କ୍ଯାମେରାରେ ରେକର୍ଡ ହେଇଗଲା ଉଡାଜାହଜରେ ଘଟିଥିବା ଲଜ୍ଜା ଜନକ ଘଟଣା, ଦେଖନ୍ତୁ video ଆପଣଙ୍କ ହୋସ୍ ଉଡିଯିବ

ବନ୍ଧୁଗଣ ଏୟାରପୋର୍ଟ ଓ ଫ୍ଲାଇଟରେ ଘଟିଥିବା କିଛି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଗୁଡିକ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏୟାରପୋର୍ଟ ଓ ଫ୍ଲାଇଟରେ ଘଟିଥିବା କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭାଇରାଲ ଭିଡିଓ ବା ଘଟଣା ବିଷୟରେ ।

୧. ୨୦୧୮ ମସିହାରେ ଆମ ଭାରତ ରାଜଧାନୀରେ ଏକ ଏୟାର ହୋଷ୍ଟେଜକୁ ସନ୍ଦେହରେ ଚେକ କରାଗଲା । ସେହି ଏୟାର ହୋଷ୍ଟେଜଙ୍କ ନାମ ଥିଲା ଦେବିଶ୍ରୀ । ବନ୍ଧୁଗଣ ସେହି ଏୟାର ହୋଷ୍ଟେଜକୁ ଚେକ କରିବା ଦ୍ଵାରା ତା ଠାରୁ ୩ କୋଟି ଡଲାର ଜବତ କରାଗଲା । ଜିଙ୍କ ପେପରରେ ଏହି ଆମେରିକା ଡଲାରକୁ ଲୁଚାଇ ଦେବିଶ୍ରୀ ଚୋରାରେ ଭାରତ ଆଣିଥିଲେ । ପରେ ଜଣା ପଡିଲା ଯେ, ସେହି ଟଙ୍କା ଦେବିଶ୍ରୀଙ୍କର ନୁହେଁ । ହଙ୍କକଙ୍ଗରୁ ଦିଲ୍ଲୀ ଏହି ଟଙ୍କା ଆଣିବା ପାଇଁ ଦେବିଶ୍ରୀଙ୍କୁ ଏକ ଲକ୍ଷ ଟଙ୍କା ମିଳିଥିଲା ।

୨. ଆପଣ ଯେତେବେଳେ ଫ୍ଲାଇଟରେ ଯାନ୍ତି ତ ଫ୍ଲାଇଟର ଖାଦ୍ୟ ନିଶ୍ଚୟ ଖାଇଥିବେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଫ୍ଲାଇଟରେ ଯାଉଥିବା ବେଳେ ଫ୍ଲାଇଟରେ ଦିଆଯାଉଥିବା ଖାଦ୍ୟ ନିଶ୍ଚୟ ଖାଇଥିବେ । ଫ୍ଲାଇଟର ଖାଦ୍ୟ ବହୁତ ମହଙ୍ଗା ହୋଇଥାଏ । ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଜଣେ ଚାଇନିଜ ଏୟାର ହୋଷ୍ଟେଜ ଲୋକ ମାନଙ୍କ ଖାଦ୍ୟରୁ ଟିକେ ଟିକେ କରି ଖାଉଥିଲା । ଭିଡିଓ ଭାଇରାଲ ହେବ ପରେ ଏୟାର ହୋଷ୍ଟେଜକୁ ଚାକିରିରୁ ବାହାର କରିଦିଆଗଲା ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓଟି ହେଉଛି ରାଜୀବ ଗାନ୍ଧୀ ଇନ୍ଟରନାସନାଲ ଏୟାରପୋର୍ଟର । ଏହି ଭିଡିଓରେ ଭରତ ଓ କଲ୍ୟାଣ ନାମକ ଦୁଇ ଯୁବକ ଗୋଟେ ଏୟାର ହୋଷ୍ଟେଜ ଏବଂ ଗୋଟେ ପୋଲିସକୁ ଭୁଲ ମାଗୁଥିବାର ନଜର ଆସୁଛନ୍ତି । ଭରତ ଓ କଲ୍ୟାଣ ସେହି ଏୟାର ହୋଷ୍ଟେଜଙ୍କ ସହ ଖରାପ ବ୍ୟବହାର କରିଥିଲେ ତେଣୁ ସେମାନଙ୍କୁ ପୋଲିସ ଏକ ଘର ଭିତରକୁ ନେଇଗଲା । ଏହା ପରେ ସେମାନେ ସେହି ଏୟାର ହୋଷ୍ଟେଜର ପାଦ ଛୁଇଁ ଭୁଲ ଲାଗିଲେ ।

୪. ବନ୍ଧୁଗଣ ଆପଣ ମାନେ ସମସ୍ତେ ଏୟାର ହୋଷ୍ଟେଜ ମାନଙ୍କୁ ନିଶ୍ଚୟ ଦେଖିଥିବେ ଓ ତାଙ୍କ କମ ବିଷୟରେ ମଧ୍ୟ ନିଶ୍ଚୟ ଜାଣିଥିବେ । ଏୟାର ହୋଷ୍ଟେଜ ମାନେ ପ୍ଳେନ ଭିତରେ ଥିବା ସମସ୍ତ ସୂଚନା ଓ ନିୟମ ବିଷୟରେ କହିଥାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଏୟାର ହୋଷ୍ଟେଜ ଗୋଟେ ଲୋକକୁ ସିଟ ବେଲ୍ଟ ଲଗାଇବା ପାଇଁ କହୁଛି ହେଲେ ଲୋକଟି କୌଣସି ପ୍ରତିକ୍ରିୟା ଦେଉ ନାହିଁ । ଏୟାର ହୋଷ୍ଟେଜ ବାରମ୍ବାର ଲୋକଟିକୁ ସିଟ ବେଲ୍ଟ ଲଗାଇବାକୁ କହୁଥିଲେ ମଧ୍ୟ ଲୋକର କୌଣସି ଖାତିର ନାହିଁ ।

Leave a Reply

Your email address will not be published. Required fields are marked *