ଅର୍ଚ୍ଚନା ପାଇଁ ସ୍ଵାମୀ ଜଗବନ୍ଧୁଙ୍କୁ ହୋଇଥିଲା ଗୁଳି ମାଡ, ବେକର ରୁମାଲ କହୁଛି ସବୁ କାହାଣୀ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସୋସିଆଲ ମିଡିଆରେ ଜଗବନ୍ଧୁ ଏବଂ ଅର୍ଚ୍ଚନା ଙ୍କ ଫଟୋ ଯାହା ଭାଇରାଲ ହେଉଛି ସେ ସବୁକୁ ଆପଣ ମାନେ ନିଶ୍ଚିତ ଭାବରେ ଦେଖୁଥିବେ । ଆଉ ଏକ କଥା ଆପଣ ଲକ୍ଷ କରିଥିବେ ଯେ ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ନିଜ ବେକରେ ରୁମାଲ ବାନ୍ଧିଥାନ୍ତି । ପ୍ରାୟ ସବୁ ଫଟୋ ରେ ରୁମାଲ ବାନ୍ଧିଛନ୍ତି ଜଗବନ୍ଧୁ । ତେବେ କେଉଁ କାରଣ ନିମନ୍ତେ ରୁମାଲ ବାନ୍ଧିଛନ୍ତି ଜଗବନ୍ଧୁ ? ତେବେ ଅର୍ଚ୍ଚନା ଙ୍କ ଖେଳ ଯେତେବେଳେ ଜଗା ଙ୍କ ପାଇଁ କାଳ ସାବ୍ୟସ୍ଥ ହୋଇଛି ଠିକ ସେତିକି ବେଳେ ଜଗା ଙ୍କ ବେକରେ ଗୁଳଇ ବାଜିଛି ।

ଆଉ ଜାଗା ଙ୍କ ବେକରେ ଯେଉଁ କ୍ଷତ ସୃଷ୍ଟି ହୋଇଛି ତାକୁ କ୍ୟାମେରା ଆଗରେ ଲୁଚାଇବା ନିମନ୍ତେ ଜାଗା ବର୍ତମାନ ରୁମାଲ ବାନ୍ଧୁଛନ୍ତି । ତେବେ ଯେଉଁଦିନ ଅର୍ଚ୍ଚନା ଙ୍କୁ ପୋଲିସ ଗିରଫ କରିଲା ସେଦିନ ସତ୍ୟ ବିହାର ସ୍ଥିତ ଘରେ ତାଙ୍କ ସ୍ଵାମୀ ଜଗବନ୍ଧୁ ଉପସ୍ଥିତ ଥିଲେ । ମାତ୍ର ସେତେବେଳେ ପୋଲିସ ଜଗବନ୍ଧୁ ଙ୍କୁ ଗିରଫ ନ କରି ଛାଡି ଦେଇଥିଲା ।

କିନ୍ତୁ ଅସୁସ୍ଥ ଥିବା ବେଳେ ପୋଲିସ ତାଙ୍କୁ ଛାଡି ଦେଇଛି ସତ କିନ୍ତୁ ସେ ବର୍ତ୍ତମାନ କିଛି ଖେଳ କରୁନାହିଁ ତ ? ଜଗବନ୍ଧୁ ବେକରେ ଯେଉଁ ରୁମାଲ ବନ୍ଧାଯାଉଛି ତାହା ଅସୁସ୍ଥତା ର ଅଭିନୟ କରାଯାଉଛି ତାହା ସଂପୂର୍ଣ୍ଣ ଭାବରେ ମିଛ । ଖବର ଅନୁସାରେ ସୁନ୍ଦରୀ ଅର୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ରାଉରକେଲା ରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଙ୍କୁ ବ୍ଲାକମେଲ କରୁଥିଲେ ।

ଆଉ ଉତକ୍ଷିପ୍ତ ହୋଇ ବ୍ୟବସାୟୀ ଜଣଙ୍କ ଜଗବନ୍ଧୁ ଙ୍କୁ ଗୁଳଇ କରିବା ନିମନ୍ତେ ସୁପାରି ଦେଇଥିଲେ । ଆଉ ଗୁଳଇ ମଧ୍ୟ ହୋଇଥିଲା ଏବଂ ଏହା ଜଗବନ୍ଧୁ ଙ୍କ ବେକରେ ବାଜିଥିଲା । ମାତ୍ର ଅଳ୍ପକେ ଜଗବନ୍ଧୁ ଙ୍କ ଗଲା ପାଖ ଦେଇ ବାହାରି ଯାଇଥିଲା ଗୁଳଇ । ଏବଂ ଏଥିପାଇଁ ତାଙ୍କର ଜୀବନ ବଞ୍ଚିଯାଇଥିଲା । ଏହା ମଧ୍ୟ ତଦନ୍ତ ହେବା ଦରକାର ବୋଲି ଜନମାନସରେ ଚର୍ଚ୍ଚା ଉଠୁଛି ।

ସବୁଠାରୁ ବଡ କଥା ଏଠାରେ ଶୁଣିବାକୁ ମିଳୁଛି ଯେ ଅର୍ଚ୍ଚନା ଙ୍କ ଜାଲରେ ସବୁ ଦଳର ନେତା ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, ବଡ ବଡ ବିଲଡର ଏବଂ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି । ତେବେ ଜଗବନ୍ଧୁ ଙ୍କୁ ତଦନ୍ତ ପରିସର କୁ ନେଲେ ସମସ୍ତଙ୍କ ମୁଖା ଖୋଲିଯିବ । ଆଉ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଚାପରେ ପୋଲିସ ଜାଣିଶୁଣି ତାଙ୍କୁ ତଦନ୍ତ ପରିସର ଭୁକ୍ତ କରୁ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *