‘ଘରେ ମୁଁ Babushan ଙ୍କ ବହୁତ ଗାଳି ଶୁଣିଛି, ଲୁଚି ଲୁଚି ବହୁତ ଥର ତାଙ୍କର…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାବୁସାନଙ୍କ ପ୍ରତି ମୋ ମନରେ ଟିକେ ଦୁର୍ବଳତା ଅଛି । ତେଣୁ ମୁଁ ଘରେ ମାଡ ଖାଏ ହେଲେ । ଲୁଚି ଲୁଚି ତାଙ୍କ ଫିଲ୍ମ ଦେଖେ । ତେଣୁ ଯଦି ମୋତେ ଆଗାମୀ ସମୟରେ କେବେ ଫିଲ୍ମ କରିବାକୁ ସୁଯୋଗ ମିଳେ । ତେବେ ଯଦି ହିରୋ ବାବୁସାନ ହେବେ ତ ମୁଁ ବହୁତ ଖୁସି ହେବି । ତେବେ ନିଜର ମନର କଥାକୁ ମିଡିଆ ଆଗରେ ବଖାଣି କରି କହିଲେ ସିରିଏଲ ଅଭିନେତ୍ରୀ ଶର୍ମୀଲି !

ତେବେ ହଁ ବନ୍ଧୁଗଣ ଓଡିଆ ସିରିଏଲ ଅଭିନେତ୍ରୀ ଶର୍ମୀଳିଙ୍କୁ ସିଦ୍ଧାର୍ଥ ଟିଭିର ମେଗା ଧାରା ବାହୀକ ମଙ୍ଗୁଳାର ଭାଗ୍ୟରେ ଦେଖିବାକୁ ମିଳିଥାଏ । ତେବେ ଏହା ତ ତାଙ୍କର ଅଭିନୟ କ୍ଯାରିଆରରେ ପ୍ରଥମ ପାଦ ହୋଇପାରେ । ହେଲେ ଆଗାମୀ ସମୟରେ ଆହୁରି କଳା ଜଗତକୁ ନିଜର ଅଭିନୟ କ୍ଯାରିଆରକୁ ନେଇ ବହୁତ କିଛି ସ୍ଵପ୍ନ ଦେଖିଛନ୍ତି ସିରିଏଲ ଅଭିନେତ୍ରୀ ଶର୍ମୀଲି ।

ତେବେ ଶର୍ମୀଳିଙ୍କ କହିବା ଆଧାରରେ ମୁ ତ ବର୍ତ୍ତମାନ ସିରିଏଲ କରୁଛି । ତେବେ ମୋତେ ଭବିଷ୍ୟତରେ କେବେବି ଫିଲ୍ମ ପାଇଁ ଅଫର ମିଳେ । ତେବେ ମୁଁ ନିହାତି ଭାବରେ କରିବି । ତେବେ ଏହା ସହିତ ବର୍ତ୍ତମାନ ମୋତେ ମୋ ସିରିଏଲ ସହିତ ପାଠ ପଢା ପ୍ରତି ମଧ୍ୟ ଧ୍ୟାନ ଦେବା ପାଇଁ ପଡୁଛି । ତେବେ ନିଜର ଲଭ ଲାଇଫ ବିଷୟରେ ଶର୍ମୀଲିଙ୍କ ମୁହଁରୁ କିଛି ରୋଚକପୂର୍ଣ୍ଣ ମନ୍ତବ୍ୟ ଶୁଣିବାକୁ ଶୁଣିବାକୁ ମିଳିଥିଲା ।

ଯେଉଁଠାରେ ଶର୍ମୀଲି କହିଥିଲେ ଏହା କି ଯେ ଏବେ ତ ମୁଁ ଶିଙ୍ଗିଲ ଅଛି । ହେଲେ ଯଦି ଇନ ଫ୍ୟୁଚର ଲଭ ହୁଏ । ତେବେ ଯଦି ସେ ପିଲା ଓ ମୋ ମଧ୍ୟରେ ଠିକ ଭାବରେ ବୁଝାମଣା ରହୁଥିବ । ମୋ ବାପା ମାଆଙ୍କୁ ସେ ନିଜ ବାପା ଓ ମାଆ  ଭଳି ସମ୍ମାନ କରୁଥିବ । ତେବେ ସେଭଳି ଜଣେ ଜୀବନସାଥି ଅପେକ୍ଷାରେ ମୁଁ ରହିଛି ।

ନିଜ ଆକଟିଂ କ୍ଯାରିଅର ବିଷୟରେ ମଧ୍ୟ ଶର୍ମୀଲି କିଛି କଥା ଶେୟାର କରି କହିଥିଲେ । ଲାଇଫରେ ଏମିତି ମଧ୍ୟ ହେଇଛି । ଅଡିସନ ପାଇଁ ଡକା ଯାଇଥିବ । ହେଲେ ଗଲା ପରେ ଆଉ କିଏ ସିଲେକ୍ଟ ହୋଇକି କାମ ଆରମ୍ଭ କରିଦେଇଥିବେ । ତେବେ କିନ୍ତୁ ମୁଁ ନଭାଙ୍ଗି ପଡି ଆଗକୁ  ନୂଆ କିଛି ଭଲ କରିବା ପାଇଁ ସବୁବେଳେ ମୋର ପ୍ରୟାସ ଜାରୀ ରଖିଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଆଗକୁ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *