ହଠାତ Live ଆସି Aparajita ସମସ୍ତଙ୍କୁ ହାତ ଯୋଡି କଲେ ଅନୁରୋଧ, କହିଲେ କଣ ? ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅପରାଜିତା ମହାନ୍ତି ମି-ଡି-ଆ ଙ୍କୁ ଅନୁରୋଧ କରି କହିଛନ୍ତି ଯେ ସବୁ ମି-ଡି-ଆ ଭାଇମାନଙ୍କୁ ମୁଁ ଆମ୍ଭ ପରିବାର ତରଫରୁ ଧନ୍ୟବାଦ ଜଣାଉଛି, ଅନେକ ସାହାର୍ଯ୍ୟ ସହଯୋଗ ଆମ୍ଭେ ଆପଣଙ୍କ ପାଖରୁ ପାଇଛୁ । ବର୍ତ୍ତମାନ ଆଉ ଏକ ଅନୁରୋଧ କରୁଛି ଯେ ଉତ୍ତମଙ୍କ ଦେହ ଭଲ ନାହିଁ । ଏବଂ ବଡ ଭେଣେଇ ତାଙ୍କ ଦେହ ମଧ୍ୟ ଭଲ ନାହିଁ, ସେ ହାର୍ଟ ପେସେଣ୍ଟ ଅଛନ୍ତି କେତେବେଳେ ଆମ୍ବୁଲାନ୍ସ ଦରାକର ପଡିବ ତଥା କେତେବେଳେ ଡାକ୍ତରଙ୍କ ପାଖକୁ ଯିବାକୁ ଦରକାର ପଡିବ ।

ଏହା ସହିତ ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଆମ୍ଭ ପାଇଁ ବହୁତ ହଇରାଣ ହେଉଛନ୍ତି, ଏଥିପାଇଁ ସମସ୍ତଙ୍କୁ ଋକ୍ଵେଷ୍ଟ କରୁଛି ତଥା ଅନୁରୋଧ କରୁଛି ଯେ ପ୍ଳିଜ ୬ ରୁ ୭ ଦିନ ହୋଇଗଲାଣି, ଏଥର ଆମ୍ଭକୁ ଟିକିଏ ଏକୁଟିଆ ଛାଡି ଦିଅନ୍ତୁ । ନା ଆମ୍ଭେ ଝରକା ଖୋଲି ପାରୁଛୁ, ନା କବାଟ ଖୋଲି ପାରୁଛୁ, ନା ବାହାରକୁ ବାହାରି ପାରୁଛୁ । ଏବଂ ଆଶା କରୁଛି ଯେ ଆପଣ ମାନେ ମୋର ଏହି ଅନୁରୋଧକୁ ନିଶ୍ଚିତ ଭାବରେ ବୁଝିପାରିବେ ।

ତେବେ ଏହିଭଳି କହିଛନ୍ତି ଅପରାଜିତା ମହାନ୍ତି । ଗତକାଲି ବାବୁସାନଙ୍କ ଜନ୍ମଦିନ ଥିଲା ଏବଂ ନିଜ ଜନ୍ମ ଦିନରେ ସ୍ତ୍ରୀ ଏବଂ ପୁଅ ଙ୍କୁ ଦେଖାକରି ସେଠାରେ କେକ କାଟିଥିଲେ । ଏହା ସହିତ ସେ କହିଥିଲେ ଯେ ଖୁବ ଶୀଘ୍ର ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ଘରକୁ ନେଇ ଆସିବେ ।

କିଛି ଦିନ ହେବ ବାବୁସାନ-ପ୍ରକୃତି ଙ୍କୁ ନେଇ ବିବାଦ ବେସ ଉଠିଥିଲା ଏବଂ ଏହା ଦିନକୁ ଦିନ ବଢିବାରେ ଲାଗିଛି । ତୃପ୍ତି ନିଜ ସ୍ଵାମୀ ବାବୁସାନଙ୍କୁ ମାଡ ମାରିବା କଥା ଚାରିଆଡେ ଚର୍ଚ୍ଚା ହୋଇଥିଲା । ଏହା ଫଳରେ ସୋ-ସି-ଆ-ଲ ମି-ଡି-ଆରେ କେବଳ ଷ୍ଟାର ପରିବାରଙ୍କର ଚର୍ଚ୍ଚା ହୋଇଥିଲା । ବାବୁସାନଙ୍କ ଫ୍ୟାନ୍ସ ମାନେ ଏ ଘଟଣାକୁ ନେଇ ନାନା ପ୍ରକାରର ମତ ଦେଇଥିଲେ ।

ସେମାନେ କହିଥିଲେ ଯେ ବାବୁ ଭାଇ ଯଦି ତାଙ୍କ ସ୍ତ୍ରୀ ପାଖକୁ ଫେରି ନଯାନ୍ତି ତେବେ ଆମ୍ଭେ ଆଉ ବାବୁ ଭାଇଙ୍କ ପାଖକୁ କେବେ ଫେରିବୁ ନାହିଁ । ତେବେ ବାବୁସାନ ଚେନ୍ନାଇରୁ ଘରକୁ ଫେରି ନିଜ ବାପା, ମା’ ଙ୍କୁ ଭୁଲ ମାଗିବା ସହିତ ଆଗକୁ ସେଭଳି କିଛି ଭୁଲ ହେବ ନାହିଁ ବୋଲି କହିଥିଲେ ବାବୁସାନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *