ଦେଖନ୍ତୁ କିପରି ହିରୋଇନ Jhillik ଙ୍କ 2 ଝିଅଙ୍କର ଅନୁଷ୍ଠିତ ହେଲା ଅନ୍ନପ୍ରସନ୍ନ…

ବନ୍ଧୁଗଣ, ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ କୁ ବେସ ଭଲ ଭାବରେ ଜାଣିଛନ୍ତି । ତେବେ ଝିଲିକ ଗତ କିଛି ଦିନ ପୂର୍ବେ ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ମା’ ହୋଇଥିଲେ । ତାଙ୍କର ଦୁଇଟି ଶିଶୁ କନ୍ୟା ଜନ୍ମ ହୋଇଥିଲେ । ଝିଲିକ ମା’ ହେବା ପରେ ଅନେକ ଶୁଭ କାମନା ତଥା ଶୁଭେଛା ଜଣାଇଥିଲେ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ତଥା ଅଭିନେତା ।

ଦୀର୍ଘ 7 ବର୍ଷ ଧରି ସେ ଓଡିଆ ଇଣ୍ଡଷ୍ଟ୍ରୀରେ କାମ କରି ଆସିଥିଲେ । ଝିଲିକ ଭଟ୍ଟାଚାର୍ଜ୍ୟ ୧୦ ରୁ ଅଧିକ ଚଳଚିତ୍ର ରେ ଅଭିନୟ କରି ଆସିଛନ୍ତି । ସେ ଓଲିଉଡ ଇଣ୍ଡଷ୍ଟ୍ରୀ ର ବହୁ ବଡ ବଡ ଅଭିନେତା ଙ୍କ ସହିତ ଫିଲ୍ମ କରି ଆସିଛନ୍ତି । ତାଙ୍କର ସବୁ ଫିଲ୍ମ ଗୁଡିକ ଫେମସ ହୋଇଥିଲା । ଏହା ସହିତ ତାହା ଓଡିଆ ଦର୍ଶକ ମାନଙ୍କୁ ବେସ ପସନ୍ଦ ମଧ୍ୟ ଆସିଥିଲା । ଝିଲିକ ଗତବର୍ଷ ତଳେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଙ୍କୁ ବିବାହ କରିଥିଲେ ।

ବିବାହ ପରେ ସେ ସବୁଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରୀ କୁ ଛାଡି ଦେଇଥିଲେ । ସେ ବାହାଘର ପରେ ଅନ୍ୟ କୌଣସି ଚଳଚିତ୍ରରେ ଅଭିନୟ କରି ନଥିଲେ । ଝିଲିକ ଙ୍କ ଅଭିନୟ ଦେଖିବା ନିମନ୍ତେ ଲୋକେ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ସେ କିଛି ଦିନ ପର୍ଯ୍ୟନ୍ତ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ । ତେବେ ବର୍ତ୍ତମାନ ଝିଲିକ ଙ୍କ ଦୁଇ ଝିଅଙ୍କ ଅନ୍ନପ୍ରସନ୍ନ ହୋଇଥିବାର ଦେଖିବାକୁ ମିଳିଛି ।

ଏଥିରେ ଝିଲିକ ଙ୍କ ସ୍ଵାମୀ ତଥା ତାଙ୍କ ଶାଶୁ ଶ୍ଵଶୁର ବହୁତ ଖୁସି ଥିବାର ନଜର ଆସିଛନ୍ତି । ଝିଲିକ ଙ୍କ ପରିବାର ଲୋକେ ଉପସ୍ଥିତ ରହି କୁନି କୁନି ଝିଅ ଦୁଇ ଙ୍କୁ ଅନ୍ନ ଖୁଆଇଥିଲେ । ଉଭୟ ଝିଅ ବେସ କ୍ୟୁଟ ଦେଖାଯାଉଥିଲେ । ଝିଲିକ ଙ୍କ ଶଶୁର ଙ୍କ କୋଳରେ ଦୁଇ ଝିଅ ଖେଳୁଥିବାର ନଜର ଆସିଥିଲେ । ବେଙ୍ଗୋଲି ପରମ୍ପରା ଅନୁଯାୟୀ ଅନ୍ନପ୍ରସନରେ ବାଜା ଏବଂ ଶଙ୍ଖନାଦ ମଧ୍ୟ ଶୁଣିବାକୁ ମିଳିଥିଲା ।

ପରିବାରର ସଦସ୍ୟ ମାନେ ଗୋଟିଏ ପରେ ଗୋଟିଏ ଖିରୀ ତଥା ଅନ୍ୟାନ୍ୟ ଖାଦ୍ୟ ଖୁଆଇ ଥିବାର ନଜର ଆସିଥିଲେ । ତେବେ ବର୍ତ୍ତମାନ ଠାରୁ ଝିଲିକ ଙ୍କ ଦୁଇ ଝିଅ ସବୁ ଜିନିଷ ଖାଇପାରିବେ । ଉଭୟ ଝିଅ କୁନି ପରୀ ଭଳି ନଜର ଆସୁଥିଲେ । ଏହାକୁ ଦେଖି ଝିଲିକ ଙ୍କ ଫ୍ୟାନ୍ସ ମାନେ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆରେ ଶୁଭେଛା ଜଣାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *