ଅଙ୍କିତା ଏହି ପ୍ରକାରରେ ତ୍ୟାଗ କରି ପୁରା କରିଲେ ସୁଶାନ୍ତଙ୍କର ଏହି ଇଚ୍ଛା

 

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ପୁଣି ଏକ ବଡ ଖୁଲାସା ସାମ୍ନା କୁ ଆସିଛି । ୧୪ ଜୁନରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ । ତାଙ୍କର ଆତ୍ମହତ୍ୟା କରିବାର ଖବର ଶୁଣି ସମଗ୍ର ଭାରତ ବର୍ଷ ଚକିତ ହୋଇଯାଇଥିଲା । ଆଜି ଆମେ ଆପଣ ମାନଙ୍କୁ ସୁଶାନ୍ତଙ୍କ କେସରେ ହୋଇଥିବା ବଡ ଖୁଲାସା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଖୁଲାସ ବିଷୟରେ ।


ବିହାରରେ ରହୁଥିବା ସୁଶାନ୍ତ ସିଂହ ରାଜପୁତ ବହୁତ ସ୍ଵପ୍ନ ନେଇ ବଲିଉଡକୁ ଆସିଥିଲେ । ନିଜର ସ୍ଵପ୍ନ ପୂରଣ କରିବା ପାଇଁ ସେ ବହୁତ ସଂଘର୍ଷ ଓ କଷ୍ଟ କରିଥିଲେ । ଏହା ପରେ ସେ ସଫଳ ମଧ୍ୟ ହୋଇଥିଲେ । ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଲେ । ହେଲେ ବଲିଉଡରେ ହେଉଥିବା ନେପୋଟିଜିମ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।


ସୁଶାନ୍ତଙ୍କ ଜୀବନରେ ଅଙ୍କିତା ଲୋଖଣ୍ଡେଙ୍କର ବହୁତ ବଡ ଭୂମିକା ରହିଛି । ସୁଶାନ୍ତ ସବୁଠାରୁ ଅଧିକ ବିଶ୍ଵାସ ଅଙ୍କିତାଙ୍କ ଉପରେ କରୁଥିଲେ । ସୁଶାନ୍ତ ଓ ଅଙ୍କିତା ପରସ୍ପରଙ୍କୁ ଭଲ ପାଉଥିଲେ । ଖବର ଅନୁସାରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ, ସୁଶାନ୍ତ ଓ ଅଙ୍କିତା ବିବାହ କରିବାକୁ ଯାଉଥିଲେ । ସୁଶାନ୍ତଙ୍କ ମୃତୁ ଖବର ଶୁଣି ଅଙ୍କିତା ଲୋଖଣ୍ଡେ ଭାଙ୍ଗି ଯାଇଥିଲେ । ସୁଶାନ୍ତ ନିଜ ସ୍ଵପ୍ନକୁ ସାକାର କରିବା ପାଇଁ ସଂଘର୍ଷ କରୁଥିବା ସମୟରେ ଅଙ୍କିତା ତାଙ୍କର ବହୁତ ସାଥ ଦେଇଥିଲେ ।


ସୁଶାନ୍ତଙ୍କ କେସ ସହ ଜଡିତ ନୂଆ ଖୁଲାସ ହେଉଛି, ଯେତେବେଳେ ସୁଶାନ୍ତ ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ଚେଷ୍ଟା କରୁଥିଲେ, ସେତେବେଳେ ଅଙ୍କିତା ସୁଶାନ୍ତଙ୍କୁ ନିଜ ସ୍ଵପ୍ନ ସାକାର କରିବା ପାଇଁ ନିଜର ସମସ୍ତ ଆଶାକୁ କୁର୍ବାନ କରିଥିଲେ । ଅଙ୍କିତା ସୁଶାନ୍ତଙ୍କୁ କୌଣସି ବନ୍ଧନରେ ବାନ୍ଧି ରଖିବା ପାଇଁ ଚାହୁଁନଥିଲେ, ଯାହାଫଳରେ ସେ ଧୀରେ ଧୀରେ ସୁଶାନ୍ତଙ୍କ ଠାରୁ ଦୂରେଇ ଯାଇଥିଲେ । ସୁଶାନ୍ତଙ୍କ ସ୍ଵପ୍ନ ପାଇଁ ଅଙ୍କିତା ନିଜ ପ୍ରେମକୁ କୁର୍ବାନ କରିଥିଲେ ।

ସୁଶାନ୍ତ ନିଜ ସ୍ଵପ୍ନକୁ ପୂରଣ କରିଦେଲେ ସତ ହେଲେ ଅଙ୍କିତାଙ୍କ ବିନା ସେ ମାୟା ନଗରିରେ ହଜିଯାଇଥିଲେ, ଯାହାଫଳରେ ସେ କେବେ ବି ଫେରି ପାରିଲେ ନାହିଁ । ସୁଶାନ୍ତଙ୍କ ମୃତ୍ୟୁକୁ ଅଙ୍କିତା ସହିପାରୁ ନାହାନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଭାଙ୍ଗିଯାଇଛନ୍ତି । ଏହା ଥିଲା ଅଙ୍କିତାଙ୍କ ତ୍ୟାଗ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *