କରନ୍ତୁ କେବଳ ଏହି ଗୋଟିଏ ଦେଶୀ ଉପାୟ, ଆଖିର ଦୃଷ୍ଟିଶକ୍ତି ଏତେ ବଢାଇଦେବ କି 70 ବର୍ଷ ବୟସରେ ବି ଚଷମା କାଢି ଫୋପାଡି ଦେବେ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ୭୫ ପ୍ରତିଶତ ଲୋକ ଆଖି ସମ୍ବନ୍ଧିତ ସମସ୍ଯାର ସମ୍ମୁଖିନ ହେଉଛନ୍ତି । ସାଧାରଣତଃ ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ଏହି ସମସ୍ଯା ହୋଇଥାଏ । ବନ୍ଧୁଗଣ ଆଖି ଦୁର୍ବଳ ହେବା କାରଣରୁ ଆଖି ଜନିତ ବହୁତ ସମସ୍ଯା ଆମକୁ ହୋଇଥାଏ, ଯାହାଫଳରେ ଆମକୁ ଚଷମା ବ୍ୟବହାର କରତିବାକୁ ପଡିଥାଏ । ଯଦି ବନ୍ଧୁଗଣ ଆପଣ ମାନେ ଚଷମାର ବ୍ୟବହାର କରୁଛନ୍ତି, ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ଓ କିଛି ଖାଦ୍ୟ ପେୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜର ଆଖି ଜନିତ ସମସ୍ତ ସମସ୍ଯାକୁ ଦୂର କରିପାରିବେ ।

ବନ୍ଧୁଗଣ ଯଦି ଆପଣ ଏହି ଉପଚାରକୁ କରିବେ ତା ହେଲେ ଆପଣ ବହୁତ ଶୀଘ୍ର ନିଜ ଚଷମାରୁ ମୁକ୍ତି ପାଇବେ । ବନ୍ଧୁଗଣ ଏହା ହେଉଛି ଏକ ସହଜ ଉପଚାର ଯାହାକୁ ଆପଣ ନିଜ ଘର ମଧ୍ୟରେ ବନେଇ ପାରିବେ  ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆମକୁ ଦୁଇଟି ଜିନିଷର ଆବଶ୍ୟକତା ରହିଛି । ପ୍ରଥମ ସାମଗ୍ରୀ ହେଉଛି ପାନ ମହୁରି ଓ ଦୁତୀୟ ସାମଗ୍ରୀ ହେଉଛି କାକୁଡି । ବନ୍ଧୁଗଣ ଆପଣ ମାନେ ଏହି ଦୁଇଟି ଜିନିଷକୁ ନିଶ୍ଚୟ ଖାଇଥିବେ ।

ବନ୍ଧୁଗଣ ପାନ ମହୁରି ଆମ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହି ଉପଚାରକୁ ବନେଇବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ଏକ ମୁଠା ପାନ ମହୁରି ନିଅନ୍ତୁ ଓ ଏହାକୁ ରାତି ସାରା ପାଣିରେ ଭିଜେଇ ରଖିଦିଅନ୍ତୁ । ସଖାଳ ହେବା ପରେ ଆପଣ ଏହି ପାନ ମହୁରିରେ ଅଧ ଖଣ୍ଡ କାକୁଡି ମିଶାଇ ଏହାକୁ ଏକ ଗ୍ରାଇଣ୍ଡର ସହାୟତାରେ ଭଲ ଭାବରେ ପେଶି ଦିଅନ୍ତୁ ।

ବନ୍ଧୁଗଣ ପେଶିବା ପରେ ଆପଣ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଫ୍ରିଜରେ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଆପଣ ଏହାକୁ ନିଜ ଆଖି ପତା ଉପରେ ରଖି ଅଧ ଘଣ୍ଟା ପର୍ଯ୍ୟନ୍ତ ଆଖି ବନ୍ଦ କରି ଶୋଇ ପଡନ୍ତୁ । ବନ୍ଧୁଗଣ ଏହି ମିଶ୍ରଣକୁ ଆଖିରେ ଲଗାଇବା ପୂର୍ବରୁ ଯଦି ଆପଣ ଆଖିରେ ସାଇଡରେ ବାଦାମ ତେଲରେ ମସାଜ କରିବେ ତା ହେଲେ ଏହା ଆପଣଙ୍କୁ ଆହୁରି ଭଲ ରେସଲ୍ଟ ଦେବ  ।

ହେଲେ ବନ୍ଧୁଗଣ ଧ୍ୟାନ ରଖିବେ ଯେପରି ବାଦାମ ତେଲ ସଂପୂର୍ଣ୍ଣ ଶୁଦ୍ଧ ହୋଇଥିବ । ବନ୍ଧୁଗଣ ଆମର ଏହି ଉପଚାରକୁ ଆପଣ କେବଳ ୨ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ । ଆପଣ ଏହି ଉପଚାରକୁ ସବୁଦିନ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ । ଦେଖିବେ ଅପାନଙ୍କୁ ଏହାର ଭଲ ରେସଲ୍ଟ ନିଶ୍ଚୟ ମିଳିବ । ଏହାର କିଛି ମାସ ବ୍ୟବହାର ଦ୍ଵାରା ଆପଣଙ୍କୁ ବିନା ଚଷମାରେ ସବୁକିଛି ଦେଖାଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *