ନୂଆ ଇତିଙ୍କ ସହ ରୋମାଣ୍ଟିକ ଡ୍ୟାନ୍ସ କଲେ ଅଭିନେତା ଆରବ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ଶୁଣୁଥିବେ ସେ ସିନେମାଜଗତ ହେଉ କିମ୍ବା ଖେଳ ଦୁନିଆ ,ସେ କିଛି ଘଟଣା ହେଉ କିମ୍ଵା ଦୁର୍ଘଟଣା । ପ୍ରତିଦିନ କିଛି ନା କିଛି ସମ୍ବାଦ ରହିଥାଏ । ତେବେ ସମସ୍ତେ ନିଜ କାମ ରେ ଯେତେ ବେସ୍ତ ରହିଲେ ମଧ୍ୟ ନିଜ ମନ ପସନ୍ଦ ର ଟିଭି ସୋ ଦେଖିଥାନ୍ତି । ବହୁତ ଜଣ ଟେଲି ଧରାବାହିକ ଦେଖିବାକୁ ବହୁତ ଭଲ ପାଇଥାନ୍ତି ।


ନିଜର ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ର ସୋ ଦର୍ଶକ ଙ୍କୁ ଭେଟି ଦିଆଯାଇଥାଏ । ଏବଂ ଦର୍ଶକ ଙ୍କୁ ନିଜ ସହ ଯୋଡି ରଖିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ତଥା ସୋ କରାଯାଏ । ତେବେ ଆପଣ ମାନେ ମଧ୍ୟ କିଛି ସିରିଏଲ ଦେଖୁଥିବେ । ସେ ହିନ୍ଦୀ ହେଉ କିମ୍ବା ଓଡ଼ିଆ ସିରିଏଲ ହେଉ ସମସ୍ତେ ନିଜ ନିଜ ପସନ୍ଦର ସିରିଏଲ ଦେଖିଥାନ୍ତି । ବିଭିନ୍ନ ପରିବାର ତଥା ବାସ୍ତବ ଜୀବନ କିଛି ଘଟଣା କୁ ନେଇ ସିରିଏଲ କରାଯାଇଥାଏ ।

ଆପଣ ମାନେ ଓଡ଼ିଆ ରେ ଦେଉଥିବା ବିଭିନ୍ନ ଟେଲି ଧରାବାହିକ ଦେଖୁଥିବେ ସେ ମଧ୍ୟରୁ ସିନ୍ଦୁର ର ଅଧିକାର ମଧ୍ୟ ଭଲ ଏବଂ ଲୋକପ୍ରିୟ ସିରିଏଲ ପାଲଟିଛି । ବହୁତ କମ ସମୟ ମଧ୍ୟରେ ହିଁ ଏହି ସିରିଏଲ ସମସ୍ତଙ୍କ ମନ କିଣି ନେଇପାରିଥିଲା । ଏହି ସିରିଏଲ ରେ ଅଭିନୟ କରୁଥିବା ସମସ୍ତ କଳାକାର ଙ୍କ ନିଚ୍ଛକ ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିପାରିଛି ।

ତେବେ ଆପଣ ମାନେ ଏହି ସିରିଏଲ ରେ ଅଭିନୟ କରୁଥିବା ଇତି ଙ୍କୁ ଜାଣିଥିବେ । ଏବେ ସିରିଏଲ ରେ ଇତି ଏବଂ ତାଙ୍କ ପ୍ରେମିକ ଙ୍କ ଲଭଷ୍ଟୋରି କୁ ନେଇ ଏହି ଧାରାବାହିକ ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଆରବ ଓ ଇତି ଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ସିନ୍ଦୁର ର ଅଧିକାର ଓଡିଶା ର ନମ୍ବର ୧ ଧାରାବାହିକ ହୋଇପାରିଛି ।

ତେବେ ଏହି ଦୁଇ ଯୋଡି ଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଛି ଓ ଏହି ଦୁଇ ଯୋଡି ନିଜ ଅଭିନୟ ପାଇଁ ବର୍ତ୍ତମାନ ସମୟ ରେ ଓଡିଶା ର ଘରେ ଘରେ ପରିଚିତ ।
ତେବେ ବର୍ତ୍ତମାନ ଆରବ ଓ ଇତି ଙ୍କ ର ଏକ ନୂଆ ଭିଡିଓ ଦେଖି ବାକୁ ମିଳୁଛି ଯେଉଁଥିରେ ଦୁହେଁ ବହୁତ ସୁନ୍ଦର ଭାବରେ ଡାନ୍ସ କରୁଛନ୍ତି ଏବଂ ଦୁହିଁଙ୍କ କେମେଷ୍ଟ୍ରି ମଧ୍ୟ ବହୁତ ସୁନ୍ଦର ଲାଗୁଛି । ଦର୍ଶକ ମାନେ ମଧ୍ୟ ଏହି ଦୁହିଁଙ୍କ ଡାନ୍ସ କୁ ବହୁତ ପସନ୍ଦ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *