୍କୁ ଅ-ଭି-ଯୋ-ଗ କରିଛୁ’ । ଆଗକୁ ସାମ୍ବାଦିକ ସଂଘ କହିଛନ୍ତି- ‘ସେହି ବ୍ୟକ୍ତି ଯାହା ସବୁ ଲେଖିଛନ୍ତି ଅରିନ୍ଦମଙ୍କ ପରିବାରକୁ କେମିତି ଲାଗୁଥିବ ଆଉ ଆମ ମାନଙ୍କୁ ମଧ୍ୟ ବହୁତ କ-ଷ୍ଟ ହୋଇଛି । ଜଣେ ସାମ୍ବାଦିକ ନିଜ ଜୀବନକୁ ବା-ଜି-ରେ ପକାଇ ନ୍ୟୁଜ ସଂଗ୍ରହ କରୁଛି । ଯଦି ସେ କର୍ତ୍ତବ୍ୟ ପାଳନ କରିବା ସମୟରେ ଅ-କା-ଳ ବି-ୟୋ-ଗ-ରେ ମ-ରି-ଯି-ବ ତା ହେଲେ ତମେ ଏମିତି ଲେଖିବ । ଏହା ଗ୍ରହଣୀୟ ନୁହେଁ’ ।

ଆଗକୁ ସାମ୍ବାଦିକ ସଂଘ କହିଛନ୍ତି- ‘ଆମେ ସେହି ବ୍ୟକ୍ତିଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଛୁ ଓ ଆମେ ଚାହୁଁଛୁ ତୁରନ୍ତ ତାଙ୍କ ବି-ରୋ-ଧ-ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ଅରିନ୍ଦମଙ୍କ ବିଷୟରେ ଅନ୍ୟ କେତେକ ଲୋକ ମଧ୍ୟ ଖରାପ କଥା କହୁଛନ୍ତି ହେଲେ ଏହି ବ୍ୟକ୍ତି ଜଣକ ଯେମିତି ଖୋଲା ଖୋଲି ଭାବରେ ଏହି କାମ କରିଛନ୍ତି ସେ ନେଇ ତାଙ୍କୁ ଦ-ଣ୍ଡ ଦିଆଯାଉ’ ।

Leave a Reply

Your email address will not be published. Required fields are marked *