ଇଂରାଜୀରେ ଭାଷଣ ଦେଉ ଦେଉ ଅଚାନକ ନିଜକୁ ଆଉ ରୋକି ପାରିଲେ ନାହିଁ ରାଷ୍ଟ୍ରପତି Draupadi Murmu ଓ ତା’ ପରେ ଦେଖିଲେ ଆପଣ ବି କରିବାକୁ ଲାଗିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାମ୍ବିଧାନିକ ଶାସନର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।  ପୋଲିସ ତଥା ଅନ୍ୟାନ୍ୟ ବରିଷ୍ଠ ଲୋକଙ୍କ ଉପସ୍ଥିତିରେ ଭାଷଣ ସଭାରେ ଭାଷଣ ପରିବେଷଣ କରୁଥିଲେ । ସେଠାରେ ରାଷ୍ଟ୍ରପଟି ଦ୍ରୌପଦୀ ମୁର୍ମୁ ଇଂରାଜୀ ଭାଷାରେ ନିଜର ବକ୍ତବ୍ୟ ପ୍ରଦାନ କରୁଥିଲରେ । ତାପରେ ସେ କିଛି ମନ୍ତବ୍ୟ ଇଂରାଜୀରେ କହିବା ପରେ ଆଉ ଅଧିକ ସମୟ ନିଜକୁ ରୋକିନପାରି ନିଜର ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟକୁ ହିନ୍ଦୀରେ କହିବାକୁ ଆରମ୍ଭ କରିଦେଲେ ।

ତାପରେ ସେ ଭାଷଣର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ନିଜର ଭାଷଣ ପ୍ରକ୍ରିୟା ହିନ୍ଦୀ ଭାଷାରେ କହିବାକୁ ଲାଗିଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ ପୋଲିସ ପ୍ରଶାସନର କର୍ମକର୍ତ୍ତା ମାନଙ୍କୁ ଅନେକ ରୋଚକପୂର୍ଣ୍ଣ ମନ୍ତବ୍ୟ କହୁଥିଲେ । ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କହିବା ଅନୁସାରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏଭଳି ହେବା ଦରକାର । ଏହା କି ଯେ ପୋଲିସ କର୍ମଚାରୀ ମାନେ ଲୋକ ମାନଙ୍କ ମନରେ ଭୟ ଆଣିବା ଉଚିତ ନୁହେଁ ।

ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏପରି ଏକ ସମ୍ପର୍କ ଗଢିବା ଦରକାର । ଏହା କି ଯେ ଯେଉଁଠାରେ ସାଧାରଣ ଲୋକ ପୋଲିସ ମାନଙ୍କ ନାମ ଶୁଣିଲେ । ତାଙ୍କ ମାନଙ୍କୁ ଜନତା ସମ୍ମାନ ଦେବେ । ପୋଲିସ ମାନଙ୍କ କଥା ତାଙ୍କର ପ୍ରତ୍ଯେକତି ଗାଇଡ ଲାଇନ ଜନତା ମାନିବା ଉଚିତ । ଜନତାଙ୍କୁ ଅଯଥା କୌଣସି ପ୍ରକାର ଭୟ ସୃଷ୍ଟି କରି ପୋଲିସ ନାମରେ ଭୟଭୀତ କରିବା ଠିକ ହୋଇନଥାଏ ।

ଯେଉଁ ମାନେ ସବୁ ଜ୍ଞାନୀ ଗୁଣୀ ଲୋକ ସେମାନେ ଯେଉଁ ମାନଙ୍କ ଠାରେ ବହୁତ ପ୍ରକାର ଜ୍ଞାନ ରହିଛି । ସେମାନେ ସବୁବେଳେ ଫଳନ୍ତୀ ଗଛ ସଦୃଶ ନଇଙ୍କି ଠିଆ ହୋଇଥାନ୍ତି । ସେହିପରି ଯିଏ ଯେତେ ଉଚ କୋଟି ସ୍ଵଭାବର ସେ ନିଜକୁ ସେହି ଫଳନ୍ତୀ ଗଛ ପରି କରିବା ଉଚିତ । କୌଣସି ପ୍ରକାର ପାୱାର, ପୋଜିସନ ପାଇଗଲା ପରେ ସେ ନିଜକୁ ସମସ୍ତଙ୍କ ଠାରୁ ଅଧିକ ଶକ୍ତିଶାଳୀ ଭାବିବା ଅନୁଚିତ ।

କାରଣ ସବୁ ଲୋକ ନିଜ ଦେଶକୁ ଭଲ ପାଇବା ଉଚିତ । ଦେଶର ଉନ୍ନତି କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ସଜାଗ ରହିବା ଉଚିତ । ଯେଉଁ ପୋଲିସ ପ୍ରଶାସନ ଲୋକଙ୍କର ସୁରକ୍ଷା ଦାୟିତ୍ଵରେ ରହିଛନ୍ତି । ସେମାନେ ନିଜ ସ୍ତରରେ ଲୋକଙ୍କ ପାଇଁ ସେବା କରିବାର ମନବୃତ୍ତି ତଥା ଦେଶର ଉନ୍ନତି ପାଇଁ ନିଜକୁ ସବୁବେଳେ ପ୍ରସ୍ତୁତ କରି ତାଖିବା ଉଚିତ ।

ଯଦି ବର୍ତ୍ତମାନର ପିଢୀ ଠିକ ଭାବରେ ଗଢି ହୋଇ ଏକ ସଭ୍ୟ ସମାଜ କରିପାରିବ । ତେବେ ଆଗାମୀ ପିଢୀ ମଧ୍ୟ ସେମାନଙ୍କ ଠାରୁ ନିଶ୍ଚୟ ପ୍ରଭାବିତ ହୋଇପାରିବେ ।  ଯଦି ଏହି ପୋଷ୍ଟତି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇବା ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର ନିହାତି ଭାବରେ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *