ଗୀତ ସାଙ୍ଗକୁ ନାଚ, ଜୋରସୋରରେ ଚାଲିଥିଲା ନବବର୍ଷ ଜେରୋ ନାଇଟ ସେଲିବ୍ରେସନ, ହେଲେ ହଠାତ ଘଟିଗଲା ଏମିତି ଅଘଟଣ ଦେଖି ଭୟରେ ଥରିଲେ ଲୋକ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନୂଆବର୍ଷର ଆଗମନ ହେତୁ ସବୁ ଲୋକ ନୂତନ ବର୍ଷର ଆସିବାକୁ ବହୁତ ଧୂମଧାମରେ ପାଳିଥାନ୍ତି । ଯେଉଁ କାରଣରୁ ଡିସେମ୍ବର 31 ରେ ରାତି ସାରା ଲୋକମାନେ ଚେଇଁ ରହି ନୂଆ ବର୍ଷର ପୂର୍ବ ରାତିକୁ ପାଳନ କରିଥାନ୍ତି । ତାହାର ତଦାରଖ କରିବା ପାଇଁ ପିସିଆର ଭ୍ୟାନରେ ପୋଲିସ ପେଟ୍ରୋଲିଂ ଚାଲିଥିଲା । ତେବେ ବର୍ଷର ଆରମ୍ଭରେ ଅଇଁଠାପଲି ଠାରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା ।

ଏହି ଆକ୍ସିଡେଣ୍ଟଟି ଏତେ ଭୟାନକ ଥିଲା ଏହା କି ଯେ ପିସିଆର ଭ୍ୟାନଟି ସଂପୂର୍ଣ୍ଣ ଭାଗ୍ୟ ଯାଇଛି । ଏଥିରେ ରହିଥିବା ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବରେ ଆଘାତ ପ୍ରାପ୍ତ ହୋଇଛନ୍ତି । ତେଣୁ ସେମାନଙ୍କର ଚିକିତ୍ସା ନିମନ୍ତେ ବୁର୍ଲା ମେଡିକାଲକୁ ପଠା ଯାଇଛି । ନବବର୍ଷର ପୂର୍ବ ରାତି ଅର୍ଥାତ ଡିସେମ୍ବର 31 ରାତିରେ ଜିରୋ ନାଇଟ ସେଲିବ୍ରେସନ ଚାଲୁ ରହିଥିଲା । ତେବେ ସୂଚନା ମୁତାବକ ଅନୁଯାଇ ସମ୍ବଲପୁର ପୋଲିସଙ୍କ ତରଫରୁ ସେଥିପାଇଁ ପୋଲିସ ପେଟ୍ରୋଲିଂ ରାତି ସାରା ଚାଲୁ ରହିଥିଲା ।

ତେବେ ରାତି ସାରା ତ ପିସିଆର ଭ୍ୟାନ ପେଟ୍ରୋଲିଂ କରିଥିଲା । ସକାଳୁ ସକାଳୁ ଅର୍ଥାତ ଭୋର ସକଳ ସମୟରେ ହିଁ ଏପରି ଏକ ଦୁର୍ଘଟଣା ଘାତିଯାଇଛି । ଯେଉଁଥିରେ କି ପିସିଆର ଭ୍ୟାନର ଅବସ୍ତା ସମ୍ପୂର୍ଣ ଭାବରେ ଖରାପ ହୋଇଯାଇଛି । ଏହା ସହିତ ସେଥିରେ ଥିବା ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ତାଙ୍କର ସ୍ଵାସ୍ଥ ଅବସ୍ତା ବହୁତ ମାତ୍ରାରେ ସଙ୍କଟାପର୍ଣ୍ଣ ହୋଇଯାଇଛି ।

ତେବେ ଦୁର୍ଘଟଣା ଘଟିବା ପରେ ଏହାର ଖବର ପାଇଁ ଅତିରିକ୍ତ ଏସିପି ଓ ଏସଡିପିଓ ପହଞ୍ଚି ସେଠାରେ ଘଟଣାର ଖବର ବୁଝିଛନ୍ତି । ଏହା ସହିତ ଘଟଣା ଘଟାଇଥିବା ଗାଡିକୁ ମଧ୍ୟ ଜବତ କରିଛନ୍ତି । ତେବେ ଏପରି ଘଟଣା ଘଟିବାର ମୂଳ କାରଣ ଖୋଜିବା ପାଇଁ ପୋଲିସ ଟିମ ତରଫରୁ ତଦନ୍ତ ଆରମ୍ଭ ହୋଇଯାଇଛି । ତେବେ ଦୁର୍ଘଟଣାର ସ୍ଥିତି ଅନୁଯାଇ ଟ୍ରକଟି ଠିଆ ହୋଇଥିବା ସମୟରେ ପୋଲିସ ପିସିଆର ଭ୍ୟାନ ଆସି ଧକା ଦେଇଥିଲା ।

ତେବେ ଏପରି ଦୁର୍ଘଟଣା ଘଟିବା ପରେ ଘଟଣା ସ୍ତଳରୁ ଟ୍ରକ ଡ୍ରାଇଭର ଜଣଙ୍କ ପଳାଇଯାଇଛନ୍ତି । ତେବେ ନବବର୍ଷର ଆରମ୍ଭରୁ ହିଁ ଏପରି ଏକ ଘଟଣା ଘଟିଥିବାରୁ ପୋଲିସ ପ୍ରଶାସନଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *