25 Interesting Gk- ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଓ କାଲା ବସିଥିଲେ ଆମ୍ବ ପଡିଲେ ସର୍ବ ପ୍ରଥମେ କିଏ ଉଠେଇବ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

୧;- ତାହା କ’ଣ ଯାହାକୁ ପୁରୁଷ ଲୁଚାଇ ଏବଂ ମହିଳା ଦେଖାଇ ଚାଲିଥାନ୍ତି ?

ଉତ୍ତର;- ପର୍ସ ।

୨;- କେଉଁ ଦେଶରେ ରାତିରେ ଚାଷ କରାଯାଏ ?

ଉତ୍ତର;- ନାର୍ବେ ଦେଶରେ ।

୩;- ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ବନି ନଥାଏ ?

ଉତ୍ତର;- କାଶ୍ମୀରରେ ।

୪;- ତାହା କଣ ଯାହା ସଂପୂର୍ଣ୍ଣ ଗ୍ରାମରେ ବୁଲିଥାଏ, କିନ୍ତୁ ମନ୍ଦିର ଯିବାକୁ ଡରିଥାଏ ?

ଉତ୍ତର;- ଚପଲ ।

୫;- ଏଭଳି କେଉଁ ଜିନିଷ ଅଛି ଯାହା ଆପଣଙ୍କର କିନ୍ତୁ ତାକୁ ଅନ୍ୟ ଲୋକ ବ୍ୟବହାର କରିଥାଏ ?

ଉତ୍ତର;- ଆପଣଙ୍କ ନାମ ।

୬;- କେଉଁ ଦେଶର ଲୋକେ ସାପ ଖାଇଥାନ୍ତି ?

ଉତ୍ତର;- ଚୀନ ଦେଶର ଲୋକେ ।

୭;- କେଉଁ ପାରିବା କୁ ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର;- ଅମୃତଭଣ୍ଡା ।

୮;- ଶରୀରର କେଉଁ ଭାଗ ସର୍ବଦା ଓଦା ରହିଥାଏ ?

ଉତ୍ତର;- ଜିଭ ।

୯;- ମୁଁ ସମୁଦ୍ରରେ ଜନ୍ମ ହୋଇଥାଏ କିନ୍ତୁ ଆପଣଙ୍କ ଘରେ ରହିଥାଏ କୁହ କିଏ ମୁଁ ?

ଉତ୍ତର;- ଲୁଣ ।

୧୦;- ଏଭଳି କେଉଁ ଜିନିଷ ଅଛି ଯାହା ଆଲୋକରେ ମଧ୍ୟ ଆପଣଙ୍କ ପିଛା କରିବା ଛାଡି ନଥାଏ ?

ଉତ୍ତର;- ଆପଣଙ୍କ ଛାଇ ।

୧୧;- ତାହା କେଉଁ ଜିନିଷ ଅଟେ ଯାହା ଯେତେ ଅଧିକ ବଢିଥାଏ ସେତେ ଅଧିକ କମ ହୋଇଥାଏ ?

ଉତ୍ତର;- ଆମ୍ଭର ବୟସ ।

୧୨;- କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ଲୋକ ରହିଥାନ୍ତି ?

ଉତ୍ତର;- ଲଣ୍ଡନ ରେ ।

୧୩;- ମନୁଷ୍ୟ ସବୁଠାରୁ ପ୍ରଥମେ କେଉଁ ଫଳ କୁ ଖାଇଥିଲା ?

ଉତ୍ତର;- ଖଜୁରୀ ଫଳ ।

୧୪;- ମାଛିର ବୟସ ସମୁଦାୟ କେତେ ହୋଇଥାଏ ?

ଉତ୍ତର;- ୧୪ ରୁ ୫୬ ଦିନ ପର୍ଯ୍ୟନ୍ତ ହୋଇଥାଏ ।

୧୫;- ସଂସାରର ସବୁଠାରୁ ଓଜନଦାର ସାପ କେଉଁଟି ?

ଉତ୍ତର;- ଏନାକୋଣ୍ଡା ।

୧୬;- ପୃଥିବୀ ଉପରେ ସଂପୂର୍ଣ୍ଣ କେତେ ମହା ସାଗର ରହିଅଛି ?

ଉତ୍ତର;- ଏହାର ସଠିକ ଉତ୍ତର ହେଉଛି ୫ ଟି ମହା ସାଗର ।

୧୭;- ତାହା କ’ଣ ଅଟେ ଯାହା ହୃଦୟରେ ଅଛି, ମନରେ ଅଛି, କିନ୍ତୁ ସ୍ପନ୍ଦନରେ ନଥାଏ ?

ଉତ୍ତର;- ଆମିର ଖାନ ।

୧୮;- ଦୁନିଆର ସବୁଠାରୁ ଛୋଟ ମହିଳା କେଉଁ ଦେଶରେ ଅଛି ?

ଉତ୍ତର;- ଭାରତରେ ।

୧୯;- ପାକିସ୍ଥାନ ର ରାଷ୍ଟ୍ରୀୟ ପଶୁ କ’ଣ ଅଟେ ?

ଉତ୍ତର;- ମାରଖୋର ।

୨୦;- କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଇଥାଏ ?

ଉତ୍ତର;- ଇଜିପ୍ଟ ଦେଶରେ ।

୨୧;- ତାହା କ’ଣ ଯାହାକୁ ଆମ୍ଭେ କାଟିଥାଉ, ପେଶୀଥାଉ ଏବଂ ବାଣ୍ଟିଥାଉ କିନ୍ତୁ ତାକୁ ଖାଇ ନଥାଉ ?

ଉତ୍ତର;- ତାସ ର ପତା ।

୨୨;- କେଉଁ ଦେଶର ଲୋକେ PUBG ଖେଳନ୍ତି ନାହିଁ ?

ଉତ୍ତର;- ଚୀନ ଦେଶର ଲୋକେ ।

୨୩;- କେଉଁ ଫଳରେ ସମସ୍ତ ଭିଟାମିନ ମିଳିଥାଏ ?

ଉତ୍ତର;- ଅମୃତଭଣ୍ଡା ରେ ।

୨୪;- ଆଖିରେ ରହିଲେ ବିଛଣା ଉପରକୁ ନେଇ ଆସିଥାଏ, କୁହ ତାହା କ’ଣ ଅଟେ ?

ଉତ୍ତର;- ନିଦ ।

୨୫;- ଆମ୍ବ ଗଛ ମୂଳରେ ଅନ୍ଧ, ଲେଙ୍ଗେଡା, ଘୁଙ୍ଗା,  ଏବଂ କାଲା ବସିଥିଲେ,  ଯଦି ସେଠାରେ ଆମ୍ବ ଖସିପଡେ ତେବେ ସବୁଠାରୁ ପ୍ରଥମେ କିଏ ଉଠାଇବ ?

ଉତ୍ତର;- ଘୁଙ୍ଗା, ଲେଙ୍ଗେଡା ଏବଂ କାଲା ମଧ୍ୟରୁ ଯିଏ ସବୁଠାରୁ ପ୍ରଥମେ ଦୌଡିବ ।

Leave a Reply

Your email address will not be published. Required fields are marked *