ବିଜେପି ସାଂସଦ ଅପରାଜିତା (Aparajita Sarangi) ଙ୍କ ମନ ଦୁଃଖ କାହିଁକି ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ଆଜି ଓଡିଶା ଗସ୍ତ ରେ ଆସିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହା । ଅମିତ ସାହା ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର ପ୍ରୋଗ୍ରାମ ଆଜି ରହିଛି । ସେଥିପାଇଁ ସେଠାରେ ଭୁବନେଶ୍ଵର MP ଅପରାଜିତା ଷଡଙ୍ଗୀ ଉପସ୍ଥିତ ରହିଛନ୍ତି ଆଉ ସେଠାରେ ତାଙ୍କ ସହ ଦଳର ନେତା ଓ ସହ କର୍ମୀ ମାନେ ଉପସ୍ଥିତି ଅଛନ୍ତି । ସେମାନେ ସମସ୍ତେ ଅମିତ ସାହା ଙ୍କୁ ସ୍ଵାଗତ କରିବା ଲାଗି ବେଶ ଉଶ୍ଚାହିତ ଅଛନ୍ତି । ତେବେ ଏ ନେଇ ଅପରାଜିତା ଷଡଙ୍ଗୀ କହିଛନ୍ତି ଅତି ଆଦରଣୀୟ ଗୃହ ମନ୍ତ୍ରୀ ଅମିତ ସାହା ଆଜି ଓଡିଶା ଆସୁଛନ୍ତି ।

ଭୁବନେଶ୍ବରର ସାଂସଦ ଭାବେ ଅପରାଜିତା ଷଡଙ୍ଗୀ କହୁଛନ୍ତି କି ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବାନ୍ଵିତ ଯେ ମୋର ସହରକୁ ଅମିତ ସାହା ବାଛିଛନ୍ତି ଆଉ ଏଠାକୁ ଆସୁଛନ୍ତି । ଆଗକୁ ଅପରାଜିତା ଷଡଙ୍ଗୀ କହିଛନ୍ତି ସେମାନେ ସେଠାରେ ଉପସ୍ଥିତ ରହି ଅମିତ ସାହାଙ୍କର କଥା ଶୁଣିବେ ତାଙ୍କର ଦିଶା ନିର୍ଦ୍ଦେଶନା ନେବାର ଅଛି ।

କିନ୍ତୁ ତାଙ୍କ ମନରେ ଗୋଟେ ଦୁଖ ରହିଛି କି ସେ ଭୁବନେଶ୍ବର ସାଂସଦ ଓ ଓଡିଶାର ନାଗରିକ ଭାରତୀୟ ପ୍ରଶାସନ ସେବାରେ ଦୀର୍ଘ ୨୫ ବର୍ଷ ହେବ କାମ କରି ଆସୁଛନ୍ତି । ଅତ୍ୟନ୍ତ ଦୁଖର କଥା କି ଯେତେବେଳେ ଭାରତର ଗୃହ ମନ୍ତ୍ରୀ ଓଡିଶା ର ରାଜ୍ୟ ଭୁବନେଶ୍ଵର ଏୟାରପୋର୍ଟ ରେ ପହଞ୍ଚିଥିଲେ ସେତେବଳେ ମିନିଷ୍ଟର ଅଫ ହୋମ ତୁଷାର ବାବୁ ନ ଥିଲେ ।

କିନ୍ତୁ ତାଙ୍କର ଆସିବାର ଥିଲା । ଦ୍ଵିତୀୟ କଥା ସେ କହିଛନ୍ତି ଗୃହ ସଂଚିବା କେଉଁ ପରିପ୍ରେକ୍ଷୀ ରେ ଆସି ନାହାନ୍ତି ତାହା ଜଣାପଡି ନାହି । ତୃତୀୟ କଥା କହିଛନ୍ତି କି ଡାଇରେକ୍ଟର ଅଫ ପୋଲିସ ଅମିତ ସାହା ଙ୍କ ସ୍ବାଗତରେ କଣ ପାଇଁ ଆସିଲେ ନାହି ଯାହା ସବୁଠାରୁ ଆଶ୍ଚର୍ଯ୍ୟ କଥା । ଭାରତର ଗୃହ ମନ୍ତ୍ରୀ ସବୁବେଳେ ସବୁ ସମୟରେ ଓଡିଶା ସହ ଠିଆ ହୋଇଛନ୍ତି ।

କେବେ ବି ଅମିତ ସାହା ପାତର ଅନ୍ତରର ନୀତିର ଅବଲମ୍ବନ କରି ନାହାନ୍ତି ବୋଲି ଅପରାଜିତା କହିଛନ୍ତି । ଆଦରଣୀୟ ଗୃହ ମନ୍ତ୍ରୀ ଙ୍କ ନେତୃତ୍ଵ ରେ କେନ୍ଦ୍ର ସରକାର ସର୍ବଦା ରାଜ୍ୟ ସରକାର ସହ ଠିଆ ହୋଇଛନ୍ତି । କିନ୍ତୁ ଯେବେ ଦେଶର ଯଶସ୍ଵୀ ମନ୍ତ୍ରୀ ଓଡିଶା ଆସୁଛନ୍ତି ସେହି ସମୟରେ କେହି ରହୁ ନାହାନ୍ତି । ଅମିତ ସାହା ଙ୍କ ସ୍ଵାଗତ କରିବା ଲାଗି ସ୍ପେଶାଲ ସେକ୍ରେଟାରୀ ହୋମ କୁ ପଠା ଯାଇଥିଲା ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି ।

ଶେଷରେ ସେ କେବଳ ଏତିକି କହିଛନ୍ତି ସେ ପ୍ରଶାସନରେ ଅଛନ୍ତି ତେଣୁ ସେ ସମସ୍ତଙ୍କୁ ଏତିକି କହିଛନ୍ତି କି ବିନମ୍ରତା ର ସହ ଯେତେ ବି ଅତିଥି ଓଡ଼ିଶାକୁ ଆସୁଛନ୍ତି ତାଙ୍କର ସ୍ଵାଗତ କରିବା କଥା । କାରଣ ଏହା ହେଉକି ଓଡିଶା ରାଜ୍ୟ ର ଓଡିଶା ସଭୟ ର ଓଡିଶା ସଂସ୍କୃତି ର ପାରମ୍ପରିକ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମାତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।  

Leave a Reply

Your email address will not be published. Required fields are marked *