ଓଃ କି ସୁନ୍ଦର ! ମା’ Aparajita ଲେଖିଥିବା ଗୀତକୁ ଗାଇଲେ Babushan, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣମାନେ ଅପରାଜିତା ମହାନ୍ତି ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ । ଅପରାଜିତା ମହାନ୍ତି ଙ୍କ ଆକଟିଂ କୁ ମଧ୍ୟ ଭଲ ଭାବରେ ଦେଖିଥିବେ । ଆଜି ଆମେ ଅପରାଜିତା ମହାନ୍ତି ଙ୍କ ଜୀବନୀ ବିଷୟରେ ଏମିତି କିଛି କଥା ଜାଣିବା ଯାହା ଆଗରୁ ଆପଣମାନେ କେବେ ବି ଜାଣି ନଥିବେ । ଅପରାଜିତା ମହାନ୍ତିଙ୍କ ଆକଟିଂ ବହୁତ ଜବରଦସ୍ତ ଅଟେ । ସେ ନିଜର ଦମଦାର ଆକଟିଂ ଜରିଆରେ ଲୋକମାନଙ୍କ ମନରେ ସେ ଏକ ଭିନ୍ନ ସ୍ଥାନ ବନାଇ ପାରିଛନ୍ତି । ଅପରାଜିତା ମହାନ୍ତି ଙ୍କୁ କେହି କେହି ଟିକି ଅପା ବୋଲି ଡାକନ୍ତି ।


ତେବେ ସେ ୧୯୮୭ ମସିହାରେ ଅପରାଜିତା ମହାନ୍ତି ଉତ୍ତମ ମହାନ୍ତି ଙ୍କୁ ଭଲ ପାଇ ବିବାହ କରିଥିଲେ । ତାଙ୍କ ପୁଅ ହେଉଛନ୍ତି ବାବୁସାନ ମହାନ୍ତି । ଆପଣ ମାନେ ତ ଓଡିଆ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଖୁବ କମ ସମୟ ମଧ୍ୟରେ ବାବୁସାନ ନିଜ ଆକଟିଂ ପାଇଁ ଲୋକପ୍ରିୟ ହୋଇଗଲେ ।

ତେବେ ଅପରାଜିତା ୩୦୦ ରୁ ଅଧିକ ସିନେମା ରେ ଅଭିନୟ ମଧ୍ୟ କରିଛନ୍ତି । ତେବେ ସେ ଅଭିନୟ କରିବା ସହ ନିଜେ ଗୀତ ମଧ୍ୟ ଲେଖନ୍ତି ଏବଂ ନିଜେ ସଙ୍ଗୀତ ଅଧ୍ୟୟନ ମଧ୍ୟ କରନ୍ତି । ତେବେ ବର୍ତ୍ତମାନ ଅପରାଜିତା ନିଜେ ଲେଖିଥିବା ଏକ ଗୀତ କୁ ତରଙ୍ଗ ସିନେ ଆୱାର୍ଡ ରେ ଅପରାଜିତା ଙ୍କ ପୁଅ ଗାଇଥିଲେ । ତେବେ ଏହି ଗୀତ କୁ ବାବୁଶାନ ନିଜେ ହିଁ ସଙ୍ଗୀତ ବନେଇବା ସହ ନିଜେ କଣ୍ଠ ଦାନ ମଧ୍ୟ କରିଛନ୍ତି ।

ତେବେ ଗୀତ ଟି ହେଉଛି ତୁମେ ଉଚ୍ଛୁଳା ନଦୀର ଜହ୍ନ… ତେବେ ଏହା ଖୁବ ସୁନ୍ଦର ଗୀତ ଟି ଏବଂ ବାବୁଶାନ ଙ୍କ ସ୍ୱର ରେ ଏହି ଗୀତ ଟି ଆହୁରି ସୁନ୍ଦର ହୋଇ ଯାଉଛି । ତେବେ ବାବୁଶାନ ମଧ୍ୟ ଜଣେ ଅଭିନେତା ଏବଂ ତା ସହ ଜଣେ ଗାୟକ ମଧ୍ୟ । ତେବେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମେ ରୋମିଓ ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ମାତ୍ର ଏହି ଚଳଚ୍ଚିତ୍ରଟି ସେତେଟା ସଫଳ ହୋଇନଥିଲା ।


୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତ ପାଇଁ ପ୍ରଯୋଜନା ଆରମ୍ଭ କରିଥିଲେ ବାବୁଶାନ୍ ।  ସୁନାପିଲା- ଟିକେ ସ୍କୃ ଢିଲା ଚଳଚ୍ଚିତ୍ରରେ ସେ ନାୟକ ଏବଂ ପ୍ରଥମ ପ୍ରଯୋଜକ ସାଜିଥିଲେ ।
ସୁପର ମିଛୁଆ ହେଉଛି ବାବୁଶାନ୍‌ଙ୍କର ସବୁଠୁ ବେଶୀ ପାରିଶ୍ରମିକ ମିଳିଥିବା ଓଡ଼ିଆ ଫିଲ୍ମ । ତେବେ ସେ ମଧ୍ୟ ଓଡ଼ିଆ ଲୋକଙ୍କ ର ଅତି ଲୋକପ୍ରିୟ ଅଭିନେତା ହୋଇ ପାରିଛନ୍ତି । ତେବେ ତାଙ୍କ ଅଭିନୟ କୁ ତାଙ୍କ ସ୍ୱରକୁ ମଧ୍ୟ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *