Anubhav ତୁମେ କଣ କଲ… ଅନୁଭବ ଆଉ ବର୍ଷାଙ୍କୁ ନେଇ ବଡ଼ ଖବର ! ବାଳୁଙ୍ଗା ଟୋକାର ବାଳୁଙ୍ଗାମି…

ନମସ୍କାର ବନ୍ଧୁଗଣ, ଅନୁଭବ ଏବଂ ନେଇ ପୁଣି ଆସିଯାଇଛି ଆଉ ଏକ ବଡ ଖବର । କୋର୍ଟ ଦେଇଥିବା ନିୟମକୁ ପାଳନ କରିବାରେ ବ୍ୟତିକ୍ରମ ଆଣିଛନ୍ତି ଅନୁଭବ ମହାନ୍ତି । ଆଉ ସେ ନିୟମ ଅନୁଯାୟୀ କରିଥିବା ବ୍ୟତିକ୍ରମ ସମ୍ପର୍କରେ ଜାଣିଲେ ଆପଣ ବି କହିବେ ଏକ କି ବାଲିଙ୍ଗାମି ତାଙ୍କର ଏଭଳି ଛୋଟ ଛୁଆଙ୍କ ହର୍କତ କରି କଣ ବର୍ଷଙ୍କ ସହ ଆକାଉଣ୍ଟରେ ଖେଳୁଛନ୍ତି କି ଅନୁଭବ । ଅନୁଭବ କୋର୍ଟ ନିୟମ ଅନୁଯାୟୀ ୩୦ ହାଜର ଟଙ୍କା ଦେଇନାହାନ୍ତି ଏହି ମାସରେ ଆଉ ଖେଳିଛନ୍ତି ଏକ ଖେଳ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

କିଛି ଦିନ ହେବା ବିବାଦରେ ଘେରି ରହିଥିବା ବର୍ଷା ଅନୁଭବଙ୍କ ବିବାଦର ଶୁଣାଣି କରି କୋର୍ଟ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବଙ୍କ ଘର ଛାଡିବା ପାଇଁ କହିଥିଲେ । ଆଉ ଏହା ବଦଳରେ ବର୍ଷାଙ୍କ ଭରଣ ପୋଷଣ ପାଇଁ ମାସକୁ ୩୦ ହଜାର ଟଙ୍କା ଦେବା ପାଇଁ କହିଥିଲେ କୋର୍ଟ । ପ୍ରଥମ ମାସରେ ତ ସମ୍ପୂର୍ଣ ତିରିଶ ହଜାର ଟଙ୍କା ଦେଇଥିଲେ ବର୍ଷାଙ୍କୁ ଅନୁଭବ ।

କିନ୍ତୁ ପରେ ବୋଧେ ଅନୁଭବଙ୍କର ଇଚ୍ଛା ହେଲା ବର୍ଷାଙ୍କ ସହ ଆକାଉଣ୍ଟରେ ଖେଳ ଖେଳି ମଜା ଉଠାଇବାର । ଆଉ ଏହାପରେ ଆରମ୍ଭ କରିଦେଲେ ବାଳୁଙ୍ଗାମି । ଆଜ୍ଞା ହଁ ଫ୍ରେବୃୟାରୀ ମାସରେ ଅନୁଭବ ବର୍ଷାଙ୍କୁ ଦେଇଥିଲେ ୩୦ ହଜାର ୧୦୧ ଟଙ୍କା । ଯାହାକି ତିରିଶ ହଜାର ଠାରୁ ଅଧିକ ଥିଲା ଏହା ଦେବାର କିଛି ଆବଶ୍ୟକ ହିଁ ନଥିଲା କିନ୍ତୁ ସେ ଦେଇଥିଲେ ।

ଆଉ ଏହାପରେ ଏହି ମାସରେ ସେ ଯେଉଁ କାମ କରିଛନ୍ତି ତାହା ଏକ ମଜା ବୋଲି ଆପଣ ଭବିବେ ନିଶ୍ଚୟ । ଏହି ମାସ ତଥା ମାର୍ଚ୍ଚ ମାସରେ ଅନୁଭବ ବର୍ଷାଙ୍କୁ ଦେଇଛନ୍ତି ୨୯ ହଜାର ୮୯୯ ଟଙ୍କା । ଯାହାକି ତିରିଶି ହଜାର ଟଙ୍କାରୁ ଏକ ଶହ ଟଙ୍କା କମ ଅଟେ । ତେବେ ସାଂସଦ ଅନୁଭବ ମହାନ୍ତି ପୂର୍ବ ମାସରେ ଦେଇଥିବା ୧୦୧ ଟଙ୍କାକୁ ଏହି ମାସରେ କାଟି ତିରିଶି ହଜାର ଟଙ୍କାରୁ ୧୦୧ ଟଙ୍କା କମ ଦେଇଛନ୍ତି ।

ଏହା ଦେଖି ବର୍ଷା ହସିଥିବେ ନିଶ୍ଚୟ । ସାଂସଦ ଅନୁଭବ ମହାନ୍ତିଙ୍କ ଏହି କାର୍ନାମ କରିବା ପଛର କାରଣ ତ ସିଏ ଜାଣିଥିବେ କିନ୍ତୁ ଲୋକେ ବର୍ତ୍ତମାନ ଏହାକୁ ଟଙ୍କା ବାଳୁଙ୍ଗାମିର ଆଖ୍ୟା ଦେଉଛନ୍ତି । ଏହା ସମ୍ପର୍କରେ ଆପଣଙ୍କର କଣ ମତ ରହିବ ତାହା ନିହାତି ଭାବରେ କମେଣ୍ଟରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *