ଅର୍ଚ୍ଚନାକୁ ଗୁଳି ମାରିବାକୁ ବାଟରେ ଜଗିଥିଲେ ସୁପାରୀ କିଲର୍ ,ହେଲେ ପୋଲିସ୍ ଖେଳିଲା ଖେଳ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ଅର୍ଚ୍ଚନା ନାଗ ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛନ୍ତି । ବଡ ବଡ଼ିଆ ଙ୍କୁ ପ୍ରେମ ଜାଲ୍ ରେ ଫସାଇ କେମିତି କୋଟି କୋଟି ଟଙ୍କା ରୋଜଗାର କରି ଥିଲା ଅର୍ଚ୍ଚନା ନାଗ । ଗିରଫ ହେବା ପରେ ତାଙ୍କ ର ସବୁ ଗୁମର ଖୋଲିବାରେ ଲାଗୁଚି । ମାୟାବିନୀ ଥିଲା ସେ ଅର୍ଚ୍ଚନା । ଅର୍ଚ୍ଚନା ବିଷୟ ରର ବହୁତ କିଛି କଥା ସାମ୍ନା କୁ ଆସୁଛି ଯାହା ଦିନ କୁ ଦିନ ଆହୁରି ସନ୍ଦେହ ଦେଉଛି ।

ତେବେ ଅର୍ଚ୍ଚନା ନାଗ ୪ ରୁ ୫ ବର୍ଷ ଭୀତ ରେ କୋଟି କୋଟି ସମ୍ପତି ର ମାଲିକିଆଣି ହେଲେ କେମିତି ଏହା ଜଣେ ସାଧାରଣ ଲୋକ ପାଇଁ ଜମା ବି ସମ୍ଭବକର ନୁହଁ । କାରଣ ଆଜି ର ଜୀବନ ରେ ଲୋକ ମାନେ ଆଗକୁ ଯିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ତଥାପି ଏତେ ଜଲଦି ରେ କେହି ଆଗକୁ ଯାଇ ପାରି ନାହାନ୍ତି । ତେବେ ଏବେ ଗଣମାଧ୍ୟମ ଆଗରେ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, କୋଉ ଲୋ କୁ ନେଇ କୋଉଠି ଉପସ୍ଥାପନ କଲା ପରେ ଗୋଟେ ଲୋକ ନିର୍ଦ୍ଦୋଷ ରେ ଖଲାସ ହୋଇପାରିବ ସେଇଟା ହେଉଛି ଗୋଟେ ଆଡଭୋକେଟ୍ ର କାମ ।

ଆଉ ଏବେ ଅର୍ଚ୍ଚନା ନାଗ କ୍ଷେତ୍ର ରେ ଅନେକ ଗୁଡ଼ିଏ ପଏଣ୍ଟ ରହିଛି । ଯେଉଁଥିରେ କି ଆରାମ୍ ସେ ଖଲାସ୍ ହୋଇପାରିବେ ଅର୍ଚ୍ଚନା ନାଗ ଆଉ ଜଗବନ୍ଧୁ । ଆଉ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ୪୯୭ ହେଉଛି ଲିଗାଲ ଯେଉଁଟା କି ମାନ୍ୟବର ସୁପ୍ରିକୋର୍ଟ କହିଛନ୍ତି । ୨୩ ସେପ୍ଟେମ୍ବର ୨୦୧୭ ଦିନ ମାନ୍ୟବର ସୁପ୍ରିକୋର୍ଟ କହିଛନ୍ତି ୪୯୭ ହେଉଛି ଲିଗାଲ ବୋଲି । ଅର୍ଥାତ୍ ଜଣେ ବିବାହିତ ମହିଳା ଆଉ ବିବାହିତ ପୁରୁଷ ଶାରୀରିକ ସଂପର୍କ ରଖିବାରେ ଉଭୟଙ୍କ ଇଛା ଥିବ ଯଦି ସେଇଟା କୁ ରେପ୍ ବୋଲି ଗଣା ଯିବ ନାହିଁ ।

ତେବେ ଯଦି ସୁପ୍ରିକୋର୍ଟଙ୍କ ଗାଇଡଲାଇନ କୁ ଦେଖାଯିବ ତେବେ ଅର୍ଚ୍ଚନା ଏବଂ ଯେଉଁମାନଙ୍କୁ ଅର୍ଚ୍ଚନା ଡାକୁଥିଲେ ସେମାନେ ମ୍ୟାଚୟର ଆଉ ଏଜୁକେଟେଡ ଯାହାକି ବେଆଇନ ନୁହେଁ । ଏଠି ଅପରାଧ ହେଉଛି ଅର୍ଚ୍ଚନା ବଡ଼ବଡ଼ିଆ ଙ୍କୁ ଡ଼କାଇ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ସୁଟ କରିବା । ଏବଂ ପରେ ସେମାନଙ୍କୁ ସେହି ଭିଡିଓ ଭାଇରାଲ୍ କରିଦେବାର ବ୍ଲାକମେଲ କରି ପଇସା ହଡ଼ପ କରିବା ହେଉଛି ଅପରାଧ ।

ତେବେ ବର୍ତ୍ତମାନ କୁହା ଯାଉଛି କି ଅର୍ଚ୍ଚନା କୁ ବର୍ତ୍ତମାନ କୁଆଡେ ଗାଡି ଭିତରେ ହିଁ ମାରିଦେବାର ଯୋଜନା ଚାଲିଛି । ତେବେ ତାଙ୍କୁ ମାରିବା ପାଇଁ ସୁପାରି କିଲର ମଧ୍ୟ ଯୋଜନା କରାଯାଇଛି । ତେବେ ଏହାର କାରଣ କାଳେ ଅର୍ଚ୍ଚନା ବଡ଼ ବଡ଼ିଆ ଙ୍କ ନାମ ପ୍ରକାଶ କରିଦେବେ ଯିଏ ତାଙ୍କ ସହ ଏହି କାର୍ଯ୍ୟ ରେ ସମାନ ଅଧିକାର ଥିଲେ ।

ତେବେ ହୁଏତ ସେଥିପାଇଁ ଅର୍ଚ୍ଚନାଙ୍କ ମୁହଁ ମଧ୍ୟ ସବୁଦିନ ବନ୍ଦ କରିବା ପାଇଁ ତାଙ୍କୁ ମାରିଦେବାର ଯୋଜନା ଚାଲିଛି । ଅର୍ଚ୍ଚନା କୁ ଗୁଳି ମାରିବା ପାଇଁ ଲୋକମାନେ ଛିଡା ହୋଇଥିଲେ ବୋଲି ସୂଚନା ମିଳିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *