20 Interesting Gk Questions:ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଆଉ କାଲା ବସିଛନ୍ତି, ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ତାହା କଣ ଅଟେ ଯାହାକୁ ପୁରୁଷ ଲୁଚେଇକି ଓ ସ୍ତ୍ରୀ ଦେଖେଇକି ଚାଲିଥାନ୍ତି ?

ଉତ୍ତର- ପର୍ସ

୨. କେଉଁ ଦେଶରେ ରାତିରେ ଚାଷକାମ କରାଯାଏ ?

ଉତ୍ତର- ନାର୍ବେ ଦେଶରେ

୩.ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ବନା ଯାଏ ନାହିଁ ?

ଉତ୍ତର- କାଶ୍ମୀର

୪. ତାହା କଣ ଅଟେ ଯାହା ପୁରା ଗାଁରେ ବୁଲିଥାଏ ହେଲେ ମନ୍ଦିର ଯିବା ପାଇଁ ଡରି ଥାଏ ?

ଉତ୍ତର- ଚପଲ

୫. ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କର ଅଟେ ହେଲେ ଅନ୍ୟ ଲୋକମାନେ ତାହା ବ୍ୟବହାର କରନ୍ତି ?

ଉତ୍ତର- ଆପଣଙ୍କ ନାମ

୬. କେଉଁ ଦେଶର ଲୋକମାନେ ସାପ ଖାଇଥାନ୍ତି ?

ଉତ୍ତର- ଚୀନ

୭. କେଉଁ ସବଜି ଖାଇଲେ ଦାନ୍ତ ସଫା ହୁଏ ?

ଉତ୍ତର- ଅମୃତଭଣ୍ଡା

୮. ଶରୀରର କେଉଁ ଅଙ୍ଗ ସବୁବେଳେ ଓଦା ହୋଇ ରୁହେ ?

ଉତ୍ତର- ଜିଭ

୯. ମୁ ସମୁଦ୍ରରେ ଜନ୍ମ ନିଏ ହେଲେ ଆପଣଙ୍କ ଘରେ ରୁହେ, କୁହନ୍ତି ତାହା କଣ ?

ଉତ୍ତର- ଲୁଣ

୧୦. ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କ ପିଛା ଛାଡି ନଥାଏ ?

ଉତ୍ତର- ଆପଣଙ୍କର ଛାଇ

୧୧. ତାହା କେଉଁ ଜିନିଷ ଅଟେ ଯାହା ଯେତେ ଅଧିକ ବଢିଥାଏ ସେତେ ଅଧିକ କମି ଥାଏ ?

ଉତ୍ତର- ଆମ ବୟସ

୧୨. କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ଲୋକ ରହିଥାନ୍ତି ?

ଉତ୍ତର- ଲଣ୍ଡନ ଦେଶରେ

୧୩. ମଣିଷ ସର୍ବ ପ୍ରଥମେ କେଉଁ ଫଳ ଖାଇଥିଲା ?

ଉତ୍ତର- ଖଜୁରୀ

୧୪. ମଶାର ବୟସ କେତେ ରହିଥାଏ ?

ଉତ୍ତର ୫୬ ଦିନ

୧୫. ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଆଉ କାଲା ବସିଛନ୍ତି, ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ?

ଉତ୍ତର- ମୁକ

Leave a Reply

Your email address will not be published. Required fields are marked *