ଆକ୍ସିଡେଣ୍ଟ ର ଛାତିଥରା ଦୃଶ୍ୟ ! ଯୁବତୀଙ୍କୁ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଗଲା ଅଟୋ, ଦେଖନ୍ତୁ viral video

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ରାସ୍ତା ରେ ଚାଲିବା ମଧ୍ୟ ବହୁତ ମୁସ୍କିଲ ହୋଇ ଗଲାଣି କାରଣ ଲୋକମାନେ ଆଜି କାଲି ଏଭଳି ଭାବରେ ଗାଡି ଚଳାଉଛନ୍ତି ଯେ ନ କହିବା ଭଲ । ତେବେ ଗାଡି ଚାଳକ ମାନେ ଗାଡି ଚଳାଇବା ସମୟରେ ସାମ୍ନା ରେ କିଏ ଅଛି କିମ୍ବା କିଏ ନାହିଁ ତାହା ଜାଣି ପାରନ୍ତି ନାହିଁ । ଏହା ଛଡା କିଛି ଲୋକ ନିୟମ ମଧ୍ୟ ମାନନ୍ତି ନାହିଁ ଟ୍ରାଫିକ ରୂଲ ଭା-ଙ୍ଗ-ନ୍ତି ନହଲେ ନି-ଶା-ରେ ଗାଡି ଚଳାଉଥିବେ ।


ତେବେ ଏହା ଦ୍ୱାରା ଦୁ-ର୍ଘ-ଟ-ଣା ହେବାର ସମ୍ଭାବନା ବ-ଢି ଯାଉଛି । ତେଣୁ ଆଜି କାଲି ଲୋକମାନେ ଗାଡି ଚଲେଇବା ଦୂରର କଥା ଚାଲି ଯିବା ପାଇଁ ମଧ୍ୟ ଭ-ୟ କରୁଛନ୍ତି । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଏକ ଅ-ଦ୍ଭୁ-ତ ଘ-ଟ-ଣା ଦେଖିବାକୁ ମିଳୁଛି । ଏହା ଏକ ଗାଡି ଦୁ-ର୍ଘ-ଟ-ଣା ତେବେ ଏହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡୁଛନ୍ତି ।

ତେବେ ଘ-ଟ-ଣା ଟି ହେଉଛି ଜବଲପୁର ର । ସେଠାରେ ଅକ୍ଟୋବର ୨୦ ତାରିଖ ଦିନ ସନ୍ଧ୍ୟା ୭ ଟା ସମୟରେ ଚନ୍ଦନ କଲୋନୀ ରେ ରହୁଥିବା ନମ୍ରତା ସେନ ନାମକ ଜଣେ ଯୁବତୀ ନିଜ ପରିବାର ସହିତ ଦଶହରା ବୁଲିବା ପାଇଁ ଆସିଥିଲେ । ତେବେ ହଠାତ ଏକ ଅଟୋବାଲା ତାଙ୍କୁ ଧ-କ୍କା ମା-ରି ତାଙ୍କୁ ଘୋ-ଷା-ଡି ନେଇ ଅଧ କିଲୋମିଟର ପର୍ଯ୍ୟନ୍ତ ନେଇ ଯାଇଥିଲା । ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେହି ଅଟୋବାଲା କୁ ଅ-ଟ-କା-ଇ ଥିଲେ ଏବଂ ସେହି ଯୁବତୀ ଙ୍କୁ ଉ-ଦ୍ଧା-ର କରିଥିଲେ ।

ତେବେ ଯୁବତୀ ଜଣଙ୍କୁ ବହୁତ ଗମ୍ଭୀର କ୍ଷ-ତ ମଧ୍ୟ ଆସିଥିଲା । ତାଙ୍କୁ ଡାକ୍ତର ପାଖକୁ ନେଇ ଯାଇଥିଲେ । ତେବେ ଉପସ୍ଥିତ ଲୋକମାନେ ସେହି ଅଟୋ ଚାଳକ କୁ ଧ-ରି ଅଟୋ ନମ୍ବର ଏମପି ୨୦ ଆର ୭୯୩୪ କୁ ପୋଲିସ କୁ ଧ-ରେ-ଇ ଦେଇଥିଲେ । ତେବେ ଏହି ଘଟଣା ଟି ସେଠାକାର ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ଏହି ଘଟଣା ଟି ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହେବାରେ ମଧ୍ୟ ଲାଗିଛି । ତେଣୁ ଆପଣ ମାନେ ରାସ୍ତା ରେ ଯାଉଥିବା ସମୟରେ ଗାଡି ଧୀରେ ଚଳାନ୍ତୁ ଏବଂ ଚାଲିକି ଯିବା ସମୟରେ ମଧ୍ୟ ନିଜର ଧ୍ୟାନ ରଖନ୍ତୁ ।

Leave a Reply

Your email address will not be published. Required fields are marked *