ଝିଅଟି ଅନେକ ଦିନ ଧରି ଷ୍ଟେସନ ରେ କରୁଥିଲା କୁଲି କାମ, ଯେତେବେଳେ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଶୁଣିଥିବେ ଏବଂ ଜାଣି ବି ମଧ୍ୟ ଥିବେ କି ନାରୀ ମାନେ କୌଣସି କାମରେ ଏବେ କମ ନାହାନ୍ତି କିମ୍ବା ପଛରେ ନାହାନ୍ତି । ସେ ଚାନ୍ଦ ରେ ଯିବା ହେଉ କିମ୍ବା କୌଣସି ଦିନ ମଜୁରିଆ ଭାବରେ କାମ ହେଉ ସବୁଥିରେ ମହିଳା ମାନେ ନିଜର ଯୋଗଦାନ ଦେଇ ପାରୁଛନ୍ତି । ତେବେ ଆପଣ ମାନେ ପ୍ରାୟତଃ ସବୁବେଳେ ପୁରୁଷ ମାନଂକୁ ସାଧାରଣତଃ କୁଲି କାମ କରିବାର ଦେଖିଥିବେ କିନ୍ତୁ କେବେ କୌଣସି ମହିଳା ଙ୍କୁ ଦେଖିଛନ୍ତି କି ତେବେ ଆସନ୍ତୁ ଆଜି ଆମେ ସେହି ମହିଳା କୁଲି ମାନଙ୍କ ବିଷୟରେ ଜାଣିନେବା ।

୧ ପ୍ରଥମରେ ହେଉଛନ୍ତି ସନ୍ଧ୍ୟା କୁମାରୀ । ତାଙ୍କ ବୟସ ୩୧ ବର୍ଷ ଏବଂ ସେ ନିଜର ତିନି ସନ୍ତାନ ଏବଂ ବିଧବା ଶାଶୁ ଙ୍କୁ ଏକୁଟିଆ ପାଳୁଛନ୍ତି । ତେବେ ସେ ମଧ୍ୟପ୍ରଦେଶ ର ରେଳ ଷ୍ଟେସନ ରେ କୁଲି ଭାବରେ ଦେଖି ପାରିବେ । ତେବେ କିଛି ବର୍ଷ ପୂର୍ବେ କୌଣସି ରୋଗ ଜନିତ ସମସ୍ୟା ଯୋଗୁଁ ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ହୋଇ ଯାଇଥିଲା ଏବଂ ଏହା ପରେ ସେ ଘରର ସମସ୍ତ ଦାୟିତ୍ୱ ନିଜ ମୁଣ୍ଡ କୁ ନେଇ ଯାଇଥିଲେ ଏବଂ ଏହି କୁଲି ଚାକିରୀ ରେ ଜଏନ କରିଥିଲେ ।

ତେବେ ସେ କୁହନ୍ତି କୌଣସି କାମ ବଡ଼ କିମ୍ବା ଛୋଟ ନୁହେଁ ଯେଉଁ କାମରେ ପେଟ ପୋଷି ହୁଏ ସେହି କାମ ହିଁ ଭଲ । ତେବେ ସନ୍ଧ୍ୟା ଙ୍କ ଏହି କଥା ଏବଂ କାର୍ଯ୍ୟ ଅନେକ ସ୍ତ୍ରୀ ଲୋକଙ୍କୁ ପ୍ରେରଣା ଦେଇଛି । ତେବେ ସେ କୁଲି ନମ୍ବର ୩୬ ଭାବରେ କାମ କରନ୍ତି ।

୨ ଦ୍ଵିତୀୟ ରେ ହେଉଛନ୍ତି ଲକ୍ଷ୍ମୀ । ଏହି ଲକ୍ଷ୍ମୀ ଙ୍କୁ ଲକ୍ଷ୍ମୀ ଆଣିବା ପାଇଁ କୁଲି ର କାମ କରିବାକୁ ପଡୁଛି ତେବେ ସେ ଜବଲପୁର ଷ୍ଟେସନ ରେ ୨୩ ନମ୍ବର ବ୍ୟଚ ରେ କାମ କରୁଛନ୍ତି । ତେବେ ସେ ଜଣେ ବି.କମ ପାସ ଛାତ୍ରୀ ତେବେ ପିତାଙ୍କ ମୃତ୍ୟୁ ପରେ ସେ ଘରର ସମସ୍ତ ଦାୟିତ୍ବ ନିଜ ଉପରେ ନେଇଥିଲେ ଏବଂ ଏହି କୁଲି ଚାକିରୀ କରିଲେ ତେବେ ସେ ଏହି ଷ୍ଟେସନ ର ପ୍ରଥମ ମହିଳା କୁଲି ଏହା ପରେ ଆଉ କିଛି ମହିଳା ମଧ୍ୟ ଏଠାରେ କାମ କରୁଛନ୍ତି ।

୩ ତୃତୀୟ ରେ ହେଉଛନ୍ତି ମୁନ୍ଦ୍ର ଦେବୀ । ତେବେ ଏ ଆଗ୍ରା ଷ୍ଟେସନ ରେ ମହିଳା କୁଲି ଭାବରେ କାର୍ଯ୍ୟ କରୁଛନ୍ତି ବିର୍ଲା ନମ୍ବର ୨୧ ରେ ମୁନ୍ଦ୍ରା ଦେବୀ କାର୍ଯ୍ୟ କରୁଛନ୍ତି । ଏହି ମହଙ୍ଗା ଦୁନିଆ ରେ ନିଜ ପିଲାଙ୍କ ଖର୍ଚ୍ଚ କେବଳ ତାଙ୍କ ସ୍ୱାମୀ ଙ୍କ ରୋଜଗାର ରେ ହୋଇ ପାରିବ ନାହିଁ ତେଣୁ ସେ ମଧ୍ୟ ଘର ଖର୍ଚ୍ଚ ରେ ନିଜ ର ଯୋଗଦାନ ଦେଇଛନ୍ତି ଏବଂ ୧୦ ବର୍ଷ ହେବ ଏହି କୁଲି ଭାବରେ କାର୍ଯ୍ୟ କରୁଛନ୍ତି ତେବେ ତାଙ୍କ ସ୍ୱାମୀ ଜଣେ ଜୋତା ଫ୍ୟାକ୍ଟ୍ରି ରେ ମଜୁଦୁର ଅଛନ୍ତି ।

୪ ଚତୁର୍ଥ ରେ ହେଉଛନ୍ତି ମଞ୍ଜୁ ଦେବୀ । ସେ ରାଜସ୍ଥାନ ର ଜୟପୁର ର ଷ୍ଟେସନ ରେ ସେ କାମ କରନ୍ତି ତେବେ ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପରେ ନିଜ ପରିବାର ର ପୋଷଣ ପାଇଁ ସେ ଏହି କୁଲି ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ପ୍ରଥମେ ତାଙ୍କୁ ଟିକେ ସଂକୋଚ ଲାଗୁଥିଲା ଏବଂ ଲୋକମାନେ ମଧ୍ୟ ଅଜୀବ ଭାବରେ ଦେଖୁଥିଲେ କିନ୍ତୁ ସମୟ ଚଳିତ ରେ ସବୁ ଠିକ ହୋଇ ଯାଇଥିଲା ତେବେ ରାଷ୍ଟ୍ରପତି ରାମନାଥ କୋବିଦ ଙ୍କ ଦ୍ଵାରା ମଧ୍ୟ ସେ ସମ୍ମାନିତ ହୋଇଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *