ଦେଖନ୍ତୁ କେମିତି ଲୁଚି ଲୁଚି ଅଳିଆ ଗଦାରେ ଏଠି ଚାଲିଛି ରାସଲୀଳା, ଦେଖନ୍ତୁ ଏହି ଭାଇରାଲ ଭିଡିଓ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ । ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ଲୋକମାନେ ପ୍ରଥମେ ବିବାହ କରୁଥିଲେ ।

ତା ପରେ ନିଜ ଲାଇଭ ପାର୍ଟନରକୁ ପ୍ରେମ କରୁଥିଲେ । ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି । ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ । କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓରେ ଦୁଇଟି ପ୍ରେମିଯୁଗଳ ପ୍ରେମ ବିବାହ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ଜଣେ ଗାଁର ଝିଅ ନିଜ ପ୍ରେମିକାକୁ ବିବାହ କରୁଛି । ଏହି ଦୁଇଜଣ ପ୍ରେମିଯୁଗଳ ଲୁଚି କି ବିବାହ କରିଛନ୍ତି ଓ ବିବାହର ଭିଡିଓ ନିଜ ମୋବାଇଲ ଫୋନରେ ରେକର୍ଡ କରିଛନ୍ତି । ଏହି ବନ୍ଧୁଗଣ ଏହି ଯୁବକ ଓ ଯୁବତୀ ବହୁତ ସମୟ ହେବ ପରସ୍ପର ସହ ପ୍ରେମ କରୁଥିଲେ ହେଲେ ଘର ଲୋକ ଏମାନଙ୍କ ପ୍ରେମ ବିବାହରେ ରାଜି ହୋଇ ନଥିଲେ ।

ଏହା ପରେ ଉଭୟ ଲୁଚି କି ବିବାହ କରିଥିଲେ । ଯୁବକ ଜଣକ ନିଜ ପ୍ରେମିକ ମଥାରେ ସିନ୍ଦୁର ଲଗାଇବା ସହ ତାଙ୍କୁ ମଙ୍ଗଳସୂତ୍ର ପିନ୍ଧାଉ ଥିବାର ନଜର ଆସୁଛନ୍ତି । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *