ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡର ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଅମିତାବ ବଚନଙ୍କୁ ନିଶ୍ଚୟ ଜାଣିଥିବେ । ଅମିତାଭ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି ।
ଅମିତାବଙ୍କୁ ବର୍ତ୍ତମାନ ୬୦ ରୁ ଅଧିକ ବର୍ଷ ହୋଇସାରିଛି ହେଲେ ସେ ବର୍ତ୍ତମାନ ମଧ୍ୟ ବଲିଉଡ ଫିଲ୍ମରେ କାମ କରୁଛନ୍ତି । ଅମିତାବ ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକ ଅଛନ୍ତି ଓ ତାଙ୍କ ପାଖରେ ସମସ୍ତ ପ୍ରକାରର ସୁଖ ସୁବିଧା ରହିଛି । ହେଲେ ତାଙ୍କ ପରିବାରର ଜଣେ ଏମିତି ସଦସ୍ୟ ଅଛନ୍ତି ଯିଏ ଆଜି ମଧ୍ୟ ଦରିଦ୍ରତାରେ ବଞ୍ଚୁଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅମିତବଙ୍କ ପରିବାରର ଏହି ସଦସ୍ୟଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସଦସ୍ୟଙ୍କ ବିଷୟରେ ।
ବନ୍ଧୁଗଣ ଏକ ରିପୋର୍ଟସ ମୁତାବକ ଜଣା ପଡିଛି ଅମିତାବଙ୍କର ମୋଟ ସମ୍ପତ୍ତି ୪୦୦ ମିଲିୟନ ଡଲାରରୁ ଅଧିକ ରହିଛି । ଅମିତାବ ନିଜ ଫିଲ୍ମ କାରିୟରର ଆରମ୍ଭ ୧୯୬୯ ମସିହାରେ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରୁ କରିଥିଲେ । ଅମିତାବ ନିଜ କାରିୟରରେ ୧୮୦ ରୁ ଅଧିକ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ପରିବାର ବିଷୟରେ କହିବାକୁ ଯାଉଛୁ ଯିଏ ଅମିତାବଙ୍କ ପରିବାରରୁ ଅଲଗା ହୋଇ ରହୁଛନ୍ତି । ଆଜିକୁ ଏହି ପରିବାର ଦରିଦ୍ରତା ଭୋଗ କରୁଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସଦସ୍ୟଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଅମିତାବଙ୍କ ନିଜ ମାଉସୀ ପୁଅ ଅନୁପ ରାମଚନ୍ଦ୍ର । ବନ୍ଧୁଗଣ ଅନୁପ ରାମଚନ୍ଦ୍ରଙ୍କ ବଚନ ପରିବାର ସହ ବହୁତ ନିବିଡ ସମ୍ପର୍କ ରହିଛି । ହେଲେ ଆଜି ଅନୁପ ଦରିଦ୍ରତାରେ ବଞ୍ଚିବା ପାଇଁ ବାଧ୍ୟ ହୋଇଛନ୍ତି । ଏମିତି ତାଙ୍କୁ ଦୂଇ ବେଳା ଦୁଇ ମୁଠା ଖାଇବା ପାଇଁ ବହୁତ କଷ୍ଟ କରିବାକୁ ପଡେ । ବନ୍ଧୁଗଣ ଅନୁପ ରାମଚନ୍ଦ୍ରଙ୍କ ପରିବାର ପ୍ରଥମେ ଧନୀ ଥିଲେ । ହେଲେ ସମୟ ଏମିତି ହେଲା ଯେ ତାଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିଲା । ଅମିତାବ ଓ ଅନୁପଙ୍କ ମଧ୍ୟରେ ଏକ ବିବାଦ ହୋଇଥିଲା ସେହି ବିବାଦ ଥିଲା ଜମି ପାଇଁ ।
ଏହି ବିବାଦ ପରଠାରୁ ଅମିତାବ ଅନୁପ ଓ ତାଙ୍କ ପରିବାର ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ । ଅନୁପ ଅଭିଷେକଙ୍କ ବିବାହକୁ ମଧ୍ୟ ଆସିପାରି ନଥିଲେ, ଖବର ମିଳିଥିଲା ଯେ ସେ ଦରିଦ୍ରତାରେ ଥିବାରୁ ବିବାହକୁ ଆସିପାରିଲେ ନାହିଁ । ଅମିତାବ ଓ ଅନୁପଙ୍କ ମଧ୍ୟରେ ହୋଇଥିବା ବିବାଦ ହେତୁ ଆଜି ଅନୁପ ଦରିଦ୍ରତା ଭୋଗ କରୁଛନ୍ତି । ବର୍ତ୍ତମାନ ସେ ଅମିତାବଙ୍କ ଘର ସ୍ଥିତ ଏକ ସାଧାରଣ ଘରେ ରହୁଛନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ