ଦେଖନ୍ତୁ Reporter Arindam Das ଙ୍କ ପୁରା ପରିବାର, ଦେଖିଲେ ଆଖିରେ ଲୁହ ରହିବନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ର ସବୁଠାରୁ ବଡ଼ ଦୁଃଖ ଖବର ହେଉଛି ଆରପାରି ରେ ଓଟିଭି ର ସାମ୍ବାଦିକ ଅରିନ୍ଦମ ଦାସ । ଶୁକ୍ରବାର ଦିନ ମୁଣ୍ଡୁଳି ଠାରେ ବୋଟ ଓ-ଲ-ଟି-ବା ପରେ ଏଥିରେ ଅରିନ୍ଦମ ଙ୍କ ଅ-କା-ଳ ବି-ୟୋ-ଗ ଘ-ଟି-ଛି । ତେବେ ମୁଣ୍ଡୁଳି ବ୍ୟାରେଜ ଠାରେ ଫ-ସି ରହିଥିବା ହାତୀ କୁ ଉଦ୍ଧାର କରିବା ନିମନ୍ତେ ଓଡ୍ରାଫ ଟିମ୍ ପାଣି ମଝି କୁ ଯାଇଥିଲା । ଯେଉଁଥିରେ ଓଡ୍ରାଫ ଟିମ୍ ସହିତ ଓଟିଭି ର କ୍ୟାମେରା ମ୍ୟାନ୍ ଓ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ରହିଥିଲେ ।

ଏହି ସମୟ ରେ ହାତୀ କୁ ଉଦ୍ଧାର କରିବାକୁ ଯାଇଥିବା ବୋଟ୍ ଟି ହଠାତ ପାଣି ରେ ବୁ-ଡ଼ି ଯାଇଥିଲା । ଯାହା ଫଳ ରେ ପାଣି ଭିତରେ ଓଟିଭି ର ରିପୋର୍ଟର ଅରିନ୍ଦମ ଦାସ ଙ୍କ ସହିତ ଓଡ୍ରାଫ କର୍ମଚାରୀ ପାଣି ଭିତରେ ବୁ-ଡ଼ି ଯାଇଥିଲେ । ପାଣି ର ପ୍ରଖର ସ୍ରୋତ ଭିତରେ ସେମାନେ ଫ-ସି ରହିଥିଲେ । ଘଟଣା ସ୍ଥଳ ରେ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଏସ୍ସିବି ମେଡ଼ିକାଲ ପହଁଚିବା ପରେ ତାଙ୍କୁ ମୃ-ତ ଘୋଷଣା କରାଯାଇଛି ।

ଅରିନ୍ଦମ ଦାସ ଏଭଳି ଜଣେ ରିପୋର୍ଟର ଥିଲେ ଯିଏ ସବୁବେଳେ କାମ କୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରୁଥିଲେ । ବାତ୍ୟା ହେଉ ଅଥବା ବନ୍ୟା ହେଉ ତାଙ୍କୁ ଗ୍ରାଉଣ୍ଡ ଜିରୋ ରେ ଦେଖିବାକୁ ମିଳିଥିଲା । ଗତ ଫନି ବାତ୍ୟା ସମୟ ରେ ମଧ୍ୟ ତାଙ୍କୁ ଗ୍ରାଉଣ୍ଡ ଜିରୋ ରେ ରହି ରିପୋର୍ଟିଂ କରୁଥିବାର ଦେଖିଵାକୁ ମିଳୁଥିଲା । ଯାହା ତାଙ୍କୁ ସାଧାରଣ ଲୋକ ଙ୍କ ଗହଣ ରେ ପରିଚିତ କରିପାରିଥିଲା ।

କେବଳ ସେତିକି ନୁହେଁ ଅ-ପ-ରା-ଧ ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କର ଦକ୍ଷତା ଭରି ରହିଥିଲା । ତାଙ୍କର ଦେ-ହା-ନ୍ତ ପରେ ବର୍ତ୍ତମାନ ସାମ୍ବାଦିକ ଜଗତ ରେ ଶୋ-କ ଖେଳି ଯାଇଛି । ତେବେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ଦେ-ହା-ନ୍ତ ପରେ ତାଙ୍କ ଅ-କା-ଳ ବି-ୟୋ-ଗ ନେଇ ଶୋ-କ ପ୍ରକାଶ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ଦେ-ହା-ନ୍ତ ବିଷୟ ରେ ଜାଣି ମୁଁ ବହୁତ ଦୁଃଖିତ ।

ଓଡ଼ିଶା ର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୁରଣୀୟ କ୍ଷତି ଅଟେ । ତାଙ୍କର ଅମର ଆତ୍ମା ର ସଦ୍ଗତି କାମନା କରିବା ସହିତ ସମସ୍ତ ଆହତ ଙ୍କ ଆସୁ ଆରୋଗ୍ୟ କାମନା କରୁଛି । ତେବେ ଏହିଭଳି ଭାବରେ ନବୀନ ପଟ୍ଟନାୟକ ତାଙ୍କର ଶୋ-କ ପ୍ରକାଶ ବ୍ୟକ୍ତ କରିଛନ୍ତି । ଅରିନ୍ଦମ ଙ୍କ ଅ-କା-ଳ ବି-ୟୋ-ଗ ପରେ ତାଙ୍କର ସମ୍ପୂର୍ଣ୍ଣ ପରିବାର ମଧ୍ୟ ଦୁଃଖ ରେ ଭା-ଙ୍ଗି ପଡିଛନ୍ତି । ତାଙ୍କ ପରିବାର ରେ ତାଙ୍କ ମାଆ, ଭଉଣୀ, ପତ୍ନୀ ଓ କୁନି ଝିଅ ଅଛନ୍ତି ।

ପୂର୍ବରୁ ଅରିନ୍ଦମ ଙ୍କ ବାପା ଙ୍କ ଆ-କ୍ସି-ଡେ-ଣ୍ଟ ରେ ମୃ-ତ୍ୟୁ ଘ-ଟି-ଥି-ଲା । ବର୍ତ୍ତମାନ ଅରିନ୍ଦମ ଙ୍କ ମୃ-ତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ରୂପରେ ଉପାୟ ଶୂନ୍ୟ ହୋଇ ଯାଇଛନ୍ତି । ତେବେ ଭଗବାନ ଙ୍କ ନିକଟରେ ଆମେ ମଧ୍ୟ ପ୍ରାର୍ଥନା କରୁଛୁ ତାଙ୍କ ଆତ୍ମା ର ସଦ୍ଗତି ହେଉ ଏବଂ ଏହା ଆଶା କରୁଛୁ ଯେ, ଅରିନ୍ଦମ ଙ୍କ ପରିବାର କୁ ନିଶ୍ଚିତ ଭାବରେ ଆର୍ଥିକ ସହାୟତା ସରକାର ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *