Archana Nag ର ନାଗଫାସ ! nisa ଦେଇ ବେହୋସ କଲା, ସେଇ ଫଟୋକୁ ଦେଖାଇ ଟଙ୍କା ରୋଜଗାର କଲା…ପ୍ରଥମ ଥର ଯୁବତୀଙ୍କୁ ଏମିତି ଫସେଇଥିଲେ ଅର୍ଚନା

ବନ୍ଧୁଗଣ, ସୂଚନା ଅନୁଯାୟୀ ନିଶଆ ଦେଲା ଉଲ-ଗନ କରିଲା ଏବଂ ଫଟୋ ଉଠାଇ ବ୍ଳ-ଆକ-ମେଲ କରିଲା । ଆଉ ଏହାପରେ କୋଟି କୋଟି ଟଙ୍କା ରୋଜଗାର କରିଲା । ମିଛର ସାମ୍ରାଜ୍ୟ ସହିତ ଶଙ୍ଖ ମଲମଲ ଉଆସ ଗଢିଲେ ଆଉ ସେଥିରେ ମଧ୍ୟ ମନ ବୁଝିଲାନି ଆହୁରି ବ୍ଳ-ଆକ-ମେଲ କରୁଥିଲା । ପାପର ଭାର ଅଧିକା ହେବାରୁ ଏହି ସବୁ କଳା ଧନ୍ଦା ପଦାରେ ପଡିଲା । ଆଉ ବର୍ତମାନ ସୁନ୍ଦରୀ ଅର୍ଚ୍ଚନା ଥାନା କୁ ଗଲା । ୨୦୧୬ ରେ କଲେଜ ପାଠ ସାରିବା ପରେ ଜଣେ ଯୁବତୀ ଚାକିରି ସନ୍ଧାନରେ ୨୦୧୮ ରେ ରାଜଧାନୀ ଭୁବନେଶ୍ଵରକୁ ଆସିଥିଲେ ।

ଜାଗବର ସ୍ଥିତ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଙ୍କ ଘରେ ଭଡା ରେ ରହିଥିଲେ । ଆଉ ଅର୍ଚ୍ଚନା ଜଗବନ୍ଧୁ ମଧ୍ୟ ସେତେବେଳେ ତଳ ମହଲା ରେ ରହୁଥିଲେ । ଠିକ ଏହି ସମୟରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ସହିତ ଯୁବତୀ ଙ୍କ ପରିଚୟ ହୋଇଥିଲା । ଗୋଟିଏ ବିଲଡିଙ୍ଗରେ ରହୁଥିବାରୁ ଚିହ୍ନା ହୋଇଥିଲା ମାତ୍ର ଯୁବତୀ ଜଣଙ୍କ ଇଂସୁରାନ୍ସ କମ୍ପାନୀ ରେ କାମ କରୁଥିଲେ । ଲକଡାଉନ ସମୟରେ ଅର୍ଚ୍ଚନା ତାଙ୍କୁ ଅଳ୍ପ ସମୟ ମଧ୍ୟରେ କେମିତି ଅଧିକ ଟଙ୍କା କମାଇବେ ଲୋଭ ଦେଖାଇଥିଲେ ।

ଆଉ ଅଶ୍ଳ-ଇଳ ଭିଡିଓ ବନାଇ ବ୍ଲାକମେଲିଂ କରିଲେ ରାତି ମଧ୍ୟରେ ହାତିଏ ପାଇବ ବୋଲି ଯୁବତୀ ଙ୍କୁ କହିଥିଲେ । ମାତ୍ର ଯୁବତୀ ଜଣଙ୍କ ଏଥିରେ ରାଜି ହୋଇ ନଥିଲେ । ଆଉ ଠିକ ୨୦୧୯ ମସିହାର କଥା, ଦିନେ ଉକ୍ତ ବିଲଡିଙ୍ଗ ର ଛାତ ଉପରେ ଅର୍ଚ୍ଚନା ଏକ ପାର୍ଟିର ଆୟୋଜନ କରିଥିଲେ । ଆଉ ଏଥିରେ ସେ ଯୁବତୀ ଙ୍କୁ ଡ଼ାକିଥିଲେ ।

ଏହାପରେ କୋଲ୍ଡଡ୍ରିଂକ୍ସ ରେ ନିଶଆ ଦେଇ ତାଙ୍କୁ ବେହଓସ କରିଦେଇଥିଲେ । ଚେତା ଫେରିବା ବେଳକୁ ପୀଡ଼ିତା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ସେ ନିବସ୍ତ୍ର ତଥା ସଂପୂର୍ଣ୍ଣ ଭାବରେ ଉଲ-ଗନ ଏବଂ ଅର୍ଚ୍ଚନା ତଥା ଜଗବନ୍ଧୁ ତାଙ୍କର ନ-ଗନ ଭିଡିଓ ତିଆରି କରିଛନ୍ତି । ଆଉ ତାଙ୍କୁ ଦେଖାଇ ବ୍ଳ-ଆକ-ମେଲ କରିବା ଆରମ୍ଭ କରିଦେଲେ ।

ଆଉ ଲକଡାଉନ ସମୟରେ ହାଇପ୍ରୋଫାଇଲ ଲୋକ ଙ୍କ ଠିକଣା ପାଇ ତାଙ୍କୁ ଫଏସ-ବୁକ ମାଧ୍ୟମରେ ଫସାଇ ତାଙ୍କୁ ବ୍ଳ-ଆକ-ମେଲ କରୁଥିଲେ । ଏହିଭଳି ଭାବରେ ସେ ଲକ୍ଷ ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କା କମାଇଲେ । ଏହିଭଳି ଭାବରେ ମିଛ ସାମ୍ରାଜ୍ୟ ଗଢି ଚାଲିଥିଲା ସୁନ୍ଦରୀ ଅର୍ଚ୍ଚନା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *