‘ଅନୁଭବ ତୋ ପଛରେ ତ ବହୁତ ଗୋଡ଼ଉଛନ୍ତି, ଯଦି ନହେଲା…’ Anubhav ଙ୍କ ଉପରେ ଗର୍ଜିଲେ Sura ଭାଇ, କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ଦିନ ହେବ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନୁଭବ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ସେ ଭିଡିଓରେ ସେ ନିଜ ମନର କଥା କହିଛନ୍ତି । ବନ୍ଧୁଗଣ ଅନୁଭବ ସେହି ଭିଡିଓରେ ବହୁତ ଦୁଃଖରେ ସବୁ କିଛି କହିଛନ୍ତି । ସେ କହିଛନ୍ତି ବର୍ଷାଙ୍କୁ ଭଲ ପାଇବା ହେଉଛି ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ।

ସେ ଅନେକ ବର୍ଷ ହେବ ହାରାସମେଣ୍ଟର ଶିକାର ହୋଇ ଆସୁଛନ୍ତି । ତେବେ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ସମୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ବୟାନ ଗଣମାଧ୍ୟମକୁ ଦେଇଛନ୍ତି । ସୁର ଭାଇ ଗଣମାଧ୍ୟମ ସାମ୍ନାରେ ଯାହା କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ କହିଛନ୍ତି-‘ଅନୁଭବ ତୁ କାଇଁ ଏଡେ ମାଇଚିଆ ଭଳିଆ ହେଉଛୁ । ତୁ ଖାଲି କହୁଛୁ ମରି ଯିବି କଣ ତୋର ହେଇଛି କି । ତୁ ଏଡେ ବଡ ଟୋକା ଆମ ହିରୋ ଓଡିଶାର ଗୋଟେ ଗର୍ବ ତୁ କହୁଛୁ ଆତ୍ମହତ୍ୟା କରିବି । ତୁ ଗୋଟେ ନାରୀ ପାଇଁ ଆତ୍ମହତ୍ୟା କରିବୁ । ଏଡେ ସୁନ୍ଦରିଆ ହିରୋ ଆମର ଓଡିଶା ପାଇଁ ଗୋଟେ ଗର୍ବ ।

ଯାହା ହେବ ହେବ ତା ପରେ ତୋ ପଛରେ ତ ବହୁତ ଗୋଡାଉଛନ୍ତି ନାରୀ । ଯଦି ନ ହେଲା ଆଉ ଗୋଟେ ଦେଖ ଆଉ ମରିବି କାହିଁକି ବେ । ମରିବାକୁ ମୁଁ ପସନ୍ଦ କରେ ନା । ମରିବାକୁ ଯିଏ କୁହେ ସେ କାପୁରୁଷ । ତୋ ଭଳିଆ ଗୋଟେ ହିରୋ ତୁ ଓଡିଶାର ଗର୍ବ ଆମର ଆଉ ତୁ କହୁଛୁ ମୁଁ ମରିବି । ବ୍ରାଉନ ସୁଗାର ଖାଇ ଟୋକା ଗୁଡାକ ଆଉ ଯୁବତୀ ଗୁଡିକ ନଷ୍ଟ ହେଇଗଲେ ।

ବ୍ରାଉନ ସୁଗାର ଖାଇ ଗୋଟେ ପହଡଦିନ ବାହା ହେଉଥିଲା ବେଦି ଉପରେ ତା ଶଙ୍ଖା ସିନ୍ଦୁର ସେହି ଟୋକା ଉପରେ ପକାଇଲା ଯେ ଟୋକା ଅଚେତ ହେଇଗଲା । ଖାଲି ବ୍ରାଉନ ସୁଗାର କାମ ଏ । ତମ ବାପଙ୍କ ନାଁରେ ଯେଉଁ ପାର୍କ ହୋଇଛି ସେଇଠି ଗଲ 50ଟି ଟୋକା ଯୁବତୀଙ୍କୁ ନେଇ କୁଣ୍ଢେଇକି ଶୋଇଥିବେ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *