କେନ୍ଦ୍ରାପଡା MP Anubhav Mohanty ଓ Varsha Priyadashini ଙ୍କ ମଧ୍ୟରେ କଳି, ସୋସିଆଲ ମିଡିଆରେ ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଓଡିଆ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ଅନୁଭବ ମହାନ୍ତି ଓ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ବର୍ଷା ଓ ଅନୁଭବ ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଉଭୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ଗତ କିଛି ବର୍ଷ ହେବ ଏହି ଦୁଇଜଣଙ୍କ ମଧ୍ୟରେ ପାରିବାରିକ କଳହ ଦେଖିବାକୁ ମିଳୁଛି ।

ଓଡିଶାର ଏତେ ଫେମସ ଯୋଡି ଏବେ ଅଲଗା ହୋଇ ରହୁଛନ୍ତି । ଏଥିପାଇଁ ବର୍ଷା ଓ ଅନୁଭବଙ୍କ ଫ୍ୟାନ୍ସ ମାନେ ବି ଦୁଃଖ ଅନୁଭବ କରିଛନ୍ତି । ତେବେ ବନ୍ଧୁଗଣ ବର୍ଷା ଅନୁଭବଙ୍କ ପାରିବାରିକ କଳହ ମାମଲା କୋର୍ଟରେ ଚାଲିଛି ଓ ଏହି ସମୟରେ ଗୋଟେ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଏହି ଭିଡିଓଟି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ଓ ଏହି ଭିଡିଓରେ ଉଭୟ ବର୍ଷା ଏବଂ ଅନୁଭବ ନଜର ଆସୁଛନ୍ତି । ବନ୍ଧୁଗଣ ଏହି ଭିଡିଓର ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଉଭୟ ବର୍ଷା ଓ ଅନୁଭବ ଝଗଡା କରୁଥିବାର ନଜର ଆସୁଛନ୍ତି । ତାଙ୍କର ଫ୍ୟାନ୍ସ ମାନେ ଏହି ଭିଡିଓ ଦେଖି ନିରାଶ ହୋଇଛନ୍ତି । ଆଗରୁ ମଧ୍ୟ ଏହି ଦୁଇଜଣଙ୍କର ଏକ ଝଗଡା ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲେ ତେବେ ବର୍ତ୍ତମାନର ଏହି ନୂଆ ଭିଡିଓକୁ ନେଇ ଉଭୟ ବର୍ଷା ଏବଂ ଅନୁଭବ ଚର୍ଚାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭାଇରାଲ ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *