Bollywood ର ଏହି 5 ଜଣ Actress ଙ୍କ ପାଖରେ ଅଛି ନିଜର ପ୍ରାଇଭେଟ ଜେଟ, ୩ ନମ୍ବର ର ନାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ପ୍ରତ୍ଯେକ ମଣିଷ ନିଜ ଜୀବନରେ ବହୁତ କଷ୍ଟ କରିଥାଏ ଯାହା ଦ୍ଵାରା ସେ ଜୀବନରେ ଧନବାନ ହେବ ଓ ତାର ପରିବାର ସମସ୍ତ ସୁଖ ସୁବିଧା ପାଇ ପାରିବେ । ଏଥିପାଇଁ ସେ ଦିନ ରାତି ଏକ କରିଦିଏ । କିନ୍ତୁ କିଛି ଲୋକଙ୍କର ଭାଗ୍ୟ ସାଥ ଦେଇଥାଏ ତ ଆଉ କିଛି ଲୋକଙ୍କ ଭାଗ୍ୟ ସାଥ ଦିଏ ନାହିଁ । ଯଦି ଆମେ ବଲିଉଡ ଇଣ୍ଡଷ୍ଟ୍ରି କଥା କହିବା ତ ଏଠାରେ ମଧ୍ୟ ଏହିପରି କିଛି ଦେଖିବାକୁ ମିଳିଥାଏ । ଏହି ଗ୍ଲାମର ଇଣ୍ଡଷ୍ଟ୍ରିରେ ତିଷ୍ଟି ରହିବା ପାଇଁ ବହୁତ କଷ୍ଟ ମଧ୍ୟ କରିବାକୁ ପଡିଥାଏ ।

ବଲିଉଡ ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡ ରେ ସଫଳତା ପାଇଛନ୍ତି । ସେ ନିଜ ଜୀବନରେ ଏତେ ଟଙ୍କା ଅର୍ଜନ କରିଛନ୍ତି କି ନିଜ ଜୀବନକୁ ଭୋଗ ବିଳାସରେ କାଟୁଛନ୍ତି । ଆଜି ଆମେ ଆପଣଙ୍କୁ ଏହିପରି କିଛି ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ଯିବା ଆସିବା ପାଇଁ ମଧ୍ୟ ନିଜର ପ୍ରାଇଭେଟ ଜେଟ ରଖିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧. ଐଶ୍ଵର୍ୟ୍ୟା ରାୟ ବଚନ

ବିଶ୍ଵ ସୁନ୍ଦରୀ ରହିସାଥିବା ଓ ବଚ୍ଚନ ପରିବାରର ବୋହୁ ଐଶ୍ଵର୍ୟ୍ୟା ରାୟ ବଚନଙ୍କୁ ଅଥବା କିଏ ଅବା ନ ଜାଣିଛି । ଐଶ୍ଵର୍ୟ୍ୟା ନିଜ କଷ୍ଟରେ ବଲିଉଡରେ ସଫଳତା ପାଇଥିଲେ ଓ କେତେକ ଫିଲ୍ମ କରିବା ପରେ ସେ ବଲିଉଡ ଅଭିନେତା ଅଭିଷେକ ବଚନଙ୍କ ସହ ବିବାହ କରିଥିଲେ । ଆଜିକା ଦିନରେ ଐଶ୍ଵର୍ଯ୍ୟ ରାୟ ବଚନଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ଅଛି ।

୨. ଶିଲ୍ପା ସେଟି

ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଲ୍ପା ସେଟିଙ୍କୁ ନିଶ୍ଚୟ ଜାଣିଥିବେ । ଶିଲ୍ପା ୨୦୦୯ରେ ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ବିବାହ କରିଥିଲେ । ରାଜା କୁନ୍ଦରା ଏକ ସଫଳ ଓ ଧନୀ ବିଜନେସ ମ୍ୟାନ ଅଟନ୍ତି । ରାଜ କୁନ୍ଦରାଙ୍କ ସହ ବିବାହ କରିବା ପରେ ଶିଲ୍ପା ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀ ହୋଇଯାଇଛନ୍ତି । ଆଜି ଶିଲ୍ପା ଏକ ପ୍ରାଇଭେଟ ଜେଟର ମାଲିକ ମଧ୍ୟ ଅଛନ୍ତି ।

୩. ମଲିକା ସେରାବତ

ବଲିଉଡର ଚୁଲବୁଲି ଅଭିନେତ୍ରୀ ମଲିକା ସେରାବତ ବହୁତ କମ ସମୟରେ ସଫଳତା ପାଇଥିଲେ । ବର୍ତ୍ତମାନ ସେ ବଲିଉଡରୁ ଦୂରରେ ଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ଆଜି ମଧ୍ୟ ଆଗପରି ରହିଛି । ମଲିକାଙ୍କ ପାଖରେ ମଧ୍ୟ ଏକ ପ୍ରାଇଭେଟ ଜେଟ ଅଛି ।

୪. ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ଶେ ଉଭୟ ବଲିଉଡ ଓ ହଲିଉଡରେ କାମ କରୁଛନ୍ତି । ପ୍ରିୟଙ୍କା ଭାରତର ସବୁଠାର ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ । ପ୍ରିୟଙ୍କା ନିଜ କଷ୍ଟ ଦ୍ଵାରା ଏହି ସଫଳତାକୁ ହାସଲ କରିଛନ୍ତି ଏବଂ ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ମଧ୍ୟ ଅଛି ।

୫. ସନି ଲିଓନି

ବଲିଉଡର ହଟ ଏବଂ ବୋଲ୍ଡ ଅଭିନେତ୍ରୀ ସନି ଲିଓନି ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ନିଜ ପାଇଁ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ସନ୍ନିଙ୍କ ଲାଇଫ ଷ୍ଟାଇଲ ଅତ୍ୟନ୍ତ ରାଜକୀୟ । ମୁମ୍ବାଇର ବାନ୍ଦ୍ରା ଠାରେ ମଧ୍ୟ ତାଙ୍କର ଏକ ସୁନ୍ଦର ଘର ଅଛି । ସନ୍ନିଙ୍କର ପ୍ରାୟ 350 କୋଟି ଟଙ୍କା ମୂଲ୍ୟର ଏକ ପ୍ରାଇଭେଟ ଜେଟ ଅଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *