ଏହି ଗଛର ଚେର ଯେଉଁ ଘରେ ଥାଏ ସେ ଘରେ ହୁଏ ଧନର ବର୍ଷା- Vastu Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ ।

ଏହା ପାଇଁ ଆପଣଂକୁ କୌଣସି ମନ୍ତ୍ର ଉଚ୍ଚାରଣ କରିବାକୁ ପଡିବ ନାହିଁ କିମ୍ବା କୌଣସି ଆସନ ସିଦ୍ଧି ଯଜ୍ଞ କରିବାକୁ ପଡିବ ନାହିଁ । କେବଳ ଏକ ଗଛ ର ଚେର କୁ ଘରେ ରଖିବାକୁ ହେବ ଏବଂ ସେହି ଗଛ ତ ଚେର ଦ୍ଵାରା ହିଁ ଆପଣ ଧନୀ ହୋଇପାରିବେ । ଯେଉଁ ମାନେ କୌଣସି ପ୍ରକାର ବ୍ୟବସାୟ କରୁଛନ୍ତି ସେମାନେ ନିଶ୍ଚିତ ଏହାକୁ ଜାଣିରଖନ୍ତୁ । ତେବେ ବନ୍ଧୁଗଣ ଆସନ୍ତୁ ସେହି ଵିଷୟ ରେ ଆହୁରି ଅଧିକ କଥା ଜାଣିବା ।

ବନ୍ଧୁଗଣ ଯଦି ଆପଣ ଆପଣଙ୍କ ଘରେ ସୁଖ ସମୃଦ୍ଧି ର ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଆପଣ ଅପମାରଙ୍ଗ ଗଛ ର ଚେର କୁ ଆଣି ଘରେ ରଖନ୍ତୁ ଏହା ଦ୍ବାରା ଆପଣଙ୍କ ର ବହୁତ ଲାଭ ହେବ । ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ସ୍ଥାପନା ହେବା ସହିତ ଆପଣଙ୍କ ଘରକୁ ଧନ ମଧ୍ୟ ଆସିବ । ଓଡିଶା ରେ ଅପମାରଙ୍ଗ ଗଛ ସମସ୍ତ ସ୍ଥାନ ରେ ଉପଲବ୍ଧ ଥାଏ । ଏହି ଅପମାରଙ୍ଗ ଗଛ ଦୁଇ ପ୍ରକାର ର ହୋଇଥାଏ । ଗୋଟିଏ ନାଲି ରଙ୍ଗ ର ହୋଇଥାଏ ଓ ଅନ୍ୟଟି ସମାନ୍ୟ ଧଳା ରଙ୍ଗ ର ହୋଇଥାଏ ।

ତେବେ ବନ୍ଧୁଗଣ ଆମକୁ ଧଳା ଅପମାରଙ୍ଗ ଗଛ ର ବ୍ୟବହାର କରିବାକୁ ହେବ । ଏହାକୁ କିପରି ବ୍ୟବହାର କରିବେ ତାହା ପାଇଁ ମଧ୍ୟ ବହୁତ ବିଧି ରହିଛି । ଯଦି ଆପଣ ଏହାକୁ ସଠିକ ବିଧି ଅନୁସା ରେ କାର୍ୟ୍ଯକାରୀ କରିବେ ତେବେ ଆପଣଂକୁ ଏଥିରୁ ବହୁତ ଲାଭ ମିଳିବ । ତେବେ ଆସନ୍ତୁ ଜାଣି ନେବା ଏହାକୁ ବ୍ୟବହାର କରିବାର ସଠିକ ବିଧି ସମ୍ପର୍କରେ ।

ବନ୍ଧୁଗଣ ସର୍ବପ୍ରଥମେ ଶନିବାର ଦିନ ଏହି ଅପମାରଙ୍ଗ ଗଛ କୁ ସନ୍ଧ୍ୟା ସମୟ ରେ ଆପଣ ନିମନ୍ତ୍ରଣ କରିବେ । ଏହାକୁ ନିମନ୍ତ୍ରଣ କରିବା ପରେ ରବିବାର ଦିନ ଏହି ଗଛ ରୁ ଏକ ପତ୍ର କିମ୍ବା ଚେର ନେଇ ଏହାକୁ ହାତ ରେ ବାନ୍ଧିବେ । ନେଚେତ ଆପଣ ଯେଉଁ ସ୍ଥାନ ରେ ଠାକୁର ପୂଜା କରିଥାନ୍ତି ସେହି ସ୍ଥାନ ରେ ରଖି ଦେବେ । ଏହାର କିଛି ଦିନ ମଧ୍ୟରେ ଆପଣ ଦେଖିବେ ଆପଣଙ୍କ ଘରେ ଧନ ଜନ ଗୋପ ଲକ୍ଷ୍ମୀ ଆଦି ରେ ପରିପୂର୍ଣ୍ଣ ହୋଇ ଉଠିବ ।

ଆପଣଙ୍କ ଘରେ ଯେତେ ସବୁ ସମସ୍ୟା ରହିଥିବ ତାହାର ଅନ୍ତ ଘଟିବ ଓ ସମସ୍ତ ସମସ୍ୟା ର ସମାଧାନ ର ବାଟ ମିଳିଯିବ । ଆପଣଙ୍କ ର ଲାଗି ରହିଥିବା ଆର୍ଥିକ ସମସ୍ୟା ମଧ୍ୟ ଠିକ ହୋଇଯିବ । ଏହା ପରେ ଆପଣଙ୍କ ଘରେ କେବେ ମଧ୍ୟ ଆର୍ଥିକ ସମସ୍ୟା ଦେଖା ଯିବ ନାହିଁ । କିନ୍ତୁ ଆପଣଂକୁ ଏହାର ସଠିକ ବିଧି ଅନୁଯାୟୀ ଏହାକୁ କରିବାର ଅଛି । ଏପରି କରିବା ଦ୍ୱାରା ଆପଣଙ୍କ ର ବହୁତ ମଙ୍ଗଳ ହେବ ଓ ଘରକୁ ଧନ ଆସିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *