ଅଭିମାନ କରିଛନ୍ତି MP Aparajita Sarangi ! ଦେଖନ୍ତୁ ଅପରାଜିତାଙ୍କୁ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ହେଉଛନ୍ତି ଓଡିଶାର ଜଣେ ଲୋକପ୍ରିୟ ନେତା । ସୁର ଭାଇ ନିଜ ପର୍ଶନାଲ ଲାଇଫ ଓ ନିଜ କଡା ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆପଣ ମାନେ ସମସ୍ତେ ସୁର ଭାଇଙ୍କର ଅନେକ ଭିଡିଓ ଦେଖିଥିବେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ସୁର ଭାଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଷୟରେ କିଛି କହୁଥିବାର ନଜର ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଛୁ । ଆସ୍ତେ ଆସ୍ତେ ସଂଖ୍ୟା ବଢିଛି ଏଥର ମଧ୍ୟ ଆମ ଜିଲ୍ଲାପାଳ, ହେଡ ସେକ୍ରେଟେରୀ, ଏଜୁକେସନ ସେକ୍ରେଟେରୀ ଓ ପୋଲିସ କମିଶନର ସମସ୍ତେ ଆସିଥିଲେ ।

ଆଗକୁ ସେ କହିଛନ୍ତି-‘ସହଯୋଗ ଅତୁଳନୀୟ ବଢିଆ ହୋଇଛି । କିନ୍ତୁ ମ୍ୟାଡମଙ୍କୁ ଡାକିବା କଥା । ମ୍ୟାଡମ ଶୁଣନ୍ତୁ ଅଭିମାନ କରନ୍ତୁ ନାହିଁ । ଆମେ ଭୁବନେଶ୍ବର  ବାସିନ୍ଧା ଆପଣ ଭୁବନେଶ୍ବର ଭୋଟରର ପ୍ରତିନିଧି । ଆମେ କଣ ଖାଲି ସବୁବେଳେ ଦେଖୁ ଥିବା କାର୍ଡରେ ଆମ ନାଁ ଅଛି ନା ନାହିଁ । ପେପରରେ ଅଛି ନା ନାହିଁ ଆମେ ତ କାଇଁ କେବେ ପେପରର ଅପେକ୍ଷା କରି ନାହୁଁ । ସେ ପେପରରେ ଲିଷ୍ଟ ବାହାରୁଛି ନିମନ୍ତ୍ରଣ ଲିଷ୍ଟ’ ।

ଆଗକୁ ସେ କହିଛନ୍ତି-ଆମେ ମୂଳରୁ ଅଛୁ ଭୁବନେଶ୍ବର ଗର୍ବ ଆସ ସମସ୍ତେ । ଆଜି ମେୟର ଥିଲେ ଏଠି ଯିଏ ମେୟର ଥିଲେ ଯିଏ ଚେୟାର ମ୍ୟାନ ଥିଲେ ସମସ୍ତଙ୍କ ନାଁ ବି କହିଛି । ଭୁବନେଶ୍ବର ସହର ଜଟଣୀ ସହର ଭୁବନେଶ୍ବର ଆଥୋରିଟିକୁ ସମସ୍ତେ ମିଶି କାମ କରିବା । ଛାଡ ଯାହା ହେଇଛି ମୁଁ ଜଣେ ସେ ଅନୁଷ୍ଠାନର କର୍ତ୍ତା ହିସାବରେ ମହାନ୍ତିଙ୍କ ନେତୃତ୍ଵରେ ଚାଲିଛି ଆଉ ଚଲେଇବା’ ।

ଆଗକୁ ସେ କହିଛନ୍ତି-‘ସେ ସରକାର କରନ୍ତୁ କି ନକରନ୍ତୁ । ଚାଲିଛି ଆହୁରି ଭୁବନେଶ୍ବର ବାସୀ ମିଶିବା । ହେଲେ ମ୍ୟାଡମଙ୍କୁ ନଡାକିବାଟା ଭୁଲ ହେଇଛି । ମୁଁ ତ ନିଜେ ଆରଥରକୁ ଡାକିବି ଆଉ । ମୁଁ ଯାଇ ଡାକିବି ଆସନ୍ତୁ ମ୍ୟାଡମ ଆଉ ତମର ହକ୍ ଅଛି କହିବା ପାଇଁ ସବୁ ଏମଏଲଏ କହିଛନ୍ତି’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *