ହସ୍ପିଟଲ ରେ ଭର୍ତ୍ତି ହେଲେ ସମସ୍ତଙ୍କ ସାମ୍ନାରେ ଉଲଗ୍ନ ହେବାର ଦାବି କରୁଥିବା ଆକ୍ଟ୍ରେସ Poonam Pandey, ସ୍ବାମୀଙ୍କ ଉପରେ ଲଗେଇଲେ ଏହି ସାଂଘାତିକ ଆରୋପ

ନମସ୍କାର ବନ୍ଧୁଗଣ ତେବେ ସବୁବେଳେ ନିଜର ବୋଲ୍ଡନେସ୍ ଓ ହଟଚମଟ ବୟାନକୁ ନେଇ ବିବାଦରେ ଥିବା ପୁନମ ପାଣ୍ଡେ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି । ଏ ଏବେ ହସ୍‌ପିଟାଲ୍‌ ବେଡ୍‌ରେ । ସ୍ୱାମୀଙ୍କ ମା-ର-ପି-ଟ୍ ଯୋଗୁଁ ସେ ହୋଇଛନ୍ତି କ୍ଷ-ତା-କ୍ତ । ଏହି ମା-ମ-ଲା ପୋଲିସ୍ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗି-ର-ଫ କରିଛି । ଆସନ୍ତୁ ସମ୍ପୂର୍ଣ୍ଣ ଖବର ଟି ଆଲୋଚନା କରିନେବା । ମଡେଲ ଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ପୁନମଙ୍କୁ ତାଙ୍କ ସ୍ୱାମୀ ସେମ୍ ବାମ୍ବେ ମା-ର୍‌-ପି-ଟ୍ କରିଥିବା ଖବର ସାମ୍ନାକୁ ଆସିଛି । ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ପୁନମ ପାଣ୍ଡେ ତାଙ୍କ ସ୍ୱାମୀଙ୍କୁ ହା-ଜ-ତ-କୁ ପଠେଇ ଦେଇଛନ୍ତି । ତେବେ ହା-ଜ-ତ-କୁ ଯିବା ସେମ୍ ବାମ୍ବେଙ୍କ ପାଇଁ ନୂଆ କଥା ନୁହେଁ । ସେ ଏହା ପୂର୍ବରୁ ମଧ୍ୟ ହା-ଜ-ତ-ର ପବନ ଖାଇ ସାରିଛନ୍ତି । ପୁନମ ଅ-ଭି-ଯୋ-ଗ କରିଛନ୍ତି ଯେ ସେ ଯେତେ ବେଳେ ସେମ୍‌ଙ୍କ ପ୍ରଥମ ପତ୍ନୀ ଅଲଭୀରାଙ୍କ ସହିତ କଥା ହୋଇଥିଲେ ଏହାକୁ ନେଇ ଆରମ୍ଭ ହୋଇଥିଲା ଉଭୟଙ୍କ ଭିତରେ ଯୁ-କ୍ତି-ତ-ର୍କ ।

ଏହା ପରେ ସେମ୍ ରାଗିଯାଇଥିଲେ ଓ ପୁନମଙ୍କ ଚୁ-ଟି ଧ-ରି ଘୋ-ଷା-ଡି ନେଇ ତାଙ୍କ ମୁଣ୍ଡକୁ କା-ନ୍ଥରେ ପି-ଟି ଦେଇଥିଲେ । ଖାଲି ଏତିକି ନୁହେଁ ସେ ପୁନମଙ୍କ ମୁହଁକୁ ମଧ୍ୟ ମୁ-ଥା ମା-ରି-ଥି-ଲେ ବୋଲି ସେ କହିଛନ୍ତି । ପୁନମ ପାଣ୍ଡେ ତାଙ୍କର ବିବାହ, ବୋ-ଲ୍ଡ ଫଟୋ ବି-ବା-ଦୀ-ୟ ବୟାନ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପୁନମ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ଉ-ଲଂ-ଗ୍ନ ହେବା ନେଇ ଘୋଷଣା କରିଥିଲେ ।

ଏଇଠି ଆମେ କିଛି ସମୟ ପାଇଁ ଫେରିଯିବା ୨୦୧୧ କୁ । ସେତେବେଳେ ସମସ୍ତଙ୍କ ନଜର କ୍ରିକେଟ୍ ୱାର୍ଲ୍ଡ କପ୍‌ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉପରେ ଥିଲା । ସେତେବେଳେ ପୁନମ ଏଭଳି ଏକ କା-ଣ୍ଡ କଲେ ଯେ ରାତାରାତି ତାଙ୍କର ଚର୍ଚ୍ଚା ହେବା ଆରମ୍ଭ ହୋଇଗଲା । ସେତେବେଳେ ସେ ଘୋଷଣା କରିଥିଲେ ଯେ ଯଦି ଟିମ୍ ଇଣ୍ଡିଆ ଏହି ୱାର୍ଲ୍ଡକପ୍‌ ଜିତିଯାଏ ତେବେ ସେ ସର୍ବସମ୍ମୁଖରେ ଉ-ଲଂ-ଗ୍ନ ହେଇଯିବେ ।


ପୁନମଙ୍କ ଏଭଳି ଘୋଷଣା ସୋ-ସି-ଆ-ଲ୍ ମି-ଡି-ଆ-କୁ ହୁ-ଲ୍‌-ସ୍ତୁ-ଲ୍ କରିଦେଲା । ସେ ସୋ-ସି-ଆ-ଲ୍ ମି-ଡି-ଆ-ର ସେ-ନ୍ସେ-ଶନ୍ ପା-ଲ-ଟିଗଲେ । ଏନେଇ ପୁନମ ମଧ୍ୟ ବିବିସିଆଇକୁ ଏକ ଚିଠି ମାଧ୍ୟମରେ ଜଣେଇ ଥିଲେ । କିନ୍ତୁ ବିବିସିଆଇ ଏନେଇ ପୁନମଙ୍କୁ ଅନୁମତି ଦେଇ ନ ଥିଲା । ଖାଲି ଏତିକି ନୁହେଁ ୨୦୧୬ ରେ ବି ପୁନମ୍ ପୁଣି ଥରେ ହ-ଇ-ଚ-ଇ ସୃଷ୍ଟି କରିଥିଲେ । ଏହି ସମୟରେ ଟିମ୍‌ ଇଣ୍ଡିଆ ବାଙ୍ଗ୍ଲାଦେଶକୁ ହରେଇବା ପରେ ପୁନମ୍ ସୋ-ସି-ଆ-ଲ୍ ମି-ଡି-ଆ-ରେ ତାଙ୍କର ଅ-ର୍ଦ୍ଧ ନ-ଗ୍ନ ଫଟୋ ଶେ-ୟା-ର କରିଥିଲେ ।


ପୁନମଙ୍କର ଏହି ଫଟୋକୁ ନେଇ ସେତେବେଳେ ମଧ୍ୟ ହ-ଟ-ଚ-ମ-ଟ ହୋଇଥିଲା । ବି-ବା-ଦ-ରେ ଫ-ଶି-ଥିବା ପୁନମ୍‌ଙ୍କର ଏହି ଫଟୋ ସୋ-ସି-ଆ-ଲ୍ ମି-ଡି-ଆ-ରେ ବହୁତ ଟ୍ରେଣ୍ଡ୍‌ ହୋଇଥିଲା । ଏହା ପର ଠାରୁ ପୁମନଙ୍କର ବୋଲ୍ଡ ଫଟୋ ଓ ଭିଡିଓ ଶେ-ୟା-ର ହେବାର ମାହୋଲ୍ ଜାରି ହୋଇ ଯାଇଥିଲା । ତେବେ ରାଜ କୁନ୍ଦ୍ରାଙ୍କ ମା-ମ-ଲା-କୁ ନେଇ ମଧ୍ୟ ପୁନମ ପାଣ୍ଡେ ଚର୍ଚ୍ଚାକୁ ଆସିଥିଲେ । ସେ ରାଜ କୁଦ୍ରାଙ୍କ ଉପରେ ଗମ୍ଭୀର ଆ-ରୋ-ପ ଲଗେଇଥିଲେ । ସେ ରାଜ କୁନ୍ଦ୍ରାଙ୍କ ଉପରେ ଚୋ-ରୀ ଆଉ ଫ୍ର-ଡ୍ କେ-ସ୍ ଦା-ଖ-ଲ କରିଥିଲେ ।

Leave a Reply

Your email address will not be published. Required fields are marked *