ଧରା ପଡ଼ିଲା ମୋଷ୍ଟ ଓ୍ଵାଣ୍ଟେଡ୍‌ Govinda Sahu, ଦେଖନ୍ତୁ କେମିତି ଲୁଚିଥିଲା ଆଖୁ ବାଡିରେ ? ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି । ମାମିତା ନାମକ ଜଣେ ସ୍କୁଲ ଶିକ୍ଷୟତ୍ରୀ ଗତ ୧୧ ଦିନ ହେବ ନି-ଖୋ-ଜ ଅଛନ୍ତି । ଏହି ଘ-ଟ-ଣା-ର ଚର୍ଚା ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ ପବ୍ଲିକ ସ୍କୁଲରେ ମମିତା ଶିକ୍ଷତ୍ରି ଥିଲେ । ତେବେ ମମିତା ନି-ଖୋ-ଜ ହେବା ପରେ ତାଙ୍କ ପରିବାର ଲୋକ ସଂପୂର୍ଣ୍ଣ ଭାବେ ଭା-ଙ୍ଗି ପଡିଛନ୍ତି ।

ଏହି ମାମଲାରେ କୁ ନେଇ ବର୍ତ୍ତମାନ ରାଜନୈତିକ ବି-ବା-ଦ ଲାଗି ରହିଛି । କାରଣ ଏହି ମାମଲାରେ କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଜେ-ରା କରଯାଇଥିଲା । ଏହି ମାମଲା ପଛରେ ସଭାପତି ଗୋବିନ୍ଦ ସାହୁଙ୍କ ବେସ ବଡ ଭୂମିକା ରହିଛି । ଗତ ୮ ତାରିଖ ଦିନ ଗୋବିନ୍ଦ ମାମିତାଙ୍କ ଫୋନ କରି ତାଙ୍କ ପାଖକୁ ଡକାଇଥିଲେ । ବନ୍ଧୁଗଣ ଏହି ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ହି-ଫା-ଜ-ତ-ରେ ନେଇଥିଲା ହେଲେ ଗତ କାଲି ରାତିରେ ଗୋବିନ୍ଦ ଫେ-ରା-ର ହୋଇ ଯାଇଥିଲେ ।

ଗତ କାଲି ରାତିରେ ଟିଟିଲାଗଡ଼ ଥାନା ପଛ ପାଖରେ ଥିବା ବ୍ୟାରେକରୁ ସେ ଚ-ମ୍ପ-ଟ ମା-ରି-ଥି-ଲେ । ଆଗ ପଟେ ଥାନା ଅଛି ପଛ ପଟେ ବ୍ୟରେକ ଅଛି ଓ ଚାରି ଜଗ ସ-ଶ-ସ୍ତ୍ର ପୋଲିସ ତାଙ୍କ ପାଖରେ ମୁତୟ-ନ ରହିଥିଲେ ।  ତାଙ୍କ ପାଇଁ ଜଣେ ଅଫିସର ନିୟୋଜିତ ହୋଇଥିଲେ ସେ ହାତ ଧୋଇକି ଆସୁଚି କହିକି ଫେ-ରା-ର ହୋଇ ଯାଇଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ।

ବନ୍ଧୁଗଣ ଆଖୁ ବାଡିରେ ଲୁ-ଚି ଥିଲେ ଗୋବିନ୍ଦ । ଧରା ପଡ଼ିଲା ମୋ-ଷ୍ଟ ଓ୍ଵା-ଣ୍ଟେ-ଡ୍‌ ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧ-ରା ପଡ଼ିଲା । ଏକ ଆଖୁବାଡ଼ିରେ ଲୁ-ଚି ରହିଥିଲା ବେଳେ ଧରିଲା ପୋଲିସ । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ବର୍ତ୍ତମାନ ଚର୍ଚା ଜୋର ସୋର ଧରିଛି । ଏହି ଘଟଣା ପ୍ରତି ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *