ଅଣ୍ଟା ହଲାଇ ନାଚିଲେ ସ୍କୁଲ ଦିଦି, ଦେଖନ୍ତୁ ଆପଣ ହେବେ ଆଶ୍ଚର୍ଯ୍ୟ, ଭିଡ଼ିଓ ଭାଇରାଲ

ନମସ୍କାର ବନ୍ଧୁଗଣ ତେବେ ଆପଣମାନେ ସୋସିଆଲ ମିଡିଆରେ ବହୁତ ସାରା ମଜା ମଜା ଭିଡିଓ ଦେଖିଥିବେ । ତେବେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହେଉ ଥିବାର ଦେଖିଥିବେ ଲୋକ ମାନେ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଏହି ପରି ମଜାଳିଆ ଭିଡିଓ ଦେଖି ଲାଇକ ଆଉ ସେୟାର କରି ଭାଇରଲ କରେଇ ଥାନ୍ତି ।

ତେବେ ଆପଣ ମାନେ ସୋସିଆଲ ମିଡିଆରେ ଦେଖିଥିବେ କାହାର ଡ଼୍ୟାନ୍ସ ଭିଡିଓ ଭାଇରଲ ହେଉଛି ଆଉ କାହାର ଗୀତ ଗାଇବା ଭିଡିଓ ଭାଇରଲ ହେଉଛି । ବର୍ତ୍ତମାନ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଜଣେ ସ୍କୁଲ୍ ଶିକ୍ଷୟତ୍ରୀ ଙ୍କ ଭିଡିଓ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ବହୁ ମାତ୍ରାରେ ଘୁରି ବୁଲୁଛି । ଯାହା ଦେଖି ସମସ୍ତେ ବହୁତ ହସିଛନ୍ତି ।

ତେବେ ଏପରି ଭିଡିଓ ଆପଣମାନେ ବହୁତ କମ୍ ଦେଖିଥିବେ । ଆଜି କାଲି ଯୁବପିଢି ମାନେ ପାଠ କୁ ଗୁରୁତ୍ଵ ଦେଉ ନାହାନ୍ତି । କିଏ ପ୍ରେମ କୁ ଆଉ କିଏ ମୋବାଇଲ୍ ରେ ରିଲ୍‌ କରିବାକୁ ଗୁରୁତ୍ଵ ଦେଉଛନ୍ତି । ପ୍ରତିଦିନ କିଛି ନା କିଛି ଗୀତରେ ରିଲ୍‌ କରୁଛନ୍ତି । ଯେଉଁ ମାନଙ୍କୁ ଭଲ ଲାଗୁଛି ଲାଇକ କରୁଛନ୍ତି । ବର୍ତ୍ତମାନ ଟିକ ଟକ୍ କରିବା ପାଇଁ ସମସ୍ତେ ପସନ୍ଦ କରୁଛନ୍ତି । ଛୋଟ ହୁଅନ୍ତୁ କି ବଡ଼ ସମସ୍ତେ ଟିକ ଟକ୍ କରିବା ପାଇଁ ପାଗଳ ।

କେହି କେହି ଭିଡିଓ କରିବା ପାଇଁ ଚେଷ୍ଟା କରିଥାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ବହୁତ କିଛି ଚେଷ୍ଟା କରୁଛନ୍ତି । ଭାଇ ରାଲ ହେବା ପାଇଁ ଅସମ୍ଭବ କାମ ମଧ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହୋଇଛି ସେହି ଭିଡିଓ ରେ ଜଣେ ସ୍କୁଲ୍ ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଠ ପଢ଼ାଇବା ସମୟରେ ପିଲାଙ୍କ ସାମ୍ନାରେ ଅଣ୍ଟା କୁ ହଲେଇ ନାଚୁଛନ୍ତି । କେହି ଜଣେ ଏହି ଭିଡିଓ କୁ ରେକର୍ଡ କରିଥିଲେ । ବର୍ତ୍ତମାନ ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।


ତେବେ ମାଡାମ ଜଣଙ୍କ ବେଲି ଡ଼୍ୟାନ୍ସ କରିଛନ୍ତି ତାହା ବି ଏକ ସମ୍ବଲପୁରୀ ଆଇଟମ ସଂଗୀତ ର ମିକ୍ସ ଗୀତ ରେ ଡ୍ୟାନ୍ସ କରୁଛନ୍ତି । ତାଙ୍କ ଡ୍ୟାନ୍ସ ଏତେ ମନଲୋଭା ଏବଂ ଆକର୍ଷଣୀୟ ଯେ ଆପଣ ତାଙ୍କୁ ଦେଖିବାକୁ ହିଁ ରହିଯିବେ , ଆପଣ ଙ୍କର ଆଖି ତାଙ୍କ ଠାରୁ ଦୂରେଇ ପାରିବେ ନାହିଁ । ସ୍କୁଲ ମାଡାମ ଜଣଙ୍କ ଗୀତ ର ତାଳ ରେ ତାଳ ମିଶାଇ ଡ୍ୟାନ୍ସ କରିବା କୁ ଲାଗିଛନ୍ତି ,ଲାଜବାଵ ଠୁମକା ଡ୍ୟାନ୍ସ ଦେଖି ସବୁ ପାଗଳ ।

ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥିବା ଜଣାପଡ଼ିଛି । ତେବେ ଆମେ ସଠିକ ଭାବରେ କହିପାରିବୁ ନାହିଁ କି ଏହା ଓଡ଼ିଶା ର କେଉଁ ସ୍ଥାନର ର ଭିଡିଓ କିମ୍ବା ଏହି ଡ୍ୟାନ୍ସ କରୁଥିବା ଶିକ୍ଷୟତ୍ରୀ ଜଣଙ୍କ କିଏ ବୋଲି । ମାତ୍ର ତାଙ୍କର ଡ୍ୟାନ୍ସ ଦେଖିଲା ଭଳି ଅଟେ । ସୋସିଆଲ ମିଡ଼ିଆ ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଯୁବତୀ ଙ୍କର ଡ୍ୟାନ୍ସ କୁ ପ୍ରଶଂସା କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *