ସ୍ଵାମୀଙ୍କ କଥା ଶୁଣି ଲାଜେଇଗଲା ଲିପ୍ସା ! ଦେଖନ୍ତୁ Ollywood ଅଭିନେତ୍ରୀ Lipsa Mishra ଓ ସ୍ଵାମୀ Akash ଙ୍କ ଏହି ଖାସ ସାକ୍ଷାତ୍କାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସଜ ସଜ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଡିଶାର ଚୁଲବୁଲି ନାୟିକା ଲିପ୍ସା ଓ ତାଙ୍କ ସ୍ଵାମୀ ଆକାଶଙ୍କର ବୈବାହିକ ଜୀବନକୁ ନେଇ ମୁହଁ ଖୋଲିଲେ ଆକାଶ ! ତେବେ ହଁ ବନ୍ଧୁଗଣ ନିକଟ ଅତୀତରେ ବହୁ ଯାକଜମକ ସହ ଅଭିନେତ୍ରୀ ଲିପ୍ସାଙ୍କର ବାହାଘର ସରିଛି । ତେବେ ନିଜ ଶାଶୁ ଘରେ ଥିବା ସମୟରେ ଲିପ୍ସା ଓ ତାଙ୍କ ସ୍ଵାମୀ ଆକାଶ ଗଣ ମାଧ୍ୟମ ନିକଟରେ ନିଜର ସୁନ୍ଦର ବୈବାହିକ ଜୀବନର ଖୁସି ଶେୟାର କରିଛନ୍ତି ।

ତେବେ ଲିପ୍ସାଙ୍କ କହିବ ଅନୁଯାଇ ଆକାଶଙ୍କୁ ପାଇ ମୁଁ ବହୁତ ହିଁ ଖୁସି ଅଛି । ଜଣେ ପରଫେକ୍ଟ ଜୀବନସାଥିଟିଏ ମୁଁ ପାଇଛି । ସେ ମୋତେ ସବୁ କଥାରେ ସପର୍ଟ ଦେଇ ଆସିଛନ୍ତି । ବହୁତ ହିଁ ଲଭିଙ୍ଗ ପର୍ସନାଲିଟି ଆକାଶ ଅଟନ୍ତି । ଆକାଶଙ୍କ ବୁସେରେ ଯେତେ କହିଲେ ବି ମୋ ମୁହଁରୁ ତାଙ୍କ ପାଇଁ ଶବ୍ଦ କମ୍ ପଡିଯିବ । ତେବେ ଅପର ପକ୍ଷରେ ଲିପ୍ସାଙ୍କ ସ୍ଵାମୀ ଆକାଶ ମଧ୍ୟ ନିଜର ବୈବାହିକ ଜୀବନକୁ ନେଇ ବହୁତ ହିଁ ଅଧିକ ଖୁସି ଅଛନ୍ତି ।

ଲିପ୍ସା ଯେତିକି ରୂପରେ ସୁନ୍ଦର ତା’ ଠାରୁ ବହୁତ ହିଁ ଅଧିକ ସେ ଜଣେ ଭଲ ଜୀବନସାଥିଟିଏ ବୋଲି ଆକାଶ ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି । ଆକାଶଙ୍କ କହିବା ଅନୁଯାଇ ମୁଁ ଯାହା ବି କରେ ଲିପ୍ସା ଲିପ୍ସା ବୋଲି ସବୁବେଳେ ମୁଁ ତାଙ୍କୁ ହିଁ ଖୋଜୁଥାଏ । ତେବେ ଏହା କହିବା ସମୟରେ ଲିପ୍ସା ମଧ୍ୟ ଆକାଶଙ୍କୁ ଦେଖି ମୁହଁ ଲାଜ ଲାଜ ହୋଇଯାଇଥିଲା । ତେବେ ଆକାଶ ଓ ଲିପ୍ସା ଗଣ ମାଧ୍ୟମରେ ନିଜର ବାଇଟ ଦେବା ସମୟରେ ଏହା ମଧ୍ୟ କହିଥିଲେ ।

ଲିପ୍ସା ଓ ମୋର ପ୍ରାୟ ସବୁ କିଛି କଥାରେ ସିମୀଲାରୀଟି ଆସିଥାଏ । ବୋଧ ହୁଏ ସେଥିପାଇଁ ତାଙ୍କର ଓ ମୋ ମନ ମଧ୍ୟ ମିଶିଗଲା । ଏହା ପରେ ଆମ ଦୁହିଙ୍କର ମନ ପ୍ରେମ ହୋଇଗଲା । ତେବେ ଆମେ ମଧ୍ୟ ଚାହିଁବୁ ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ଓ ଆକାଶଙ୍କର ମୁହଁରେ ସବୁ ଦିନ ଏହି ଖୁସି ବଜାୟ ରହୁ । ଏହା ସହିତ ତାଙ୍କର ବୈବାହିକ ଜୀବନ ମଧୁରମୟ ରହିଥାଉ ।

ଏହା ଛଡା ବହୁତ ଶୀଘ୍ର ପୁଣି ଥରେ ନିଜର ବୈବାହିକ ଜୀବନର ବ୍ୟସ୍ତତା ମଧ୍ୟରୁ ସମୟ କାଢି କଳା ଜଗତରେ ଅଭିନୟ କରିବାର ଅଭିନେତ୍ରୀ ଲିପ୍ସାଙ୍କୁ ଦେଖିବାକୁ ମିଳୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *