ଓଲିଉଡ ର ଚୁଲବୁଲି ନାୟିକା ଅର୍ଚ୍ଚିତା ଓ ତାଙ୍କ ଭଉଣୀ ଅର୍ପିତା ଛୋଟ ବେଳେ କେମିତି ଦେଖା ଯାଉଥିଲେ ? ଶିଘ୍ର ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଡିଆର ଫେମସ ଅଭିନେତ୍ରୀ ଅର୍ଚିତା ସାହୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅର୍ଚିତାଙ୍କର ବହୁତ ସୁପର ହିଟ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ଅର୍ଚିତା ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଗତ କିଛି ଦିନ ତଳେ ଅର୍ଚିତା ନିଜ ବିବାହ ପାଇଁ ବହୁତ ଚର୍ଚାରେ ରହିଥିଲେ ।

ସେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ ବିବାହ କରିଛନ୍ତି । ଏହି ଦୁଇଜଣଙ୍କ ବିବାହ ଗତମାସରେ ରାଜସ୍ଥାନରେ ହୋଇଥିଲା । ବନ୍ଧୁଗଣ ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ ଓ ଶେଷରେ ପରସ୍ପର ସହ ବିବାହ କରି ସାତ ଜନ୍ମର ସାଥି ହୋଇଗଲେ । ବର୍ତ୍ତମାନ ଅର୍ଚିତା ନିଜ ଶାଶୁ ଘରେ ନିଜ ସ୍ଵାମୀ ସବ୍ୟସାଚୀଙ୍କ ସହ ରହୁଛନ୍ତି । ବନ୍ଧୁଗଣ ବିବାହ ପରଠାରୁ ଅର୍ଚିତା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର କିଛି ଫଟୋକୁ ସେୟାର କରୁଛନ୍ତି ଯାହା ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆରେ ଅର୍ଚିତାଙ୍କର ବହୁତ ପ୍ରକାରର ଫଟୋ ଦେଖିଥିବେ । ହେଲେ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ଫଟୋ ବିଷୟରେ କହିବାକୁ ଯାଉଛୁ ଯାହା ପାଇଁ ଅର୍ଚିତା ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅର୍ଚିତାଙ୍କର ଏହି ଫଟୋ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଅର୍ଚିତାଙ୍କର ଏକ ଭଉଣୀ ଅଛନ୍ତି ଯାହାଙ୍କର ନାମ ହେଉଛି ଅର୍ପିତା ସାହୁ । ଅବଶ୍ୟ ଅର୍ପିତା ଲାଇମ ଲାଇଟ ଠାରୁ ସବୁବେଳେ ଦୂରରେ ରୁହନ୍ତି ହେଲେ ସୋସିଆଲ ମିଡିଆରେ ଅର୍ପିତା ଓ ଅର୍ଚିତାଙ୍କ ଫଟୋ ବହୁତ ଭାଇରାଲ ହୋଇଥାଏ । ବନ୍ଧୁଗଣ ଏହି କିଛି ଦିନ ହେବ ଅର୍ଚିତା ଓ ଅର୍ପିତାଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଫଟୋଟି ହେଉଛି ଛୋଟ ବେଳର ଫଟୋ । ଏହି ଫଟୋରେ ଅର୍ଚିତା ଓ ଅର୍ପିତା ଉଭୟ ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସୁଛନ୍ତି । ବନ୍ଧୁଗଣ ଏହି ଫଟୋଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚିତା ଓ ଅର୍ପିତାଙ୍କ ପିଲା ଦିନର ଫଟୋ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *