DFO ଙ୍କ ଲାଙ୍ଗୁଡରେ ହାତ ମାରି ଅଡୁଆରେ ବିଜେପି ବିଧାୟକ, ଗଙ୍ଗାଙ୍କୁ ବି ବିପଦ…ଦେଖନ୍ତୁ Video

ବନ୍ଧୁଗଣ, ସଂଗ୍ରାମ କେସରୀ ଙ୍କ ଲାଙ୍ଗୁଡରେ ଯିଏ ହାତ ମା-ରୁ-ଛି ତାହା ବି-ରୋ-ଧ-ରେ ଆସୁଛି ସ-ଙ୍ଗୀ-ମ ଅ-ଭି-ଯୋ-ଗ । ପାରଳାଖେମୁଣ୍ଡି ବିଜେପି ବିଧାୟକ କେ ନାରାୟଣ ରାଓ ଙ୍କ ବି-ରୋ-ଧ-ରେ ବାଲି ମା-ଫି-ଆ ଙ୍କ ସହ ଲି-ଙ୍କ ଅ-ଭି-ଯୋ-ଗ ଆସିଅଛି । DFO ଙ୍କୁ ରାତି ଅଧରେ ସୌମ୍ୟ ଙ୍କ କ୍ଵାଟର ଯିବା ଦେଖିବା ଏବଂ DFO ଙ୍କ ବି-ରୋ-ଧ-ରେ ଅନ୍ୟ ରାଜ୍ୟକୁ ର-କ୍ତ ଚନ୍ଦନ କାଠ ଚୋ-ରା ଚା-ଲା-ଣ କାର୍ଯ୍ୟ ନେଇ ମୁହଁ ଖୋଲିବା ବର୍ତ୍ତମାନ ଗଙ୍ଗା ପ୍ରଧାନ ଏବଂ କେ ନାରାୟଣ ରାଓ ଙ୍କ ନିମନ୍ତେ ଅଡୁଆ ସୃଷ୍ଟି କରିଛି ।

ଗୃହରେ ସୌମ୍ୟ ମାମଲା ନେଇ କଥା ଉଠାଇଥିଲେ ଏବଂ କହିଥିଲେ ଯେ, DFO ଙ୍କ ଉପରେ ବଡ ବଡିଆ ଙ୍କ ଆଶୀର୍ବାଦ ର ହାତ ରହିଛି । ତେବେ ବିଜେପି ବିଧାୟକ ଙ୍କ ବି-ରୋ-ଧ-ରେ ବାଲି ମା-ଫି-ଆ ଆଉ କଲ୍ୟାଣ ମଣ୍ଡପ ବେ-ଆ-ଇ-ନ ଭାବେ ଚଳାଉଥିବା ଅ-ଭି-ଯୋ-ଗ ଆଣିଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀ ର କିଛି ବ୍ୟକ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଯେ ତାଙ୍କ ବି-ରୋ-ଧ-ରେ ଉଦେଶ୍ୟ ମୂଳକ ଭାବରେ ଏପରି କରାଯାଉଅଛି ।

ଏହା ସହିତ କେ ନାରାୟଣ ରାଓ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଚିଠି ମଧ୍ୟ ଦେଇଛନ୍ତି । କଥା ଏବଂ ଅ-ଭି-ଯୋ-ଗ ସତ୍ୟତା ତ-ଦ-ନ୍ତ ପରେ ଆସିବ ଯେ ସେ ବିଜେପି ବିଧାୟକ ବାଲି ମା-ଫି-ଆ କି ନୁହେଁ ? ହେଲେ ଗଙ୍ଗା ପ୍ରଧାନ ବି-ରୋ-ଧ-ରେ ଚିଠି ତା ପ୍ରତିକ୍ରିୟା ଦେବାର ୨ ଦିନ ନ ପୁରୁଣୁ ଆସିଥିଲେ । କେ ନାରାୟଣ ରାଓ ଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ ମଧ୍ୟ ୨ ଦିନ ନ ପୁରୁଣୁ ଆସିଅଛି । ବର୍ତ୍ତମାନ ଏହା ଚିନ୍ତାର ବିଷୟ ଏହା ଯେ ଏହା କଣ ଏକ ସଂଯୋଗ ଅଥବା ବାସ୍ତବତା ?

ତେବେ ଏମାନଙ୍କର ଏଭଳି ଅବସ୍ଥା ଦେଖି DFO ସଂଗ୍ରାମ କେସରୀ ଙ୍କ ବି-ରୋ-ଦ୍ଧ-ରେ ମୁହଁ ଖୋଲି ସାହାସ କରିବେ ତାହା ଦେଖିବାକୁ ବାକି ରହିଅଛି । ସୌମ୍ୟ ଙ୍କ ଘଟଣା କୁ ଏତେ ଦିନ ବୀତି ଯାଇଥିଲେ ମଧ୍ୟ ବର୍ତ୍ତମାନ ତାଙ୍କୁ ନ୍ୟାୟ ମିଳି ପାରି ନାହିଁ । ମାତ୍ର ପରିବାର ଲୋକେ ନିଜ ପୁଅଙ୍କୁ ନ୍ୟାୟ ଦେବା ଆଶାରେ ଚାହିଁ ବସିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *