ଦେଖନ୍ତୁ ନିଜ ଝିଅ ସହ କେମିତି ମସ୍ତି କରୁଛନ୍ତି Anu Choudhuri, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଫିଲ୍ମ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁ ଚୌଧୁରୀ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁ ଚୌଧୁରୀଙ୍କୁ ଅନେକ ଓଡିଆ ଫିଲ୍ମରେ ଦେଖିଥିବେ । ତାଙ୍କ ସୁନ୍ଦରତା ଓ ତାଙ୍କ ଜବରଦସ୍ତ ଅଭିନୟକୁ ଓଡିଶା ବାସୀ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଅନୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅନୁ ଚୌଧୁରୀଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ପ୍ରଥମ ଥର ପାଇଁ ଅନୁ ଚୌଧୁରୀଙ୍କ ପରିବାର ଫଟୋ ଆପଣ ମାନେ ଦେଖିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଅନୁ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ ।

ବନ୍ଧୁଗଣ ଗତ କିଛି ସମୟ ହେବ ଅନୁଙ୍କର ଏକ ଭିଡିଓ ଭାଇଆରାଲ ହେଉଛି । ସେହି ଭିଡିଓରେ ସେ ଏକ କୁନି ଝିଅ ସହ ନଜର ଆସୁଛନ୍ତି । ଏହି ଭିଡିଓରେ ତାଙ୍କ ପରିବାରରେ ଥିବା ସମସ୍ତ ସଦସ୍ୟ ନଜର ଆସୁଛନ୍ତି । ଅନୁଙ୍କ ସହ ତାଙ୍କ ମା, ବାପା ଓ ଭାଇ ସମସ୍ତେ ଏହି ଫଟୋରେ ନଜର ଆସୁଛନ୍ତି । ଅନୁଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓଟିକୁ ବେସ ପସନ୍ଦ କରିଛନ୍ତି ।

ସୋସିଆଲ ମିଡିଆରେ ଅନୁଙ୍କର ଏହି ଭିଡିଓଟି ଏବେ ବେସ ଚର୍ଚ୍ଚାରେ ଅଛି । ଆଉ ଏହି ଭିଡିଓଟି ମୋବାଇଲ କୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *