ଓଡିଆ ସିରିଏଲ ‘ସିନ୍ଦୁରର ଅଧିକାର’ ର ଅଭିନେତ୍ରୀ ଇତିଙ୍କୁ ନେଇ ଆସିଲା ବହୁତ ବଡ ଦୁଃଖ ଖବର !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ଶୁଣୁଥିବେ ସେ ସିନେମାଜଗତ ହେଉ କିମ୍ବା ଖେଳ ଦୁନିଆ ,ସେ କିଛି ଘଟଣା ହେଉ କିମ୍ଵା ଦୁର୍ଘଟଣା । ପ୍ରତିଦିନ କିଛି ନା କିଛି ସମ୍ବାଦ ରହିଥାଏ । ତେବେ ସମସ୍ତେ ନିଜ କାମ ରେ ଯେତେ ବେସ୍ତ ରହିଲେ ମଧ୍ୟ ନିଜ ମନ ପସନ୍ଦ ର ଟିଭି ସୋ ଦେଖିଥାନ୍ତି । ବହୁତ ଜଣ ଟେଲି ଧରାବାହିକ ଦେଖିବାକୁ ବହୁତ ଭଲ ପାଇଥାନ୍ତି । ନିଜର ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ର ସୋ ଦର୍ଶକ ଙ୍କୁ ଭେଟି ଦିଆଯାଇଥାଏ ।


ଦର୍ଶକ ଙ୍କୁ ନିଜ ସହ ଯୋଡି ରଖିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ତଥା ସୋ କରାଯାଏ । ତେବେ ଆପଣ ମାନେ ମଧ୍ୟ କିଛି ସିରିଏଲ ଦେଖୁଥିବେ । ସେ ହିନ୍ଦୀ ହେଉ କିମ୍ବା ଓଡ଼ିଆ ସିରିଏଲ ହେଉ ସମସ୍ତେ ନିଜ ନିଜ ପସନ୍ଦର ସିରିଏଲ ଦେଖିଥାନ୍ତି । ବିଭିନ୍ନ ପରିବାର ତଥା ବାସ୍ତବ ଜୀବନ କିଛି ଘଟଣା କୁ ନେଇ ସିରିଏଲ କରାଯାଇଥାଏ । ଆପଣ ମାନେ ଓଡ଼ିଆ ରେ ଦେଉଥିବା ବିଭିନ୍ନ ଟେଲି ଧରାବାହିକ ଦେଖୁଥିବେ ସେ ମଧ୍ୟରୁ ସିନ୍ଦୁର ର ଅଧିକାର ମଧ୍ୟ ଭଲ ଏବଂ ଲୋକପ୍ରିୟ ସିରିଏଲ ପାଲଟିଛି ।

ବହୁତ କମ ସମୟ ମଧ୍ୟରେ ହିଁ ଏହି ସିରିଏଲ ସମସ୍ତଙ୍କ ମନ କିଣି ନେଇପାରିଥିଲା । ଏହି ସିରିଏଲ ରେ ଅଭିନୟ କରୁଥିବା ସମସ୍ତ କଳାକାର ଙ୍କ ନିଚ୍ଛକ ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିପାରିଛି । ତେବେ ଆପଣ ମାନେ ଏହି ସିରିଏଲ ରେ ଅଭିନୟ କରୁଥିବା ଇତି ଙ୍କୁ ଜାଣିଥିବେ ।


ଏବେ ସିରିଏଲ ରେ ଇତି ଏବଂ ତାଙ୍କ ପ୍ରେମିକ ଙ୍କ ଲଭଷ୍ଟୋରି ଆରମ୍ଭ ହୋଇ ସାରିଛି ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଆରବ ଓ ଇତି ଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ସିନ୍ଦୁର ର ଅଧିକାର ଓଡିଶା ର ନମ୍ବର ୧ ଧାରାବାହିକ ହୋଇପାରିଛି । ତେବେ ଏହି ଦୁଇ ଯୋଡି ଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଛି ଓ ଏହି ଦୁଇ ଯୋଡି ନିଜ ଅଭିନୟ ପାଇଁ ବର୍ତ୍ତମାନ ସମୟ ରେ ଓଡିଶା ର ଘରେ ଘରେ ପରିଚିତ । ତେବେ ଏହିସବୁ ସିରିଏଲ ଦୁନିଆ ର ଖବର ଥିଲାବେଳେ ଏବେ ଇତି ଙ୍କ ଜୀବନରେ କିଛି ଖରାପ ଘଟିଛି ।


ତେବେ ବାସ୍ତବ ଜୀବନରେ ଇତି ଏବେ ବହୁତ ଅସୁସ୍ଥ ହୋଇ ପଡିଛନ୍ତି । ଏହି ଖବର ନିଶ୍ଚୟ ତାଙ୍କ ପ୍ରଶଂସକ ମାନଙ୍କୁ ବ୍ୟଥିତ କରିବ । ଇତି ଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ନାହିଁ ତେଣୁ ସେ ଚିକିତ୍ସା ହେଉଛନ୍ତି ଏ ନେଇ ତାଙ୍କ ଭଉଣୀ ସୋସିଆଲ ମିଡ଼ିଆ ରେ ଜଣେଇଛନ୍ତି । ତେବେ ଇତି ଙ୍କ ସ୍ୱାସ୍ଥ୍ୟ ଠିକ ହେଇଯାଉ ଏହା ସମସ୍ତଙ୍କ କାମନା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *