ହାଇଦ୍ରାବାଦ ରେ ମସ୍ତି କରୁଛନ୍ତି Arvind ଓ Janklin, ଭାଇରାଲ ହେଲା Janklin ଙ୍କ ହଟ ଲୁକ, ଦେଖନ୍ତୁ Video

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ଅଭିନେତା ତଥା ଅଭିନେତ୍ରୀ ରହିଛନ୍ତି, ଯେଉଁମାନେ ନିଜ ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକ ମାନଙ୍କ ହୃଦୟରେ ସ୍ଥାନ ବନାଇଛନ୍ତି । ସେମାନଙ୍କ ଅଭିନୟରେ ମୁଗ୍ଧ ହୋଇ ଟିଭି ପରଦାରେ ସେମାନଙ୍କୁ ଦେଖିବା ନିମନ୍ତେ ସଠିକ ସମୟ ରେ ଚାହିଁ ବସିଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଅଭିନେତ୍ରୀ ଜାଙ୍କଲିନ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ ।

ଆପଣ ମାନେ ସମସ୍ତେ ଅଭିନେତ୍ରୀ ଜାଙ୍କଲିନ ଙ୍କୁ ଟିଭି ପରଦାରେ ଦେଖିଥିବେ । ସେ ରଜ କ୍ଵିନ ର ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ଏହା ପରେ ସେ ଏକ ଓଡିଆ ସିରିୟଲରେ ଅଭିନୟ କରି ଲୋକ ନଜରକୁ ଆସିଥିଲେ । ଏହାପରେ ତାଙ୍କର ଭେଟ ଅଭିନେତା ଅରବିନ୍ଦ ଙ୍କ ସହିତ ହୋଇଥିଲା । ଉଭୟଙ୍କ ମଧ୍ୟରେ ଇଣ୍ଡଷ୍ଟ୍ରୀ ମାଧ୍ୟମରେ ଦେଖା ହୋଇ ବନ୍ଧୁତ୍ଵା ବଢିବାକୁ ଲାଗିଲା ।

ଏହା ପରେ ଏହି ବନ୍ଧୁତା କେତେବେଳେ ପ୍ରେମର ରୂପ ନେଲା ତାହା ଉଭୟଙ୍କୁ ଜଣା ନଥିଲା । କିଛି ଦିନ ବିତିଯିବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏବଂ କିଛିଦିନ ତଳେ ଅଭିନେତା ଅରବିନ୍ଦ ଏବଂ ଜାଙ୍କଲିନ ଙ୍କ ବିବାହ ସମାପ୍ତ ହୋଇ ସାରିଛି । ବିବାହ ପରେ ଉଭୟ ବେସ ଆନନ୍ଦର ସହିତ ନିଜ ଜୀବନ ଯାପନ କରୁଥିବାର ଦେଖିବାକୁ ମିଳୁଛି । ଜାଙ୍କଲିନ ଅରବିନ୍ଦ ଙ୍କୁ ଜୀବନ ସାଥି ରୂପେ ପାଇ ବେସ ଖୁସି ଅଛନ୍ତି ବୋଲି କହିଛନ୍ତି ।

ସେହିଭଳି ଅରବିନ୍ଦ ମଧ୍ୟ ବେସ ଖୁସି ଥିବାର ନଜର ଆସୁଛନ୍ତି । ଜାଙ୍କଲିନ ନିଜ ଶାଶୁଘରେ ପରିବାର ଙ୍କ ସହିତ ଭଲରେ ଜୀବନ ବିତାଉଛନ୍ତି । ମାତ୍ର କରୋନା ଯୋଗୁଁ ସମସ୍ତ କାର୍ଯ୍ୟ ବନ୍ଧ ଥିବାରୁ ଜାଙ୍କଲିନ ଏବଂ ଅରବିନ୍ଦ ନିଜର ଅଧିକାଂଶ ସମୟ ଘରେ ବିତାଇଥିବାର ଦେଖିବାକୁ ମିଳିଥିଲା । ଏବେ ସ୍ଥିତି ସୁଧୁରିବାରୁ ପୁଣିଥରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ଶୁ-ଟି-ଙ୍ଗ କାର୍ଯ୍ୟ ନିମନ୍ତେ ବାହାରି ଯାଇଛନ୍ତି ।

କିନ୍ତୁ ଅରବିନ୍ଦ ନିଜର ବିଜନେସ ଉପରେ ଧ୍ୟାନ ଦେଉଛନ୍ତି । ନିକଟରେ ବିବାହ ପରେ କେଉଁଠାକୁ ବୁଲିବାକୁ ଯାଇନଥିବା ବେଳେ ବର୍ତ୍ତମାନ ଉଭୟ ହାଇଦ୍ରାବାଦ ସହରକୁ ଭ୍ରମଣ କରିବା ଉଦେଶ୍ୟରେ ଯାଇଥିବା ସୂଚନା ମିଳିଛି । ମାତ୍ର ଘରେ ଜାଙ୍କଲିନ ମୁଣ୍ଡରେ ଓଢଣା ଦେଇଥିବା ବେଳେ, ହାଇଦ୍ରାବାଦ ରେ ସ୍ଵାମୀ ସହିତ ହଟ ଲୁକ ରେ ଦେଖିବାକୁ ମିଳିଛନ୍ତି ।

ଏହି ପୋଷାକ ରେ ଜାଙ୍କଲିନ ବହୁତ ଅଲଗା ଦେଖାଯାଉଛନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ବର୍ତ୍ତମାନ ଏହି ଦୃଶ୍ୟଟି ଘୁରି ବୁଲୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଜାଙ୍କଲିନ ଙ୍କ ଏହି ହଟ ଲୁକ ଟି କିଭଳି ଲାଗୁଅଛି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *